Breaking News

ନେମାଳ ଠାରେ ଥିବା ବଟ ବୃକ୍ଷର ରହସ୍ୟ, ମାଳିକାରେ ଲେଖା ଅଛି ଆଜି ବି ଗରୁଡ ଶ୍ରୀକ୍ଷେତ୍ର ରୁ ମହାପ୍ରସାଦ ନେଇ ଆସନ୍ତି

ଅଚ୍ୟୁତ ଙ୍କ ବଟ ନେମାଳ ବଟ କଳ୍ପ ବଟ କଣ ସମ୍ପର୍କ ଅଛି ବର୍ତମାନ ଯୋଉ ନିର୍ମାଣ ବଟ ଅଛି, ନେମାଳ ବଟ ଟି ହେଉଛି କଳ୍ପ ବଟ ର ଗୋଟେ ଅଂଶ ଯାଉଠେ ପ୍ରଥମେ ମହା ପୁରୁଷ ଆମ ଆଲୋଚନା କରିବା ଏ ବଟ ମୂଳରେ କଣ କଣ ମହା ପୁରୁଷ ଅଲୌକିକ ଲୀଳା ରଚନା କରିଥିଲେ। ଯେତେ ବେଳେ ପଞ୍ଚଦଶ ଶତାବ୍ଦୀରେ ମହା ପୁରୁଷ ଅଚ୍ୟୁତ ସମଗ୍ର ଭାରତ ବର୍ଷ ପରିଭ୍ରମଣ କରି ଆସିକି ନେମାଳ ସ୍ଥାନ ରେ ପହଚୁଛନ୍ତି ।

 

ଜଗନ୍ନାଥ ଙ୍କ ଆର୍ଶୀବାଦ ରୁ ମହା ପ୍ରଭୁ ଜଗନ୍ନାଥ ଅଚ୍ୟୁତ ନନ୍ଦ ଙ୍କୁ ଏକ ମାଳ ଦେଇଥିଲେ । କହିଲେ ଅଚ୍ୟୁତ ତମେ ଏଇ ମାଳ ପିନ୍ଧି ସମଗ୍ର ପୃଥିବୀ ସାରା ପରିଭ୍ରମଣ କର ମହା ପୁରୁଷ ଅଚ୍ୟୁତ ଯେତେ ବେଳେ ସମଗ୍ର ପୃଥିବୀ ସାରା ଭ୍ରମଣ କରି ଆସିକୀ ନେମାଳରେ ପହଁଚିଲେ ସେ ମାଳା ଟା ତାଙ୍କ ବେକ ଠାରୁ ପାଦ ପର୍ଯ୍ୟନ୍ତ ପହଁଚିଲା ଗଲା ଭୂର୍ମୀ କୁ ସ୍ପର୍ଶ କଲା ସେ ସ୍ଥାନ ର ନା ନାମ ହେଇଗଲା ନେମାଳ ।

ନେମାଳ ବଟ ରେ ମହାପୁରୁଷ ସାଧନା,ଗାୟତ୍ରୀ ଜପ କରୁଥିଲେ । ଏହି ସମୟରେ ମୁସଲମାନ ଯିଏ ଥିଲେ ତାଙ୍କର କାଜୀ ଅଚ୍ୟୁତ ଖାଁ ଙ୍କ ପାଖରେ ଯାଇ ପହଁଚିଗଲେ ଆପଣ ଙ୍କ ର ଆଉ ଜମି ରହିବ ନାହିଁ ଆପଣ ଙ୍କ ର ଜାଗା ଆଉ ରହିବନି ହିନ୍ଦୁ ସାଧୁ ଆଶିକି ସାଧନା କରୁଚି । ଆପଣଙ୍କ ର ଜାଗା କୁ ଜବର୍ ଦଖଲ କଲେ । କାଜି କଣ କଲେ ମୁସଲମାନ ଙ୍କୁ ପଠେଇଲେ ଦୃଷ୍ଟ ପ୍ରକୃତି ର ଲୋକ ମାନେ ଥାଆନ୍ତି “ଜେ ଜନ୍ମ ତପ ଆଚରନ୍ତି ଦେବ୍ ତାହାଙ୍କର ଵିଗ୍ନ ଚିନ୍ତି” ।

 

ଯଦି କୌଣସି ଆପଣ ଗୋଟେ ଭଲ କାମ କରୁଥିଲେ ସେଥିରେ କିଛି ବିଗ୍ନ ଘଟିଲା ଜାଣିବେ ଦେବତା ଦେଖୁଛନ୍ତି ଆଉ ଦେବତା ମାନେ ଦେଖିଲେ କିଛି ବିଗ୍ନ ଦିଅନ୍ତି । ମୁସଲମାନ ଯୋଉ ଗୋରୁ ମାରନ୍ତି।ଗୋରୁ ହାଡ଼,ଗୋ ମାଂସ ଅପବିତ୍ର, ସ୍ପଶ ଜିନିଶ ଆଣିକି ଥୋଇଦିଅନ୍ତି । ଅଚ୍ୟୁତ ଯେତେ ବେଳେ ସକାଳୁ ଆସନ୍ତି ତୁଳସୀ ପତ୍ର ଆଣୀକି ଟିକେ ଅଭି ମନ୍ତ୍ର କରି ଫୋପାଡି ଦେଲା ପରେ ହାଡ଼ ଗୁରା ଉଭେଇ ଯାଏ ।

