ଦର୍ଶକବନ୍ଧୁ ଆମକୁ ଜନ୍ମରୁ ହିଁ ଶିକାଯାଇଥାଏ କି କାହାର ସାହାଯ୍ୟ କରିବା କିମ୍ବା ଗରିବ ଲୋକ ମାନଙ୍କୁ ଦାନ ଦେବା ବହୁତ ପୁଣ୍ୟ ହୋଇଥାଏ ଭଗବାନ ଶ୍ରୀ କୃଷ୍ନ କୁହନ୍ତି ଏପରି କିଛି ଦିନିସ ଅଛି ଯାହା ଆପଣ ଆପଣଙ୍କ ଘରୁ କେବେ କାହାକୁ ଦେବା ଉଚିତି ନୁହେଁ କାହଁକିନା ଏପରି ଏହି ଦିନସକୁ ଦେବା ଦ୍ୱାରା ସ୍ୱୟଂଆପଣଙ୍କ ଘରର ସୁଖ ସାମ୍ୱବୃତି ଅନ୍ୟ କାହାକୁ ଦେବାକୁ ଯାଉଛନ୍ତି ବିଷ୍ଣୁ ପୁରାଣରେ କିଛି ଏମିତି ଦିନିଷ ବିଷୟରେ ଉଲେଖ କରାଯାଇଛି ଯାହାକୁ ଆମେ ଭୁଲୁରେବି ଆଉ କାହାକୁ ଦେବା ଅନୁଚିତି କାହିଁକି ନ ଏହି ଦିନିଷ ହିଁ ମା ଲକ୍ଷ୍ମୀ ଘରୁ ଚାଲି ଯାଇଥାନ୍ତି ଆମେ ସମସ୍ତେ ଜାଣିଛନ୍ତି କି ଆମ ଜୀବନରେ ମା ଲକ୍ଷ୍ମୀଙ୍କର ଉପସ୍ତିତି କେତେ ଆବଶକ୍ୟ ହୋଇଥାଏ ମା ଲକ୍ଷ୍ମୀଙ୍କ କୃପାରୁ ହିଁ ସବୁ ଘରେ ଧନ ସୁଖ ଶାନ୍ତିର ଆଗମନ ହୋଇଥାଏ |
ସ୍ତ୍ରୀର ଗହଣା ଏହି ଗହଣା ଦେବା ଦ୍ୱାରା ବହୁତ ବଡ ଅଶୁଭ ହୋଇଥାଏ ଏଥିପାଇଁ ଯେବେ ଆମେ ଗହଣା କିଣିଥାନ୍ତି ସବୁଠାରୁ ପ୍ରଥମେ ମା ଲକ୍ଷ୍ମୀଙ୍କୁ ଉପାସନା ହିଁ କିଣିଥାନ୍ତି | ଏଠି ପାଇଁ ଭୁଲୁରେ ବି ଅପାଙ୍କର ସ୍ତ୍ରୀର ଗହଣା କାହାକୁ ଉଦ୍ଧାର ରରେ କିମ୍ବା ଦାନାରେ ଦିଅନ୍ତୁ ନାହିଁ ଖାସ କରି ନୂଆ ବିବାହ କରିଥିବା ମହିଳା ନିଜର ମଙ୍ଗଳ ସୂତ୍ର ପାଣୁଜି ଏହି ଭଳି ଦିନିସକୁ କେବେ କାହାକୁ ଦିଅନ୍ତୁ ନାହିଁ |
ଝାଡୁ ଆପଣ କେତେ ଥର ଏହି ବିଷୟରେ ଶୁଣିଥିବେ କି ଘରର ଝାଡୁ କେବେବି ଅନ୍ୟ କାହାକୁ ଦେବା ଉଚିତି ହୋଇନଥାଏ କାହଁକି ନ ଝାଡୁ ମା ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ ଯାହାଡୁ ସ୍ୱଚ୍ଛାତା ଏବଂ ଶମୄତିରେ ପ୍ରତୀକ ଅଟେ ଏହା ଘରୁ ନକାରାତ୍ମକ ଉର୍ଜା ବାହାର କରିବାରେ ସାହାଯ୍ୟ କରିଥାଏ ଏଠି ପାଇଁ ଆପଣଙ୍କ ଘରର ଝାଡ଼ୁକୁ ଅନ୍ୟ କାହାକୁ ଦେବା ଉଚିତି ନୁହେଁ ଏହା ଦ୍ୱାରା ଆପଣଙ୍କ ଘରର ସୁଖ ଶାନ୍ତି ହିଁ ଝାଡୁ ସହିତ ହିଁ ଚାଲି ଯାଇଥାଏ ଝାଡ଼ୁର ମହତ୍ୱ ଘରେ ହିଁ ଅଧିକ ରହିଥାଏ |
ସନ୍ଧ୍ୟା ସମୟରେ କ୍ଷୀର ଦହି ଚାଉଳ ନଢ଼ିଆ ଅଟେ ଯେମିତି ଧଳା ଦିନିଷ କେବେବି କାହାକୁ ଦିଅନ୍ତୁ ନାହିଁ ଶାସ୍ତ୍ରରେ ଏହା ଉଲେଖ ମିଳିଥାଏ କି ଧଳା ଦିନିଷରେ ଖରାପ ନଜର ବହୁତ ଜଲଦି ଲାଗିଯାଇଥାଏ ଏଥିପାଇ ସୂର୍ଯ୍ୟ ଅସ୍ତ ହେଲା ପରେ ଆପଣ ଘରର ଏହି ଦିନିଷକୁ କେବେବି କାହାକୁ ଦିଅନ୍ତୁ ନାହିଁ | ଯଦି ବହୁତ ଜରୁରୀ ହୋଇଥାଏ ଆପଣ ବଜାରରୁ କିଣିକି ଦେଇ ପାରିବେ କିନ୍ତୁ ଆପଣଙ୍କ ଘରୁ କେବେବି ଦିଅନ୍ତୁ ନାହିଁ |
ପଇସା ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି ଯେଉଁ ଘରେ ଧନର ବୃଦ୍ଧି ହୋଇଥାଏ ତାହାଲେ ମା ଲକ୍ଷ୍ମୀ ଙ୍କର କୃପା ସେହି ଘର ଉପରେ ବର୍ଷୁଛି ଏଥିପାଇଁ ଆପଣଙ୍କ ଘରେ ଥିବା ଧନ ଆପଣ କାହାକୁ ଉଦ୍ଧାରରେ ନଦେବା ଉଚିତି ଏହାର ମାନେ ଏହା ଅଟେକି ଆପଣଙ୍କ ଘରର ବକ୍ସରେ ରଖାଯାଇଥିବା ଧନ ବା ଆପଣଙ୍କ ପାଖରେ ଜମା କରାଜିଥିବା ଧନ ଆପଣ କାହାକୁ ଦିଅନ୍ତୁ ନାହିଁ ଏକାଦଶୀ ଦିନ ଭୁଲୁରେ ବି ଦିଅନ୍ତୁ ନାହିଁ ଏହା ଛଡା ଆପଣଙ୍କର ଧାନ ବୃଦ୍ଧିରେ ସମସ୍ୟ ଆସିପାରେ |
ମା ଲକ୍ଷ୍ମୀ ଧନର ଦେବୀ ସମ୍ପୂର୍ଣତା ସୋଭାଗ୍ୟ ଦେଲା ଭଳି ଦେବୀ ଅଟନ୍ତି ଏବଂ ମା ଲକ୍ଷ୍ମୀଙ୍କୁ ଧନ ପୁର୍ଣ କହିଥାନ୍ତି ଏଥିପାଇଁ ଆମେ ଅର୍ଣ୍ଣ ଗ୍ରହଣ କରିବାରୁ ମା ଲକ୍ଷ୍ମୀଙ୍କୁ ସ୍ମରଣ ଅବଶ୍ୟ କରିଥାନ୍ତି ଏଥିପାଇଁ ରୋଷେଇ ଘରର ଶୁଦ୍ଧତା ଓ ସମ୍ପୂର୍ଣ୍ଣତା ସେଥିକି ଅବଶକ୍ୟତା ହୋଇଥାଏ ଧନର ଅବଶକ୍ୟତା ହୋଇଥାଏ | ଆପଣଙ୍କ ରୋଷେଇ ଘରର ବେଳଣା ପେଡି ବି ତାୱା ଆପଣ ବଡ ମାନଙ୍କ ଠାରୁ ଶୁଣିଥିବେ ଯେ ତାୱା ରେ ସର୍ବ ପ୍ରଥମ ରୁଟି ମା ଲକ୍ଷ୍ମୀଙ୍କ ନାମରେ ବନଯାଇଥାଏ | ଏଥିପାଇଁ ଆପଣ ଯଦି ଆପଣଙ୍କ ରୋଷେଇ ଘରର ଏହି ବସ୍ତୁଗୁଡ଼ିକ କାହାକୁ ଉଦ୍ଧାର ବା ଉପଯାଗ କରିବା ଦେଇଛନ୍ତି ତ ଆପଣଙ୍କ ଭାଗ୍ୟବି ଏହା ସହିତ ଚାଲିଯାଇଥାଏ ଏବଂ ମା ଲକ୍ଷ୍ମୀଙ୍କୁ ବି ଏହା ଅପ୍ରିୟ ଅଟେ ଯଦି ଆପଣ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଆପଣ ବଜାରରୁ ନୂଆ ଦିନିଷ କିଣିକି ଦେଇପାରିବେ |
Check Also
ଆପଣ କେବେ ରାସ୍ତାରୁ ଟଙ୍କା ପାଇଛନ୍ତିକି ଜାଣି ରଖନ୍ତୁ ଏହି କଥା, ହୋଇ ଯାଆନ୍ତୁ ସାବଧାନ ନହଲେ ହୋଇ ପାରେ ଏହି ସବୁ ଅସୁବିଦା |
ବନ୍ଧୁଗଣ ଯଦି ଆପଣ ରାସ୍ତାରୁ ପଇସା ପାଇଛନ୍ତି ତେବେ ଜାଣି ନିଅନ୍ତୁ ତାହାର ଅର୍ଥ କଣ ହୋଇପାରେ ବାଟରେ ଚାଲୁ …