Breaking News

ନିଜ କୁନି ପୁଅ ସହ କିପରି ମଜା ମସ୍ତି କରୁଛନ୍ତି ରାନୁ , ଦେଖନ୍ତୁ

ହଁ ବନ୍ଧୁ ଆଜି ଆମେ ନିଜ କୁନି ପୁଅ ସହ କିପରି ମଜା ମସ୍ତି କରୁଛନ୍ତି ରାନୁ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ରାନୁ ଙ୍କୁ ସେ ବହୁ ଗୁଡ଼ିଏ ଧାରାବାହିକ ରେ ଅଭିନୟ କରି ଲୋକ ପ୍ରିୟ ହୋଇପାରିଥିଲେ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଜି ସାର୍ଥକ ରେ ପୂର୍ବରୁ ପ୍ରସାରିତ ହେଉଥିବା ଧାରାବାହିକ ସିନ୍ଦୂର ବିନ୍ଦୁ ।

 

ଏହି ଧାରାବାହିକ ରେ ନିଶ୍ଚୟ ଆପଣ ମାନେ ଦେଖିଥିବେ ରାନୁ ଙ୍କୁ ରଙ୍ଗବତୀ ଚରିତ୍ର ରେ ଅଭିନୟ କରିଥିବା ର । ସିନ୍ଦୂର ବିନ୍ଦୁ ରେ ଆପଣ ମାନେ ନିଶ୍ଚୟ ତାଙ୍କର ଜବରଦସ୍ତ ଅଭିନୟ ଦେଖିଥିବେ। ତାଙ୍କର ଏହି ଅଭିନୟ ଫଳ ରେ ସିନ୍ଦୂର ବିନ୍ଦୁ ଧାରାବାହିକ ଟି ଓଡ଼ିଶା ର ନମ୍ବର ୱାନ ହୋଇପାରିଥିଲା । ତାଙ୍କର ଅଭିନୟ ଯାଦୁ ରେ ସେ ଲୋକ ମାନଙ୍କୁ ବାନ୍ଧି ରଖିଛନ୍ତି ।

ସେ ସିନ୍ଦୂର ବିନ୍ଦୁ ଧାରାବାହିକ କରିବା ଆଗରୁ ସେ ଅନେକ ଗୁଡ଼ିଏ ଧାରାବାହିକ ରେ ଅଭିନୟ କରିସାରିଥିଲେ । ରାନୁ ସିନ୍ଦୂର ବିନ୍ଦୁ ଛାଡ଼ିବା ପରେ ଆଉ ଅଭିନୟ କରିନାହାନ୍ତି । ସେ ବିବାହ ବନ୍ଧନ ରେ ବାନ୍ଧି ହୋଇସାରିଲାଣି ଓ ତାଙ୍କର ମଧ୍ୟ ଏକ କୁନି ପୁଅ ମଧ୍ୟ ଅଛି ଯାହା ସହିତ ମଜା ମସ୍ତି କରୁଥିବାର କିଛି ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି । ଯାହାକି ବେଶ୍ ଚର୍ଚ୍ଚା ର ବିଷୟ ପାଲଟିଛି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *