Breaking News

ନବୀନ ସରକାରଙ୍କ ବଡ ନିଷ୍ପତି – ଏବେ ଭକ୍ତମାନେ ପୁରୀରେ ମାତ୍ର ୧୦୦ଟଙ୍କା ଦେଇ ରହି ପାରିବେ

ଆସୁଥିବା ଶ୍ରୀ ମନ୍ଦିର ଭକ୍ତଙ୍କ ପାଇଁ ସୁଲଭ ମୁଲ୍ୟରେ ନିର୍ମାଣ ହେବ ଭକ୍ତ ନିବାସ । ପୁରୀ ରେ ନିର୍ମାଣ ହବ ନୁଆ ଧର୍ମ ଶାଳ ଏଥି ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ୧୦ ଏକର୍ ଜମି ଚିହ୍ନଟ କରିଛି ବାସେଲି ସାହି ଥାନା ନିକଟରେ ଚିହ୍ନିଟ ହୋଇଛି ଏହି ଜମି ତେବେ ଧର୍ମ ଶାଳରେ ପ୍ରାୟ ୪ ହଜାର ଭକ୍ତ ଙ୍କ ପାଇଁ ରହଣି ବ୍ୟବସ୍ତା କରାଯିବ ୫୦ରୁ୧୦୦ ଭିତରେ ଟଙ୍କା ଦେଇ ଏଠାରେ ରହି ପାରିବେ ଭକ୍ତ ମାନେ।

ପୁରୀ ସହର ପାର୍କୀଙ୍ଗୀ ସମସ୍ୟା ର ସମାଧାନ ପାଇଁ ମଲ୍ଟିପଲ୍ ପାର୍କୀଙ୍ଗୀ ସୁବିଧା କରାଯିବ । ୨ ଟି ମାର୍କେଟ ଭଙ୍ଗା ଯାଇଥିବା କମ୍ପ୍ଲେକ୍ସର କାମ ଖୁବ ଶୀଘ୍ର ଶେଷ ହୋଇଯିବ ବୋଲି ଅନୁମାନ କରୁଛନ୍ତି । ସେହି ପରି ଜେଲ୍ ରୋଡ ଯାତନା ବଲବ୍ ମଠରେ ପାର୍କୀଙ୍ଗୀ କାମ ଆରମ୍ଭ ହୋଇ ଯାଇଛି ।ଶ୍ରୀ ମନ୍ଦିର ଶୁରେଖା ଚାରି ପାଖରେ ୨୦ ମିଟର ରାସ୍ତା ନିର୍ମାଣ କରାଯିବ ।

ସେଇ ଭଳି ଆସନ୍ତା ଫେବୟାରୀ ମାସ ରାସ୍ତା କାମ ଆରମ୍ଭ ହବ ଅବଢ଼ା ଯୋଜନା ରେ ଏହି ସବୁ କାମ ହବ ବୋଲି ସୂଚନା ମିଳିଛି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ଭଳି କାମ ହବ ବୋଲି ସୂଚନା ଦେଇଛନ୍ତି । ପୁରୀ ର ବିକାଶ ଏବଂ ଆଗକୁ ଶ୍ରୀମନ୍ଦିର ଖୋଲିବା କଥା ନେଇ ଭି.କେ ପାଣ୍ଡିଆନ ସମୀକ୍ଷା କରିଛନ୍ତି।

୫ ଟି ସଚିବଙ୍କ ସହ ଶ୍ରୀ ମନ୍ଦିର ପ୍ରଶାସକ କ୍ରିଷନ କୁମାର, ଉନ୍ନୟନ କମିଶନର ସୁରେଶ ମହାପାତ୍ର, ପୁରୀ ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଥିଲେ । ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ମାଳିକା ଦେଲା ପ୍ରମାଣ କେବେ ଅନ୍ତ ହେବ କରୋନାର ପ୍ରଭାବ! କେଉଁ କେଉଁ ଏଥିରୁ ବଞ୍ଚିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଏକ ବଡ ଖବର ଯେ ମାଳିକା ଦେଲା ପ୍ରମାଣ କେବେ ସରିବ କରୋନା …

Leave a Reply

Your email address will not be published. Required fields are marked *