Breaking News

ନେହା କକ୍କର ମା ହେବାକୁ ଯାଉଛନ୍ତି, ବିବାହର ୨ମାସ ଭିତରରେ ଗର୍ଭବତୀ ହେବାର ଗୁମର କହିଲେ ସୋସିଆଲ ମିଡିଆରେ

ଆପଣମାନେ ଜାଣିଥିବେ ବଲିଉଡ ଜଗତରେ ସବୁବେଳେ କିଛି କିଛି ନା କିଛି ରୋଚକପୂର୍ଣ ଖବର ସାମ୍ନା କୁ ଆସିଥାଏ ।ତେବେ ଆପଣମାନେ ଫିମେଲେ ସିଙ୍ଗର ନେହା କକ୍କର ଙ୍କୁ ଜାଣିଥିବେ ସେ ତାଙ୍କର କଣ୍ଠ ର ସ୍ୱର ରେ ଦର୍ଶକଙ୍କ ହୃଦୟ ଜିଣି ପାରନ୍ତି।ତାଙ୍କ ଗୀତ ଜିଏ ବି ଶୁଣିଥାଏ ସେ ତାଙ୍କ ଗୀତ ରେ ବିମୋହିତ ହୋଇଯାଇଥାଏ।ତାଙ୍କର ବହୁତ ଫ୍ୟାନ ଅଛନ୍ତି ଆଉ ତାଙ୍କୁ ମଧ୍ୟ ଅନୁସରଣ କରିଥାନ୍ତି।ତାଙ୍କ ସୁନ୍ଦରତା ପାଇଁ ଲୋକମାନେ ତାଙ୍କ ପଛରେ ପାଗଳ ହୋଇଯାଆନ୍ତି।


ଆପଣ ନେହା ଙ୍କ ଫ୍ୟାନ ହୁଅନ୍ତୁ ଅବା ନ ହୁଅନ୍ତୁ କିନ୍ତୁ ଆପଣମାନେ ଜାଣିଥିବେ ନେହା କକ୍କର କିଛି ଦିନ ହେବ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି।ଏତେ ତାଙ୍କ ବିଷୟରେ ଏମିତି ଏକ ଖବର ଆସିଛି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଏହି ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢୁନ୍ତୁ ଆପଣ ଜାଣିପାରିବେ ଖବର ଟି କଣ ତେବେ ଆସନ୍ତୁ ଜାଣିବା।

 

ନେହା କକ୍କର ଇନଷ୍ଟାଗ୍ରାମରେ ସ୍ୱାମୀ ରୋହନପ୍ରୀତ ସିଂଙ୍କ ସହ ଏକ ଅତି ସୁନ୍ଦର ଏବଂ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ସ୍ୱାମୀଙ୍କ ସହ ଏକ ସୁନ୍ଦର ହସ ଦେଉଥିବାର ନଜର ଆସିଛନ୍ତି। ଏହି ଫଟୋରେ ମିସ୍ କକ୍କର ତାଙ୍କ ପ୍ରଶଂସକଙ୍କ ପାଇଁ ଏକ ସୁନ୍ଦର ବାର୍ତ୍ତା ଆଣିଛନ୍ତି, ଖୁବ୍ ଶୀଘ୍ର ସେମାନଙ୍କ ଘରକୁ ଆସିବେ ଏକ ସୁନ୍ଦର ପିଲା ଘରକୁ ଆସୁଛି |

ନିକଟରେ ନେହା କକ୍କର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଫଟୋ ସେୟାର କରିଛନ୍ତି,  ଯେଉଁଥିରେ ସେ ତାଙ୍କ ବେବି ବମ୍ପ ଧରିଥିବାର ଦେଖିବାକୁ ମିଳୁଛି। ଫଟୋରେ ନେହାଙ୍କୁ ନୀଳ ଡେନିମ୍ ଡୁଙ୍ଗାରିରେ ଦେଖିବାକୁ ମିଳିଛି। ଏହାସହ ସେ କ୍ୟାପସନରେ ଲେଖିଛନ୍ତି, ‘#KhyalRakhyaKar.’

ନେହା କକ୍କର ତାଙ୍କ ଫ୍ୟାନ ମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି।ଖବର ଟି ହେଲା ନେହା କକ୍କର ଏବେ ଖୁବ ଶୀଘ୍ର ମା ହେବାକୁ ଯାଉଛନ୍ତି।ସୋସିଆଲ ମିଡ଼ିଆ ରେ ନେହା କକ୍କର ତାଙ୍କ ଫ୍ୟାନ ମାନଙ୍କୁ ଜଣେଇଛନ୍ତି। ନେହା ଆଉ ରୋହନପ୍ରିତ 24 ଅକ୍ଟୋବର ରେ ବିବାହ କରିଥିଲେ ।ସେ ଏବେ ଖୁବ ଶୀଘ୍ର ମା ହେବାକୁ ଯାଉଛନ୍ତି।ଲୋକମାନେ କହିବା କଥା ନେହା ଆଉ ରୋହନପ୍ରିତ ସମ୍ପର୍କ ଆଗରୁ ଥିଲା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା ଓ ଅନୁଭବ ଙ୍କ ମାମଲା , ବର୍ଷା (Varsha) ସମ୍ପର୍କ ବଞ୍ଚାଇବାକୁ ଚାହୁଁଛନ୍ତି କିନ୍ତୁ କଣ ଚାହୁଁଛନ୍ତି ଜାଣନ୍ତୁ

ଦର୍ଶକ ବନ୍ଧୁ ଅନୁଭବ ଓ ବର୍ଷା ଙ୍କ ବିବାଦ ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିନାହିଁ କାରଣ ବର୍ଷା ଚାହୁଁଛନ୍ତି ଅନୁଭବ …

Leave a Reply

Your email address will not be published. Required fields are marked *