Breaking News

ନିଜ ଝିଅ ବୟସର ବୋହୁ କୁ ବାହାହେଲା ଶଶୁର Pura ଘଟଣା ଜାଣିଲେ ଆପଣଙ୍କ ମୁହଁ ବନ୍ଦ ହୋଇଯିବ !

ଦର୍ଶକବନ୍ଧୁ ବିବାହ ଦୁଇଟି ଅପରିଚିତ ସମ୍ପର୍କକୁ ୭ଜନ୍ମ ପାଇଁ ଏକାଠି କରିଥାଏ କୁହାଯାଏ ସର୍ଗରେ ବିବାହ ସ୍ଥିର ହୋଇଥାଏ ସେମିତି ଏକ ପଵିତ ସମ୍ପର୍କକୁ ଗଡିବାକୁ ଯାଉଥିଲା ମନାଲିସା ପୁଅ ଝିଅ ଦୁହେଁ ପରସ୍ପରକୁ ପସନ୍ଦ କରିଥିଲେ ପରିବାର ଲୋକ ଉପସ୍ତିତିରେ ବିବାହ ମଧ୍ୟ ଧାର୍ଯ୍ୟ ହୋଇ ସାରିଥିଲା ବର ଘର ପକ୍ଷରୁ ବରଯାତ୍ରୀ ନେଇ ପୁଅର ବାପା ପହଁଚିଥିଲେ କନ୍ୟା ଘରେ |

ବନ୍ଧୁଗଣ ଖୁସିରେ ନାଚିଉଠୁଥିଲେ କନ୍ୟା ମାନେ ମାନେ ନିଜ ଭାବି ସ୍ୱାମୀର ଚେହେରାକୁ ନିଜର ମନରେ ଆଙ୍କି ଥିଲେ ହଟାତ କିନ୍ତୁ ଶୁଣିବାକୁ ମିଳୁଥିଲା ବର ଫେରାର ବେଦିରେ ବସିବା ପୂର୍ବରୁ ପୁଅ ପଳେଇଥିଲା ଶେଷରେ ଖବର ମିଳିଲାକି ପୁଅ ଆଉଜଣକୁ ଭଲପାଏ ଏବଂ ତା ସାଙ୍ଗରେ ଘର ଛାଡି ପଳେଇଛି |

ଦର୍ଶକବନ୍ଧୁ କନ୍ୟା ଉପରେ ଯେମିତି ଆକାଶ ଛିଣ୍ଡି ପଡ଼ିଲାପରି ଲାଗିଲା ମଙ୍ଗୁଳା ଝିଅକୁ କିଏ ବାହା ହେବ କନ୍ୟା ଘର ପରମ୍ପରା ଅନୁସାରେ ଏହା ମହା ପାପ ଅଟେ ତେଣୁ ବରର ବାପାକୁ ବାଧ୍ୟ କରାଗଲାଯେ ଝିଅକୁ ବାହାହେବାପାଇଁ ଶେଷରେ ଶଶୁର ହେବାକୁ ଯାଉଥିବା 65 ବର୍ଷର ରୋଶନ 21 ବର୍ଷୀୟ କନ୍ୟା ମୋନାଲିସାକୁ ବାହା ହୋଇ ଘରକୁ ଆଣିଥିଲେ |

ବନ୍ଧୁଗଣ ଲଜ୍ୟାରେ ବରର ବାପା କହୁଥିଲେ ସତରେ ଆଜି ମୋର ବାପା ଜନ୍ମ ସାର୍ଥକ ହୋଇଗଲା ଏପରି ଏକ କୁଳାଙ୍ଗାର ପୁଅକୁ ଜନ୍ମ ଦେଇ ଯିଏ ବାପା ବାହାଘର କରେଇଦେଲା ବୋହୁ ସହିତ ଘଟଣାଟି ବିହାରର ସମାପ୍ତି କୁଳର ତେବେ ଏହି ଘଟଣାଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.