Breaking News

ଦେଖନ୍ତୁ ନିଜ ଗାଁ ରେ ମନ୍ଦିର ପ୍ରତିଷ୍ଠା କଲେ ତାରା ତାରେଣୀ ସିରିଏଲ ର ତନୁଜା

ହଁ ବନ୍ଧୁ ଆଜି ଆମେ ଜାଣିବା ତରଙ୍ଗ ଟିଭି ର ଅଭିନେତ୍ରୀ ତନୁଜା ନିଜ ଗାଁ କୁ ବୁଲିବାକୁ ଯାଇଛନ୍ତି ଓ ସେଠାରେ ସେ ବହୁ ମଜା ମସ୍ତି ମଧ୍ୟ କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଓଡ଼ିଆ ଇଣ୍ଡଷ୍ଟ୍ରି ର କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହୋଇଥାନ୍ତି । ଆଜି ଆମେ ଜାଣିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଜଣା ଶୁଣା ଅଭିନେତ୍ରୀ ଙ୍କ ବିଷୟ ରେ ।

ହଁ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ତାରା ତାରିଣୀ ଧାରାବାହିକ ରେ ଅଭିନୟ କରୁଥିବା ତନୁଜା ଙ୍କ ବିଷୟ ରେ ।ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାଙ୍କର ଜବରଦସ୍ତ ଅଭିନୟ ତାରା ତାରିଣୀ ଧାରାବାହିକ ରେ। ତାଙ୍କର ଜବରଦସ୍ତ ଅଭିନୟ ଫଳ ରେ ତାରା ତାରିଣୀ ଓଡ଼ିଶାର ନମ୍ୱର୍ ୱାନ୍ ଶିରିଏଲ୍ ହୋଇପାରିଛି ଓ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।

ହଁ ବନ୍ଧୁ ଆଜି ଆମେ ଜାଣିବା ତାଙ୍କ ପ୍ରକୃତ ନାମ ହେଉଛି ରଞ୍ଜିତା ପାଣିଗ୍ରାହୀ। ସେ ୧୯୯୬ ମସିହା ଡିସେମ୍ବର ୧୦ ରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ସ୍ଥାନ ହଉଛି ମଧୁସୂଦନ ପୁର ,ଭଦ୍ରକ । ତାଙ୍କ ମାଆ ଙ୍କ ନାମ ସୁଲୋଚନା ପାଣିଗ୍ରାହୀ ଆଉ ବାପା ବସନ୍ତ ପାଣିଗ୍ରାହୀ । ରଞ୍ଜିତା ପାଣିଗ୍ରାହୀ ଙ୍କ ବାପା ମା ଉଭୟ ସରକାରୀ କର୍ମଚାରୀ । ତାଙ୍କ ପରିବାର ରେ ସେ ଆଉ ତାଙ୍କ ୪ ଭଉଣୀ ଅଛନ୍ତି ।ଦର୍ଶକ ବନ୍ଧୁ ସେ ତାଙ୍କ ଗାଁ କୁ ଯାଇଛନ୍ତି ବୁଲିବାକୁ ସେଠାରେ ବୁଲିବା ସହ ବହୁ ମଜା ମସ୍ତି ମଧ୍ୟ କରିଛନ୍ତି ତାଙ୍କ ପରିବାର ସହ । ଯାହାର ଫଟୋ ସେ ତାଙ୍କର ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି ।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *