Breaking News

ନିଜ ଭକ୍ତକୁ ରକ୍ଷା କରିବା ପାଇଁ କୋର୍ଟ ଆସି ପହଁଚିଲେ ସ୍ୱୟଂ ଦେବ ଙ୍କ ଦେବ ମହାଦେବ, ତା Pare ଯାହା ହେଲା ଜଜ ଭି ଯୋଡ଼ିଦେଲେ ହାତ…

ଯେତେ ବେଳେ ସ୍ୱୟଂ ମହାଦେବ ନିଜର ଭକ୍ତ କୁ ବଞ୍ଚାଇବା ପାଇଁ ଯାଏଁକି ପହଞ୍ଚିଲେ କୋର୍ଟ ଏମିତି କଣ ହୋଇଥିଲା ଅଦାଲତରେ ମହା ଦେବକୁ ଏକ ସାଧାରଣ ମଣିଷ କୁ ବଞ୍ଚାଇବା ପାଇଁ ନିଜକୁ ଆସି ଦବାକୁ ପଡ଼ିଲା ସାକ୍ଷୀ ଏହି ସତ ଘଟଣା ଟି ହେଉଛି ଉତ୍ତର ପ୍ରଦେଶର ରହୁଥିବା ଗୋଟିଏ ଗରିବ କୃଷକ ମହେଶଙ୍କର ମହେଶ ନିଜର ବାପା ସହିତ ରହୁଥିଲା ତାର ମା ମହେଶ ଜନ୍ମ ର କିଛି ମାସ ପରେ ମ-ରୀ ଯାଇଥିଲେ |

ମହେଶ ବୋହୁତ ସିଧା ମଣିଷ ଥିଲା ଆଉ ଭଗବାନ ଶିବଙ୍କର ପରମ ଭକ୍ତ ଥିଲା ତାର ଜୀବନ ତାର ଜମି ଉପରେ ହିଁ ନିର୍ଭର କରୁଥିଲା ଆଉ ତାର ଜମି ପାଖରେ ଗୋଟିଏ ମହାଦେବ ଶିବଙ୍କର ମନ୍ଦିର ଥିଲା ତାକୁ ଯେତେ ବେଳେ ତାର କାମ ରୁ ଫୁରସତ ମିଳୁଥିଲା ସେ ସେହି ମନ୍ଦିରରେ ଯାଇଁକି ବସି ଯାଉଥିଲା ଆଉ ଶିବ ଭଜନ ଗାଉଥିଲା ମହେଶ ର ବାପା ବୁଢ଼ା ହୋଇଯାଇଥିଲେ ସେଥି ପାଇଁ ତାଙ୍କର ଦେହ ବୋହୁତ ଖରାପ ହେଉଥିଲା କିନ୍ତୁ ମହେଶ ତାର ଦେଖା ଶୁଣା ରେ କୌଣସି କମି ରଖୁନଥିଲା ସେ ତାର ବାପାକୁ ବୋହୁତ ଭଲ ପାଉଥିଲା |

ଗୋଟିଏ ଦିନ ଯେତେ ବେଳେ ମହେଶ ନିଜ ଜମିରେ କାମ କରୁଥିଲା ତାକୁ ସେତେ ବେଳେ ସେହି ଜାଣେ କହେ କି ଘରେ ତାର ବାପାର ଦେହ ବୋହୁତ ଖରାପ ହୋଇଗଲାଣି ସେ ତୁରନ୍ତ ଜମିର ସବୁ କାମ ଛାଡିକି ଜଲ୍ଦୀ ରେ ଘରେ ପହଞ୍ଚିଲା ତାର ବାପାକୁ ନିଶ୍ବାସ ନେବାରେ ଅସୁବିଧା ସୋଉଥିଲା ସେ ତାର ବାପାକୁ ଶୀଘ୍ର ମେଡିକାଲ ନେଇଗଲା ଯେଉଁ ଠାରେ ତାର ବାପା କୁ ଏମର୍ଜେନ୍ସୀ ରେ ଭର୍ତ୍ତି କରିବା ପାଇଁ ପଡିଲା ମହେଶ ଆଜି ପର୍ଯ୍ୟନ୍ତ ନିଜ କାମରୁ ଯାହା ପଇସା ରଖିଥିଲେ |

ତାର ବାପା ଚିକିତ୍ସା ରେ ଲଗେଇ ଦେଲା ପ୍ରାଇଭେଟ୍ ହସ୍ପିଟାଲ୍ ର ଖର୍ଚ୍ଚ ବୋହୁତ ହୋଇଥାଏ ସେଥି ପାଇଁ ମହେଶ ନିଜର ବାପା ଙ୍କୁ ବଞ୍ଚାଇବା ପାଇଁ ଗାଁ ପାଖର ଜଣେ ଜମିଦାର ପାଖରୁ କିଛି ପଇସା କରଜରେ ନେଲା ପଇସା ବେଶୀ ଥିଲା ମହେଶ କୁ କେବଳ ତାର ବାପା କୁ ବଞ୍ଚାଇବା ର ଥିଲା ଭାଗ୍ୟ ମଧ୍ୟ ତାର ସାଥ ଦେଲା କିଛି ସପ୍ତାହ ରେ ମହେଶ ର ବାପା ଠିକ୍ ହୋଇକୀ ଆସିଗଲେ ମହେଶ ଖୁସୀ ଥିଲା |

କିନ୍ତୁ ତାକୁ ଚିନ୍ତା ହେଉଥିଲା ଜମିଦାର ପାଖରୁ ଆଣୁଥିବା ପଇସା ପାଇଁ ସେ କଠିନ ପରିଶ୍ରମ କରି 2 ବର୍ଷ ରେ ହିଁ ଜମିଦାର ର ପଇସା ସୁଧ ସହିତ ଫେରେଇ ଦେଲା କିନ୍ତୁ ଜମିଦାର ଥିଲା ଲୋଭି ସେ ଜାଣିଥିଲା କି ମହେଶ ପାଠ ପଢି ନାହିଁ ସେ ଗୋଟିଏ ଦିନ ମହେଶ ଘରେ ପହଞ୍ଚିଲା ଆଉ କହିଲା ତୁ ମୋର ସୁଧ ପଇସା ସମ୍ପୂର୍ଣ୍ଣ ଦେଇ ନାହୁଁ ସେଥି ପାଇଁ ତୋର ଏହି ଘର ଓ ଜମି ମୋ ନାଁରେ କରି ଦେ ଆଉ |

ତାକୁ ଗୋଟିଏ ପେପର ଧରାଇ କହିଲା ଏଠାରେ ଟିପ ଚିହ୍ନ ଦେବା ପାଇଁ ମହେଶ କହିଲା ଜମିଦାର ବାବୁ ଆପଣ ଏ କଣ କହୁଛନ୍ତି ମୁଁ ସବୁ ପଇସା ଦେଇ ଦେଇଥିଲି ଆଉ ମୁଁ ଟିପ ଚିହ୍ନ ଦେବୀ ନାହିଁ ପ୍ରଥମେ ଜମିଦାର ମହେଶ କୁ ଡରେଇବା ପାଇଁ ଚେଷ୍ଟା କଲା କିନ୍ତୁ ମହେଶ ଡାରିଲା ନାହିଁ ଜମିଦାର କହିଲା ଏବେ ତୋର ଫାଇଶଲା କୋର୍ଟ କରିବ ଏବଂ ଜମିଦାର ମହେଶ ଉପରେ ମିଛ କେସ କରି ଦେଲା ଯାହା ଦ୍ଵାରା ତାର ଜମି ନେଇ ପାରିବ |

ତାହା ପର ଦିନ ମହେଶ କଠାଘରା ରେ ଡରିକି ଠିଆ ହୋଇଥିଲା କୋର୍ଟ ର ଜଜ ମହେଶ କୁ କୋଉଛନ୍ତି କି ମହେଶ ଆପଣଙ୍କ ପାଖରେ କଣ ପ୍ରମାଣ ଅଛି କି ଆପଣ ଜମିଦାର ଙ୍କର ଧାର ନେଇଥିବା ସବୁ ପଇସା ଦେଇ ଦେଇଛ ବୋଲି ମହେଶ ଡରି ଯାଇ କାରଣ ତା ପାଖରେ କୌଣସି ପ୍ରମାଣ ନଥାଏ ଆଉ ସେ ଜାଣିଥିଲା ଗାଁ ର ସବୁ ଲୋକ ଜମିଦାରଙ୍କୁ ଡରନ୍ତି ସବୁ ତାର ବିରୁଦ୍ଧରେ ସାକ୍ଷୀ ଦେବେ ସେ ମନରେ ଭଗବାନ ଶିବଙ୍କୁ ଡାକିଲା ଆଉ ତାକୁ ଅମରନାଥ ଶିବ ଲିଙ୍ଗ ଦେଖାଗଲା |

ସେ ସଙ୍ଗେ ସଙ୍ଗେ ମିଛ କହିଲା ଗାଁ ର ଜଣେ ଲୋକ ଅଛି ଯିଏ ସବୁ କିଛି ଜାଣିଛି ତାର ନାଁ ଶଙ୍କର ଅଟେ ସେ ଏବେ ଗାଁ ରେ ନାହିଁ ସେ ଅମରନାଥ ଦର୍ଶନ ପାଇଁ ଯାଉଛି ଜଜ୍ ସଙ୍ଗେ ସଙ୍ଗେ ଆଦେଶ ଦେଇଥିଲେ ଶଙ୍କର ଯେଉଁଠି ଥାଉନା କାହିଁକି ତାକୁ ପୂର୍ବ ସପ୍ତାହ ରେ କୋର୍ଟ ରେ ହାଜିର୍ ହେବା ପାଇଁ ତାହା ପାର ଠାରୁ ହିଁ ଦିଜଣ ସରକାରୀ କର୍ମଚାରୀ ଅମରନାଥ ଶଙ୍କର ଙ୍କୁ ଖୋଜିବା ପାଇଁ ବାହାରିଲେ ଅମରନାଥ ପହଞ୍ଚି କି ସେମାନେ ଆଖ ପାଖର ସବୁ ଲୋକଙ୍କୁ ପଚାରିବା ଆରମ୍ଭ କଲେ କି ତମେ ଶଙ୍କର କୁ ଦେଖିଛ |

ଏହା ପରେ ସେ ଅମରନାଥ ଗୁମ୍ଫାରେ ପହଞ୍ଚି ଗଲେ ସେଠାରେ ସେ ଶଙ୍କର ବିଷୟରେ ପଚାରୁ ଥିଲେ ଜଣେ 60 ରୁ 62 ବର୍ଷର ବୁଢ଼ା ତାଙ୍କ ପାଖକୁ ଆସିଲା ଯାହାର ଲମ୍ବା ଦାଢି ଥିଲା ଆଉ କହିଲା ମୁଁହି ଶଙ୍କର ମୁଁ ମହେଶ ପାଇଁ ସାକ୍ଷୀ ଦେବୀ ଆଉ ସେ ବୁଢ଼ା ସରକାରୀ କର୍ମଚାରୀ ଙ୍କ ସହିତ ପୂର୍ବ ସପ୍ତାହରେ କୋର୍ଟ ପହଞ୍ଚି ଗଲା ମହେଶ ବୋହୁତ ଡରିକି ଥିଲା କାରଣ ସେ ତ ମିଛ କହିଥିଲା ଶଙ୍କର ନାର କୌଣସି ଲୋକ ଟ ନାହାନ୍ତି ଆଉ ସେ ଆଜି ସେ ଜେଲ ଯିବ ଏହା ସବୁ ମନରେ ଚାଲୁଥିଲା |

ତେବେ ଯେତେ ବେଳେ ସେଠାରେ ଶଙ୍କର ନାଁର ବୁଢ଼ା ଲୋକଟି ଠିଆ ହୁଅନ୍ତି ମହେଶ ଆର୍ଶ୍ଚଯ୍ୟ ହୋଇଗଲା ଗାଁ ଲୋକ ମଧ୍ୟ ଭାବନ୍ତି ଇଏ କିଏ ବୋଲି ଆଉ ଶଙ୍କର କହେ ଜଜ ସାହେବ୍ ମହେଶ ନିର୍ଦ୍ଦୋଷ ସେ ସୁଧ ସହିତ ସବୁ ପଇସା ଫେରାଇ ଦେଇଛି ଯଦି ଆପଣଙ୍କୁ ବିଶ୍ଵାସ ହେଉନାହିଁ ତାହାଲେ ସେହି ଜମିଦାର ର ଟେବୁଲ୍ ତଳେ ଗୋଟିଏ ଡାଏରୀ ଅଛି ଯେଉଁଥିରେ ସବୁ ହିସାବ ଠିକ୍ ରେ ଲେଖା ହୋଇଛି ଆପଣ ତାର ଘରୁ ସେହି ଡାଏରୀ କୁ ନେଇ ଆସନ୍ତୁ ଏହା ପରେ ସରକାରୀ କର୍ମଚାରୀ ସେହି ଡାଏରୀ କୁ ନେଇ ଆସନ୍ତି |

ଆଉ ସେହି ବୁଢ଼ା ଲୋକ ର କଥା ସତ ହୁଏ ତଥା ସେଥିରେ ସଫା ସଫା ହିସାବ ଥିଲା ମହେଶ ସବୁ ପଇସା ଜମିଦାର ଙ୍କର ଦେଇ ଦେଇଛି ଆଉ ସେଠାରେ ଜମିଦାର ଅର୍ଶ୍ଚଯ୍ୟ ହୋଇଗଲା ସେ ଭାବିଲା ଯେଉଁ କଥା କେବଳ ତାକୁ ଜଣାଥିଲା ସେହି ବିଷୟରେ ଏହି ବୁଢ଼ା ଲୋକଙ୍କୁ କେମିତି ଜଣା ପଡିଲା କିନ୍ତୁ ମହେଶ ସବୁ ବୁଝି ପାରିଲା କି ସେ କେହି ବୁଢ଼ା ଲୋକ ନୁହେଁ ସ୍ୱୟଂ ଭଗବାନ ଶିବ ଶଙ୍କର ଅଟନ୍ତି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.