Breaking News

ଦେଖନ୍ତୁ ଭିଡିଓ – ନିଜ କୁନି ପୁଅକୁ ନେଇ ପ୍ରଥମ ଥର ବାହାରକୁ ବୁଲିବା ପାଇଁ ଗଲେ ହିରୋ ବାବୁଶାନ (Babushan)!

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି ବର୍ତ୍ତମାନ ସମୟ ରେ ବାପା ହୋଇ ଯାଇଛନ୍ତି କିନ୍ତୁ ଏହି ଅଭିନେତା ଙ୍କ ମଧ୍ୟ ରୁ ବହୁ ଅଭିନେତା ନିଜ ପିଲା ମାନ ଙ୍କ ଫଟୋ ବା ଭିଡିଓ ସୋସିଆଲ ମିଡିଆ ରେ ଛାଡି ନାହାଁନ୍ତି କିନ୍ତୁ ବହୁ ଅଭିନେତା ଅଛନ୍ତି ଯେଉଁମାନେ ନିଜ ପ୍ରଶଂସକ ପାଇଁ ସେମାନେ ନିଜେ ପିଲା ଙ୍କ ଫଟୋ ସେୟାର କରିଥାନ୍ତି , ଠିକ ସେହିଭଳି ସେହିଭଳି ଜଣେ ଅଭିନେତା ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ବାବୁଷାନ ମହାନ୍ତି ।


ହଁ ବନ୍ଧୁ ଏହି ଅଭିନେତା ଜଣକ ନିଜ ପୁଅ ହେଲା ଦିନ ଠାରୁ ନିଜ ପୁଅ ସହିତ ମିଶି ବେସ ସୋସିଆଲ ମିଡିଆ ରେ ଆକ୍ଟିଭ ରହୁଛନ୍ତି , ହଁ ବନ୍ଧୁ ଆପଣ ଦେଖିଥିବେ କେତେବେଳେ ବାବୁଶନନିଜ ପୁଅ କୁ କାନ୍ଧ ରେ ପକାଇ ସୁଆଉ ଥିବାର ଦୃଶ୍ୟ ତ ଔ କେତେବେଳେ ନିଜ କୁନି ପୁଅ ସହିତ ବହୁ ସାରା ମଜା ମସ୍ତି କରୁଥିବା ର ଦୃଶ୍ୟ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ବାବୁଷାନ ତାଙ୍କ ପୁଅ ନେଇ ବୁଲିବାକୁ ଗଲେ ଗାଡି ରେ , ଏହି ବଳି ଏକ ଖବର ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ।

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବାବୁଶାନ୍ ସ୍କୁଲ ରେ ପଢୁଥିବା ସମୟ ରେ ତୃପ୍ତି ଙ୍କୁ ଭଲ ପାଇ ବସିଥିଲେ । ତାଙ୍କ ଭଲ ପାଇବା ର ୨୦ ବର୍ଷ ପରେ ୨୦୧୪ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ବିବାହ ର 7 ବର୍ଷ ପରେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ତେବେ ବନ୍ଧୁଗଣ ବାବୁସାନ ଙ୍କ ଏକ ଭିଡିଓ ରେ ବାବୁଶନ ଓ ଜଣେ କୁନି ପିଲା ଗାଡି ଭିତରେ ଥିବା ର ନଜର ଆସିଛନ୍ତି , ତେବେ ବନ୍ଧୁଗଣ ଏହି କୁନି ପିଲା ଟି ବାବୁଶାନ ଙ୍କ ପୁଅ ନୁହେଁ ସେ ହଉଛନ୍ତି ତାଙ୍କର ଜଣେ କୁନି ଫ୍ୟାନ , ଏହି କୁନି ଫ୍ୟାନ ଙ୍କ ନାମ ରହିଛି ପ୍ରିୟାଶୁଂ । ତେବେ ବନ୍ଧୁଗଣ ବାବୁଶାନ ଙ୍କ ଏକ ଫିଲ୍ମ ଦଶହରା କୁ ଆସିବାକୁ ଯାଉଛି ଓ ଏହାର ଶୁଟିଙ୍ଗ ସେଟ ସରି ଯାଇଛି ॥


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *