ନମସ୍କାର ଦର୍ଶକବନ୍ଧୁ ନିଜ ମାଇଁ ମଥାରେ ସିନ୍ଦୁର ଦେଲା ଭଣଜା କଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ | ଆଜି କଲି ଯୁଗରେ ପ୍ରାୟତ ଯୁବ ପିଡି ପ୍ରେମ କରୁଛନ୍ତି କେତେକ ପ୍ରେମରେ ପ୍ରେମିକା ଓ ପ୍ରେମିକ ଶେଷରେ ବିବାହ କରୁଥାନ୍ତି | ଅନ୍ୟ ପଟେ କେତେକ ସ୍ଥାନରେ ପ୍ରେମିକା ଓ ପ୍ରେମିକ ଘରେ ମାନଙ୍କ ଚାପରେ ଅଲଗା ହୋଇଯାନ୍ତି କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ |
ପ୍ରେମରେ ପଡୁଥିବା ବ୍ୟକ୍ତି ସମ୍ପର୍କ ଓ ସମାଜ ବିଶ୍ୱରେ ଚିନ୍ତା କରେ ନାହିଁ ବିହାରରେ ଏପରି ଏକ ଘଟଣା ମାମୁଁଘରୁ ଆସିଛି ଯେଉଁ ଠାରେ ଜଣେ ବିବାହିତା ମହିଳା ନିଜ ଭଣଜା ପ୍ରେମ କରି ତାଙ୍କୁ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି | ବର୍ତମାନେ ଏହି ବିବାହର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଆଉ ଲୋକ ମାନେ ଏହି ପ୍ରେମକୁ ଭୁଲୁ ଓ ଅପରାଧ ବୋଲି କହୁଛନ୍ତି |
ଏହି ଭଳି କିଛି ଯୁବ ପିଡି ଅଛନ୍ତି ଯେଉଁ ଠାରେ ପ୍ରେମିକା ପ୍ରେମିକକୁ ଚଡି ଯାଉଛି ଅନ୍ୟପଟେ ପ୍ରେମିକ ପ୍ରେମିକାକୁ ଛାଡି ଚାଲିଯାଉଛି ପ୍ରାୟତ ପ୍ରେମୀ ଯୋଡିକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଘଟଣା ସାମ୍ନାକୁ ଆସିଥାଏ | କିନ୍ତୁ ଆଜି ଏଭଳି ଏକ ପ୍ରେମୀ ଯୋଡି ବିଷୟରେ ଜାଣିବା ସେମାନେ ପ୍ରେମ ସମ୍ପର୍କ କରିବାରେ ମାଇଁ ଓ ଭଣଜା ଅଟନ୍ତି ଏହି କାହାଣୀ ପ୍ରମାଣିତ କରୁଛି ପ୍ରେମ ଅନ୍ଧ ହୋଇଥାଏ ପ୍ରେମରେ ପଡୁଥିବା ବ୍ୟକ୍ତି ସମ୍ପର୍କ ନ ସମାଜ ବିଷୟରେ ଚିନ୍ତା | କରିଥାନ୍ତି
ଏହି ଖବର ବିହାରର ଯାମୁଇ ର ଅଟେ ଯେଉଁଠି ଜଣେ ବିବାହିତା ମହିଳା ନିଜ ଭଣଜା କୁ ରେମ କରିଲେ ଓ ଶେଷରେ ତାଙ୍କୁ ହିଁ ବିବାହ କରି ଦେଲେ ବର୍ତମାନେ ଏହି ବିବାହର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଭଣଜା ଜଣଙ୍କ ମାଇଁ ଙ୍କ ମଥାରେ ସିନ୍ଦୁର ଲାଗିଚନ୍ତୁ ଏହା ପରେ ପରମ୍ପରା ଅନୁଯାଇ ଯେମିତି ସ୍ତ୍ରୀ ସ୍ୱାମୀର ଗୋଡ ଧରି ଆଶ୍ରୀବାଦ ନେଇଥାଏ ଠିକୀ ସେହିଭଳି ମାଇଁ ଭଣଜାର ପାଦ ଛୁଇଁ ଆଶ୍ରୀବାଦ ନେଉଛି !
Check Also
ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !
କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …