Breaking News

ନିଜ ମାଇଁ ମଥାରେ ସିନ୍ଦୂର ଦେଲା ଭଣଜା, କାରଣ ଜାଣିଲେ ଆପଣଙ୍କର ବି ପାଦ ତଳୁ ମାଟି ଖସିଯିବ….

ନମସ୍କାର ଦର୍ଶକବନ୍ଧୁ ନିଜ ମାଇଁ ମଥାରେ ସିନ୍ଦୁର ଦେଲା ଭଣଜା କଣ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ | ଆଜି କଲି ଯୁଗରେ ପ୍ରାୟତ ଯୁବ ପିଡି ପ୍ରେମ କରୁଛନ୍ତି କେତେକ ପ୍ରେମରେ ପ୍ରେମିକା ଓ ପ୍ରେମିକ ଶେଷରେ ବିବାହ କରୁଥାନ୍ତି | ଅନ୍ୟ ପଟେ କେତେକ ସ୍ଥାନରେ ପ୍ରେମିକା ଓ ପ୍ରେମିକ ଘରେ ମାନଙ୍କ ଚାପରେ ଅଲଗା ହୋଇଯାନ୍ତି କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ |

ପ୍ରେମରେ ପଡୁଥିବା ବ୍ୟକ୍ତି ସମ୍ପର୍କ ଓ ସମାଜ ବିଶ୍ୱରେ ଚିନ୍ତା କରେ ନାହିଁ ବିହାରରେ ଏପରି ଏକ ଘଟଣା ମାମୁଁଘରୁ ଆସିଛି ଯେଉଁ ଠାରେ ଜଣେ ବିବାହିତା ମହିଳା ନିଜ ଭଣଜା ପ୍ରେମ କରି ତାଙ୍କୁ ବିବାହ କରିଥିବା ଘଟଣା ସାମ୍ନାକୁ ଆସିଛି | ବର୍ତମାନେ ଏହି ବିବାହର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଆଉ ଲୋକ ମାନେ ଏହି ପ୍ରେମକୁ ଭୁଲୁ ଓ ଅପରାଧ ବୋଲି କହୁଛନ୍ତି |

ଏହି ଭଳି କିଛି ଯୁବ ପିଡି ଅଛନ୍ତି ଯେଉଁ ଠାରେ ପ୍ରେମିକା ପ୍ରେମିକକୁ ଚଡି ଯାଉଛି ଅନ୍ୟପଟେ ପ୍ରେମିକ ପ୍ରେମିକାକୁ ଛାଡି ଚାଲିଯାଉଛି ପ୍ରାୟତ ପ୍ରେମୀ ଯୋଡିକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଘଟଣା ସାମ୍ନାକୁ ଆସିଥାଏ | କିନ୍ତୁ ଆଜି ଏଭଳି ଏକ ପ୍ରେମୀ ଯୋଡି ବିଷୟରେ ଜାଣିବା ସେମାନେ ପ୍ରେମ ସମ୍ପର୍କ କରିବାରେ ମାଇଁ ଓ ଭଣଜା ଅଟନ୍ତି ଏହି କାହାଣୀ ପ୍ରମାଣିତ କରୁଛି ପ୍ରେମ ଅନ୍ଧ ହୋଇଥାଏ ପ୍ରେମରେ ପଡୁଥିବା ବ୍ୟକ୍ତି ସମ୍ପର୍କ ନ ସମାଜ ବିଷୟରେ ଚିନ୍ତା | କରିଥାନ୍ତି

ଏହି ଖବର ବିହାରର ଯାମୁଇ ର ଅଟେ ଯେଉଁଠି ଜଣେ ବିବାହିତା ମହିଳା ନିଜ ଭଣଜା କୁ ରେମ କରିଲେ ଓ ଶେଷରେ ତାଙ୍କୁ ହିଁ ବିବାହ କରି ଦେଲେ ବର୍ତମାନେ ଏହି ବିବାହର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଭଣଜା ଜଣଙ୍କ ମାଇଁ ଙ୍କ ମଥାରେ ସିନ୍ଦୁର ଲାଗିଚନ୍ତୁ ଏହା ପରେ ପରମ୍ପରା ଅନୁଯାଇ ଯେମିତି ସ୍ତ୍ରୀ ସ୍ୱାମୀର ଗୋଡ ଧରି ଆଶ୍ରୀବାଦ ନେଇଥାଏ ଠିକୀ ସେହିଭଳି ମାଇଁ ଭଣଜାର ପାଦ ଛୁଇଁ ଆଶ୍ରୀବାଦ ନେଉଛି !

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.