Breaking News

ନିଜ ପିଲାଙ୍କୁ ଯଦି ମଣିଷ କରିବାକୁ ଚାହାଁନ୍ତି ତ ତାଙ୍କୁ ନିଶ୍ଚୟ ଦିଅନ୍ତୁ ଏହି ଶିକ୍ଷା, Dekhibe ଆପଣଙ୍କ ପିଲା ଏତେ ରୋଜଗାର କରିବ ଯେ… ଆପଣ କେବେ ବିଶ୍ୱାସ କରିପାରିବେ ନାହିଁ !

ଦର୍ଶକବନ୍ଧୁ ଗୋଟେ ପରିବାରରେ ବାପା ମା ଭାଇ ଭଉଣୀ ଜେଜେବାପା ଓ ଜେଜେମା ଆଦି ମିଶି ରହିଥାନ୍ତି ପରିବାରର ସମସ୍ତ ସଦସ୍ୟ ମିଳି ମିଶି ଚାଲିବ ଦ୍ୱାରା ପରିବାରରେ ଅନେକ ପ୍ରକାରର ଖୁସି ଦେଖିବାକୁ ମିଳିଥାଏ ଘର ପରିବାରରେ ଶାନ୍ତିର ବାତାବରଣ ଦେଖିବା ପାଇଁ ମିଳିଥାଏ ନିଜର ସନ୍ତାନ ମାନଙ୍କୁ ଉପଯୋଗ ଶିକ୍ଷା ଓ ସଂସ୍କାର ଦେବା ପାଇଁ ପିଲା ଜୀବନରେ ବଡ଼ ହୋଇ ଏକ ଭଲ ମଣିଷ ହୋଇପାରେ |

କେବଳ ପିଲାଙ୍କୁ ଅଧିକ ପାଠ ପଢ଼ାଇବା ଦ୍ୱାରା ପିଲା ବଡ଼ ମଣିଷ ହୋଇଯାନ୍ତି ନାହିଁ ପିଲାଙ୍କୁ ଅଧିକ ପାଠ ପଢ଼ାଇବା ଦ୍ୱାରା ପିଲା ବଡ଼ ମଣିଷ ହୋଇଥାଏ ପିଲାକୁ ତାର ପଢା ପଡି ସହିତ ଉପଯୁକ୍ତ ସବୁ ପ୍ରକାରର ସଂସ୍କାର ଶିକାଇବା ଉଚିଛି | ଯାହା ଦ୍ୱାରା ପିଲା ବଡ଼ ହେଲେ ପରେ ଦୁନିଆ ଭଲ ବ୍ୟକ୍ତିତ୍ୱର ପରିଚୟ ପାଇପାରିଥାଏ ଜଣେ ମଣିଷ ଅଧିକ ଟଙ୍କା ରୋଜଗାର କରି ହୋଇଯାଏ ସବୁ କିଛି ହାସଲ କରିପାରେ ନାହିଁ ଧନୀ ହେଲା ପରେ ସେ ଜୀବନର ସୌଖିନ ବସ୍ତୁକୁ କିଣିବାରେ ସଫଳ ହୋଇପାରେ |

ଯଦି ଗୋଟେ ପିଲା ତାକୁ ବାପା ମା ଓ ତାରା ପରିବାର ଲୋକ ଅନ୍ୟ ସଦସ୍ୟ ପାଠ ପଡିବ ପାଇଁ ଆଗ୍ରହ କରିବା ସହିତ ତାକୁ ଭଲ କଥା ଶିକାଇବେ ତେବେ ସେ ଆଗକୁ ଯାଇ ଘର ଲୋକ ସ୍ୱିକାଇଥିବା ଭଲ କଥା କୁ ନେଇ ତାର ଜୀବନରେ ପ୍ରୟୋଗ କରିବ | ଘର ପରିବାର ସମ୍ପର୍କ ରଖିବା ଜାଣିପାରିବ ସମାଜରେ ନିଜ ବନ୍ଧୁ ବାନ୍ଧବ ସାଙ୍ଗ ସାଥି ଓ ଅନ୍ୟ ଲୋକଙ୍କ ସହିତ ଉତ୍ତମ ବେବହାର କରିପାରେ |

ପ୍ରାୟତ ପିଲା ମାନେ ପାଠ ପଢିବା ସହିତ ଚାକିରୀ କରିଥାନ୍ତି ତାପରେ ବାହାହୋଇ ଗଲା ପରେ ଟଙ୍କା ସ୍ତ୍ରୀକୁ ନେଇ ବାହାରେ ଯାଇଁ ଚାକିରୀ ସେ ସେଇଠି ରହିଥାନ୍ତି | ସେଠି ରହିଲା ପରେ ବାପା ମାଙ୍କୁ ସମ୍ପୂର୍ଣ ଭୁଲି ଯାଇଥାନ୍ତି ଯଦି କିଛି ପରିବାରରେ କାର୍ଯ୍ୟ ହୋଇଥାଏ ତେବେ ଘରର ପିଲା ମାନେ ଘରକୁ ନଆସି କାର୍ଯ୍ୟ ପାଇଁ ଟଙ୍କା ପଠାଇ ଦେଇଥାନ୍ତି ଏହା କଣ ପିଲା ମାନଙ୍କ ଉପଯୁକ୍ତ ଶିକ୍ଷା ହୋଇଥାଏ |

ଯଦି ପିଲାକୁ ଛୋଟ ବେଳରୁ ଉପଯୁକ୍ତ ଶିକ୍ଷା ଦିଆଯାଏ ତେବେ ସେ ପିଲା ଏଭଳି ମଧ୍ୟ କରିନଥାନ୍ତା ଯେଉଁ ବାପା ମାଙ୍କର ସନ୍ତାନ ଅଳ୍ପ ପାଠ ପଡି ମଧ୍ୟ ଘର ସଠିକ ମୂଲ୍ୟ ବୁଝିଛି ସେ ପିଲା ଘର ପାଖରେ କିଛି ଚାଇଁକିରି କରି କିମ୍ବା କିଛି ମଧ୍ୟ କାର୍ଯ୍ୟ କରି ତାର ମୂଲ୍ୟବାନ ସମୟ ଓ ଘର ପରିବାର ସହିତ କଟାନ୍ତା ବାପା ମାଙ୍କ ବୃଦ୍ଧ ଅବସ୍ଥାରେ ଟଙ୍କାର ସାହାଯ୍ୟ ଓ ଶୋଭାବରେ ହୋଇପାରନ୍ତା |

About odisha news

Check Also

ନାମର ପ୍ରଥମ ଅକ୍ଷର B ଥିଲେ – ଜାଣନ୍ତୁ କିଛି ରହସ୍ୟମୟ କଥା, ଯାହା ଆପଣଙ୍କୁ…….

ବନ୍ଧୁଗଣ ଆମେ ଆଜି ସେହି ପୁଅ ଏବଂ ଝିଅ ମାନଙ୍କ ସ୍ୱଭାବ ବିଷୟ ରେ କଥା ହେବା ଯେଉଁ ମାନଙ୍କ …

Leave a Reply

Your email address will not be published.