Breaking News

ନିଜ ଝିଅକୁ ପିଲା ଦିନରୁ ଏଭଳି ଅଭିନୟ ଶିଖାଉଛନ୍ତି ଅଭିନେତା ସୁବାଶିଷ ଓ ଅନିଶା ଶର୍ମା,ଏହାକୁ ଦେଖିବା ମାତ୍ରେ ଆପଣ ପ୍ରଶଂସା କରିବେ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବୋହୂ ବେଶରେ ନଜର ଆସିଛନ୍ତିଅନିଶାଙ୍କର କୁନି ଝିଅ ତାହାଲେ ଓଲିଉଡର ଜବରଦସ୍ତ ଆକ୍ଟର ଓ ଆକ୍ଟିରିସ ସୁବାଶିଶି ଶର୍ମା ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ତାହାଲେ ଓଲିଉଡର ଏହି ଯୋଡି ଅଧିକା ଆଂଶ ସମୟ ବହୁତ ସିନେମା ଓ ସିରିଏଲରେ ଏକାଠି ଅଭିନୟ କରୁଥିବା ଆପଣ ମାନେ ଦେଖିଥିବେ | ତାହାଲେ ଗତ ଦିନମାନରେ ଏହି ଦୁହେଁ ପରସ୍ପର ଦୁହେଁ ସୁଟିଂ ସେଟରୁ ଭଲ ପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ |

ତାହାଲେ ବର୍ତମାନେ ତାଙ୍କ କୁନି ଜନ୍ମ ନେଇଛନ୍ତି ଓ ତାଙ୍କର ଣ ରହିଛି ଭିଓନା ଶର୍ମା ତାହାଲେ ଭିଓନା ବହୁ ଦୁଷ୍ଟ ହେଉଛନ୍ତି ଏହି ଦୁଷ୍ଟ ହେବାର ନଜର ଆସିଛନ୍ତି ତାହାଲେ ଭିଓନା କୁ ସମ୍ଭାଳିବା ପାଇଁ ଓ ଟଙ୍କାର ଯତ୍ନନେବା ପାଇଁ ବର୍ତମାନ ଅନିଶା ଅଲିଉଡ ଇଣ୍ଡଷ୍ଟ୍ରି ଛାଡି ସାରିଲେଣି ଟଙ୍କା ମା ଅନିଶା ଶର୍ମା | ଅନିଶା ବହୁସାରା ସିନେମାରେ ଓ ସିରିଏଲରେ ଅଭିନୟ କରିଛନ୍ତି କିନ୍ତୁ ବର୍ତମାନ ସମୟରେ ସେ ନିଜ କୁନି ଝିଅକୁ ସମ୍ଭାଳିବା ପାଇଁ ସେ ଓଲିଉଡ ଇଣ୍ଡଷ୍ଟ୍ରି ରୁ ଦୁରେଇ ଯାଇଥିଲେ |

ଆଉ ତାଙ୍କ ବାପା ସୁବାଶିଷ ଶର୍ମା ସେ କିନ୍ତୁ ଓଲିଉଡରେ ଅଭିନୟ ଜାରି ରଖିଛନ୍ତି ବହୁ ସାରା ସିନେମା ଓ ସିରିଏଲରେ ଅଭିନୟ ଜାରି ରଖିଛନ୍ତି ସିନେମା ଆଉ ସିରିଏଲ ଗୁଡିକରେ ବର୍ତମାନ ସମୟରେ ସୁଟିଂ ଚାଲିଛି ହେଲେ ଏହା ଛଡା ତାଙ୍କ ଝିଅଙ୍କ ସହିତ ଅଧିକ ଅଂଶ ବିତାଇବା ପାଇଁ ଭଲ ପାଆନ୍ତି ଆଉ ଅଧିକାଂଶ ସମୟ ସେ ତାଙ୍କ ଝିଅଙ୍କ ସହିତ ସୋସିଆଲ ମିଡିଆରେ ନିଜ ଫ୍ୟାନ ମାନଙ୍କ ସହିତ ନଜର ଆସିଛନ୍ତି |

ବର୍ତମାନ ସମୟରେ ଅନିଶା କୁନି ଝିଅ କୁନି ବୋହୂ ବେଶ ହୋଇଛନ୍ତି ଆଉ ଏହି ବର୍ତମାନ ଏହି ଫୋଟ ଭିଡିଓ ଗୁଡି଼କ ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରଲ ହେବାରେ ଲାଗିଛି | ତାହାଲେ ଫ୍ରେଣ୍ଡ ଅଲିଉଡର ଏହି ଜବରଦସ୍ତ ଯୋଡି ଅନିଶା ଓ ସୁବାଶିଷ ଶର୍ମା ଙ୍କ କୁନି ଝିଅ ଭିଓନା ଶର୍ମା କେମିତି ଲାଗନ୍ତି ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଭାବରେ ଜଣାନ୍ତୁ |

About odisha news

Check Also

ଓଡିଆ ସିରିଏଲ ଅଭିନେତା ଜଗଜିତ୍ ପାଲ୍ (Swatik) ଗର୍ଲଫ୍ରେଣ୍ଡ ଏବଂ ପରିବାର ଆଗରୁ କେବେ ଦେଖିନଥିବେ ଦେଖନ୍ତୁ |

ନମସ୍କାର ବନ୍ଧୁଗଣ ତରଙ୍ଗ ଟିଭିରେ ପ୍ରସାରିତ ହେଉଥିବା ନୂଆ ବୋହୁ ସିରିଏଲଟିକୁ ଆପଣ ମାନେ ନିଶ୍ଚୟ ଭାବେ ଦେଖୁଥିବେ ତାହାହେଲେ …

Leave a Reply

Your email address will not be published.