Breaking News

ନିଜ ସାଙ୍ଗକୁ ( friend ) ପାଖରେ ରଖିବା ପାଇଁ ନିଜ ସ୍ୱାମୀ ସହ ସ୍ତ୍ରୀ କଲା ଏପରି କାମ, ଏହାକୁ ଆପଣ ଦେଖିଲେ ମୁଣ୍ଡରେ ହାତ ଦେବେ, ସ୍ତ୍ରୀ କଣ ଏଭଳି କରିପାରିବ…. ଦେଖନ୍ତୁ ଥରେ !

ଦର୍ଶକବନ୍ଧୁ ନିଜ ବନ୍ଧୁତକୁ ସୄଧୁଡ଼ ରଖିବା ପାଇଁ ଏବଂ ଏହାକୁ ବଜାଇ ରଖିବା ପାଇଁ ଅନେକ ଲୋକ ବିଭିନ୍ନ ପ୍ରକାର ପ୍ରୟାସ କରିଥାନ୍ତି ଯାହା ଦ୍ୱାରା ତାଙ୍କ ବନ୍ଧୁତ ସବୁଠାରୁ ନିଆରା ଏବଂ ନିବିଡ଼ ରହିବ ତେବେ ଏହି ବନ୍ଧୁତକୁ ଚିରଦିନ ପାଇଁ ନିଜ ସହିତ ରଖିବା ପାଇଁ ଦୁଇଜଣ ଝୁଅ ଏକ ଏଭଳି ନିଷ୍ପତି ନେଇଛନ୍ତି ଯାହାକୁ ଜାଣିଲେଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ ତେବେ ସେମାନେ ନିଜ ବନ୍ଧୁତକୁ ବଜାଇ ରଖିବା ପାଇଁ ଏବଂ ସବୁଦିନ ଏକାଠି ରଖିବା ପାଇଁ ଗୋଟେ ପୁଅକୁ ଵିଵାହ କରିଥିଲେ |

ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ତେବେ ଏହି ଘଟଣାଟି ପାକିସ୍ତାନର ହୋଇଥିବା ବେଳେ ଏହି ଦୁଇ ବନ୍ଧୁଙ୍କ ନାମ ହୋଇଛି ସାହାନାଯେ ଏବଂ ନୋର ଏହି ଦୁଇ ବନ୍ଧୁ ପରସ୍ପର ଙ୍କ ସହ ମତିରେ ହିଁ ଗୋଟେ ପୁଅକୁ ବିବାହ କରିଥିଲେ ବର୍ତମାନେ ସେମାନେ ତିନିଜଣ ଗୋଟେ ଘରେ ହସ ଖୁସିରେ ରହୁଥିବା ଜଣା ପଡିଛି | ତେବେ ସେହି ଉଭୟ ବନ୍ଧୁଙ୍କୁ ବିବାହ କରିଥିବା ବୁକ୍ତିଙ୍କ ନାମ ହେଉଛି ଇଯାଜ ଯିଏକି ବୃତିରେ ଜଣେ ଦରଜି ଅଟନ୍ତି |

ତେବେ ପାକିସ୍ତାନର ଏକ ଗୋଟେ ଭିଡ଼ିଓ ରେ ଏହି ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ସେ ପୂର୍ବରୁ ଜଣେ ମହିଳାକୁ ବିବାହ କରିଥିଲେ | ବିବାହ ପରେ ସେ ତାଙ୍କର ବନ୍ଧୁ ନୋରଙ୍କ ଠାରୁ ଦୁରେଇ ଜେଇଥିଲେ ଯଦି ନୋର ପ୍ରାୟତ ସେହନାଜ ଘରକୁ ଆସୁଥିଲେ କିନ୍ତୁ ପରସ୍ପର ଏକାଠି ରହି ପାରୁନଥିଲେ | ଯାହା ଫଳରେ ନୋର ସେହନାଜ ସ୍ୱାମୀଙ୍କୁ ବିବାହ କରିବାକୁ ନିଷ୍ପତି ନେଇଥିଲେ |

ତେବେ ଏହି ବିବାହ ପଛରେ ଏକ ମାତ୍ର କାରଣ ଥିଲାଯେ ସେ ତାଙ୍କ ବନ୍ଧୁ ସହିତ ଏକାଠି ଗୋଟେ ଘରେ ରହିପାରିବେ ନୋରଙ୍କ ଏହି ପ୍ରସ୍ତାବ ଶୁଣି ସେହନାଜ ଖୁସି ହେବ ସହ ତାଙ୍କ ପ୍ରସ୍ତାବକୁ ପସନ୍ଦ କରିଥିଲେ ଏଥି ସହିତ ଏହି ବିବାହ ବିଷୟରେ ସେହନାଜ ତାଙ୍କ ସ୍ୱାମୀଙ୍କ ସହ କଥା ମଧ୍ୟ ହୋଇଥିଲେ ଯେଉଁଥିରେ ତାଙ୍କ ସ୍ୱାମୀ ମଧ୍ୟ ରାଜି ହୋଇଥିଲେ |

ବର୍ତମାନେ ତାଙ୍କର ଦୁଇଟି ସନ୍ତାନ ଥିବା ବେଳେ ଆଉ ଗୋଟେ ସ୍ତ୍ରୀର ଗୋଟେ ସନ୍ତାନ ଅଛି ଏହି ପୁରା ପରିବାର ଗୋଟେ ଘରେ ଏକାଠି ରହୁଥିଲା ବେଳେ ସମସ୍ତଙ୍କ ମଧ୍ୟରେ ଭଲପାଇବା ଓ ସଠିକ ବୁଝାବଣା ରହିଛି ସେମାନେ ତିନିଜଣ ନିଜ ନିଜ ଜୀବନରେ ବେଶେ ଖୁସିରେ ଅଛନ୍ତି ଏଥିସହିତ ସ୍ୱାମୀ ଉଭୟ ପତ୍ନୀଙ୍କ ସହିତ ସୁଖମୟ ଜୀବନ ବିତାଉଛନ୍ତି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.