Breaking News

2 ବର୍ଷ ପରେ ପୁଣି ଅଜଣା ଜନ୍ତୁ ଆତଙ୍କ ! ନିଆଳି ରେ ଡରିଲେଣି ମେଣ୍ଢାପଲ

ଦୀର୍ଘ ଦିନର ବ୍ଯବଧାନ ପରେ ପୁଣି କଟକ ଜିଲ୍ଲା ନିଆଳି ବ୍ଲକ ରେ ମିଥ୍ୟା ମୃତ୍ୟୁ | ନିଆଳି ବ୍ଲକର ବାଘପଡା ଗ୍ରାମ ର ବିରାଞ୍ଚି ଦାସ ଙ୍କର ଚାରୋଟି ମେଣ୍ଢା ଙ୍କର ମୃତ୍ୟୁ ହୋଇଥିବାର ଦେଖିବାକୁ ମିଳିଛି | ବିଳମ୍ବିତ ରାତ୍ରିରେ ମେଣ୍ଢା ମାନଙ୍କର ମୃତ୍ୟୁ ହୋଇଥିବାର ଦେଖିବାକୁ ମିଳୁଛି

ରାତିରେ ସେହି ନିଆଳିର ଗୋବିନ୍ଦପଦା ଗାଁରେ ୩ଟି ମେଣ୍ଢାର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ନିଖୋଜ ହୋଇଯାଇଛି । ଗୋବର୍ଦ୍ଧନ ସ୍ୱାଇଁ ନାମକ ଜଣେ ଚାଷୀଙ୍କ ଗୁହାଳ ଭିତରେ ପଶି ମେଣ୍ଢାଙ୍କୁ ମାରିଥିବା ଅଭିଯୋଗ ହୋଇଛି ।

| ତେବେ ଚଳିତ ସପ୍ତାହରେ ମେଣ୍ଢା ମାନଙ୍କର ଦୁଇ ଦୁଇ ଥର ଅସ୍ବାଭାବିକ ମୃତ୍ୟୁ ପଛରେ କି କାରଣ ରହିଛି ତାହା ଏ ପର୍ଯ୍ୟନ୍ତ ଜଣା ପଡି ନାହିଁ | ତେବେ ଏହି ପରି ମେଣ୍ଢା ମାନଙ୍କର ଏହିଭଳି ଅସ୍ବାଭାବିକ ମୃତ୍ୟୁ କୁ ନେଇ ସେଠାକାର ଲୋକ ମାନଙ୍କ ମଧ୍ୟରେ ଆତଙ୍କ ଖେଳି ଯାଉଛି |

ତେବେ ପୂର୍ବ ରୁ ଦୀର୍ଘ ଦୁଇ ବର୍ଷ ପୂର୍ବ ରୁ ଠିକ ଏହି ସ୍ଥାନ ରୁ ଏଭଳି ମେଣ୍ଢା ମୃତ୍ୟୁ ର ଘଟଣା ଦେଖିବାକୁ ମିଳିଥିଲା | ଏବେ ମଧ୍ୟ ଠିକ ସେହି ଜାଗାରେ ଏପରି ଘଟଣା ପୁନର୍ବାର ଦେଖିବାକୁ ମିଳିଛି |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.