ମୁସଲମାନ ଦେଖି ତାଙ୍କର ଯେଉଁ ଥିଲେ କାଯି ଏ ଯେଉଁ ସାଧୁ ଅଛନ୍ତି ସେଇ ମନ୍ତ୍ର ପାଠ କରୀକୀ ତୁଳସୀ ପତ୍ରକୁ ଫୋପାଡି ଦେଉଛନ୍ତି ହାଡ଼ ଗୂରା କୁଆଡେ ଉଭେଇ ଯାଉଚି । କାଜି ଏ ଦୃଶ୍ୟ ଦେଖିବା ପାଇଁ ନିଜେ ଆସିଲେ ।ନିଜେ ମଧ୍ୟ ଦୃଶ୍ୟ ଦେଖିଲେ । ଆଜି ଏ ଦୃଶ୍ୟ ଦେଖି କାଯୀ ଙ୍କ ନାଁ ଯୋଉ ହେଲା ଅଚ୍ୟୁତ ଖାଁ ଯିଏକି ଅଚ୍ୟୁତ ନନ୍ଦ ଙ୍କ ସହ ମୈତ୍ର ବସିଲେ କାଜି ଙ୍କ ସ୍ତ୍ରୀ ଏ ଘଟଣା କୁ ଗ୍ରହଣ ପାରିଲେନି ।

 

ସେ କହିଲେ  ଆମେ ହେଉଛି ମୁସଲମାନ ସିଏ ହେଉଛନ୍ତି ହିନ୍ଦୁ ତମେ କଣ ତାଙ୍କ ସହ ଜାଇଁକି ମିତ୍ର ବସୁଚ ଯଦି ତାଙ୍କ ସହ ମିତ୍ର ବସିଛ ଅଚ୍ୟୁତ ନନ୍ଦ ଙ୍କ ଆମ ଘରକୁ ନିମନ୍ତ୍ରଣ କଲ ଦେଖି, କାଯୀ କହିଲେ ହେ ମିତ୍ର ଆପଣ ଯଦି ମୋ ସାଙ୍ଗ ତାହାଲେ ମୋ ଘର ଆସନ୍ତୁ ଅଚ୍ୟୁତ ନନ୍ଦ ଯାଇଁ ପହଁଚିଲେ ଯାଇଁ କାଯୀ ଙ୍କ ଘରେ କାଯୀ ଙ୍କ ସ୍ତ୍ରୀ କଣ କରିଛନ୍ତି ନା ଗୋଟେ ଚୋଟ ବାଛୁରୀକୁ ମାରି ତା ମାଂସ ଙ୍କୁ ରାନ୍ଧି ଅଚ୍ୟୁତ ନନ୍ଦ ଖାଇବକୁ ଦେଲେ ଅଚ୍ୟୁତ ନନ୍ଦ କହିଲେ ଯାହା ଖାଇବାକୁ ଦେବ୍ ଗୋଟେ କଦଳୀ ପତ୍ରରେ ଘୋରେଇ ଦବ ମହା ପୁରୁଷ ଅଚ୍ୟୁତ ଜଗନ୍ନାଥ୍ ଙ୍କ ଜଗତ ପ୍ରାଣ ଥିଲେ ।

ଯେତେବେଳେ ମହାପୁରୁଷ ଅଚ୍ୟୁତ ଖାଦ୍ୟରେ ତୁଲସୀ ପତ୍ର ପକାଇଛନ୍ତି ସେତେବେଳେ ଖାଦ୍ୟ ମହାପ୍ରସାଦ ହୋଇଗଲା । ଆଉ ବାଛୁରୀ ଟି ପୁନଃ ଜୀବନ ପାଇଲା । ଏହା ପରେ ଅଚ୍ୟୁତଙ୍କ ଗାଥା ବ୍ୟାପିବାରେ ଲାଗିଲା । ସେବେ ଠାରୁ ଏହି ନେମାଳ ଠାରେ ଆଶ୍ରମ ପ୍ରତିଷ୍ଠା ହୋଇଛି ।

 

ତେବେ ସେହି ବଟ ରେ ଥିବା ରାସ କୁ ଦର୍ଶନ ପାଇଁ ଶେଷ ନାଗ ସବୁବେଳେ ଆସନ୍ତି।ତେବେ ନେମାଳ ବଟ ରେ ମଧ୍ୟ ଅନନ୍ତ ରହିଛନ୍ତି ,ପୁରୀ ରେ ଯେମିତି ମହା ପ୍ରଭୁ ମହା ପ୍ରସାଦ ଖାଇ ଥାନ୍ତି , ଏଠି ମଧ୍ୟ ଅନନ୍ତ ମହା ପ୍ରସାଦ ଖାଉଛନ୍ତି , ତାଙ୍କ ପାଇଁ ପୁରୀ ରୁ ଗରୁଡ଼ ନିଜେ ପ୍ରସାଦ ଆଣି ଦେଉଛି। ନେମାଳ ବଟର ଆକୃତି ଗରୁଡ ପକ୍ଷୀ ଭଳି ।   ଧନ୍ୟ ହେଇଛନ୍ତି ନେମାଳ ଧନ୍ୟ ହେଇଛନ୍ତି ଅଚ୍ୟୁତ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

କଣ ପାଇଁ ସବୁଠି ପୂଜା ପାଇଥାଏ ସାଇବାବାଙ୍କ ଏକାଭଳି ମୂର୍ତ୍ତି? ଜାଣନ୍ତୁ ଏହା ପଛରେ ଥିବା ବଡ ରହସ୍ୟ!

ହିନ୍ଦୁ ଧର୍ମ ଅନୁଯାୟୀ ସପ୍ତାହକରେ ଥିବା ସାତ ବାରକୁ ବିଭିନ୍ନ ଦେବାଦେବୀଙ୍କ ଉଦ୍ଦେଶ୍ୟ ରେ ଉତ୍ସର୍ଗ କରାଯାଇଛି। ସେହିପରି ଗୁରୁବାର …

Leave a Reply

Your email address will not be published. Required fields are marked *