Breaking News

ନିଜ ଝିଅ ସହ ସମୟ ବିତାଉ ଥିବାର ନଜର ଆସିଲେ ସୁଭାଶିଷ ଓ ଅନିଷା

ହେଲୋ ଫ୍ରେଣ୍ଡ୍ସ ଆପଣମାନେ ସୁଭାଶିଷ ଅନିଶା ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ତାହେଲେ ଗତ କିଛିଦିନ ପୂର୍ବେ ମା ଓ ବାପା ହୋଇଛନ୍ତି ସୁଭାଶିଷ ଓ ଅନିଶା ତେବେ ବର୍ତ୍ତମାନ ସମୟରେ ନିଜ କୁନି ଝିଅ ସହ ସମୟ ବିତାଉଛନ୍ତି ଏହି ଯୋଡି ଆସନ୍ତୁ ଜାଣିବା |

ଆପଣମାନେ ଜାଣିଥିବେ ଅନିଶା ଓ ସୁଭାଶିଷ ବହୁତ ସାରା ସିନେମା ଓ ସିରିଏଲ ରେ ଅଭିନୟ କରିସାରିଛନ୍ତି ଓ ତାଙ୍କର ଅଭିନୟ ଯାଦୁ ରେ ସାରା ଓଡ଼ିଶାର ଦର୍ଶକମାନେ ବାନ୍ଧି ହୋଇଛନ୍ତି ତାଙ୍କ ଅଭିନୟ ପାଇଁ ସାରା ଓଡ଼ିଶାର ଦର୍ଶକମାନେ ଏଇ ଯୋଡିକୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି |

ତେବେ ବର୍ତ୍ତମାନ ସମୟରେ ସୁଭାଶିଷ ଓ ଅନିଶା ନିଜ ଘରେ ସମୟ ବିତାଉଥିବାର ନଜର ଆସିଛନ୍ତି ଏହି ସମୟରେ ସେ ତାଙ୍କ ଝିଅ ସହ ମଜାମସ୍ତି କରୁଥିବାର କିଛି ଫୋଟୋ ଓ ଭିଡିଓ ସେ ତାଙ୍କ ସୋସିଆଲ ମିଡ଼ିଆ ଏକାଉଣ୍ଟ ରେ ସେୟାର କରିଛନ୍ତି |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.