ଦର୍ଶକବନ୍ଧୁ ଓଲିଉଡର ଜବରଦସ୍ତ ହିରୋ ବାବୁଶାନ ମହାନ୍ତିଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ୨୦୦୮ ମସିହାରୁ ଓଲିଉଡ ଜଗତରେ ଯୋଗ ଦେଇଛନ୍ତି
ତେବେ ଦର୍ଶକ ବନ୍ଧୁ ବାବୁସାନ୍ ବର୍ତ୍ତମାନ ସମୟରେ ଗୋଟିଏ ନୂଆ ଫିଲ୍ମର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି ତେବେ ଦର୍ଶକ ବନ୍ଧୁ ଆଗାମୀ ଦିନମାନଙ୍କରେ ବାବୁସାନ୍ ଙ୍କର ଦୁଇ ଦୁଇଟି ଫିଲ୍ମ ଆସିବା ପାଇଁ ଯାଉଛି। ତେବେ ବାବୁସାନ୍ ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ସେ ତାଙ୍କ ପିଲା ବେଳର ସାଙ୍ଗଙ୍କୁ ବିବାହ କରିଥିଲେ ଆଉ ବର୍ତ୍ତମାନ ସମୟରେ ବାବୁସାନ୍ ଙ୍କର ଗୋଟିଏ କୁନି ପୁଅ ଜନ୍ମ ନେଇଛନ୍ତି |
ଦର୍ଶକବନ୍ଧୁ ଏହାର ମଧ୍ୟରେ ବର୍ତ୍ତମାନ ସମୟରେ ବାବୁସାନ୍ ଙ୍କ ପୁଅକୁ ୮ ମାସର ସମୟ ହୋଇ ଗଲାଣି। ତେବେ ଦର୍ଶକ ବନ୍ଧୁ ବାବୁସାନ୍ ଙ୍କ କୁନି ପୁଅ ବର୍ତ୍ତମାନ ସମୟରେ ଅପରାଜିତା ଓ ଉତ୍ତମ ମହାନ୍ତିଙ୍କ ସହ ଖେଳୁ ଥିବାର ନଜର ଆସୁଛନ୍ତି ଆଉ ଏହା ସହିତ ବାବୁସାନ୍ ମଧ୍ୟ ନିଜ କୁନି ପୁଅଙ୍କ ସହିତ ଅଧିକାଂଶ ସମୟ ନିଜର ଫଟୋ ଓ ଭିଡିଓ ଗୁଡ଼ିକ ସୋସିଆଲ ମିଡିଆରେ ସେୟାର କରିଥାନ୍ତି ଯାହାକୁ ତାଙ୍କ ଫ୍ୟାନମାନେ ବୋହୁତ ଅଧିକ ପସନ୍ଦ କରିଥାନ୍ତି।
ତେବେ ଫ୍ରେଣ୍ଡ୍ସ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ବାବୁସାନ୍ ତାଙ୍କ ଫିଲ୍ମ ସୁଟିଂ ରେ ବ୍ୟସ୍ତ ରହିଥିବାରୁ ସେ ତାଙ୍କ ସୋସିଆଲ ମିଡିଆରେ କହିଥିଲେ କି ତାଙ୍କ ପୁଅଙ୍କୁ ସେ ଅଧିକାଂଶ ସମୟ ମିସ୍ କରୁଛନ୍ତି ଆଉ ଏହା ସହିତ ସେ ତାଙ୍କ ଘରକୁ ଗଲେ ତାଙ୍କ ପୁଅଙ୍କ ସହିତ ଅଧିକାଂଶ ସମୟ ବତାଇବା ପାଇଁ ଚାହିଁଥାନ୍ତି। ତେବେ ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟରେ ବାବୁସାନ୍ ଙ୍କ ପୁଅକୁ ତାଙ୍କ ଜେଜ ତଥା ଉତ୍ତମ ମହାନ୍ତି ଆଉ ତାର ମା ଅପରାଜିତା ମହାନ୍ତି |
ବନ୍ଧୁଗଣ ଅଧିକାଂଶ ସମୟ ଖେଳାଉଥିବାର ନଜର ଆସୁଛନ୍ତି ଏବଂ ଏହାର ଫଟୋ ଏବଂ ଭିଡିଓ ଗୁଡ଼ିକ ସୋସିଆଲ ମିଡିଆରେ ବୋହୁ ମାତ୍ରାରେ ଭାଇରାଲ୍ ହେଉଥିବାର ନଜର ଆସିଛି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ବାବୁସାନ୍ ମହାନ୍ତି ଙ୍କ ବିଷୟରେ ଆପଣଙ୍କୁ କେତେମାତ୍ରାରେ ଜଣା ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |