Breaking News

ନରେନ୍ଦ୍ର ମୋଦି ଆଜି ତାଙ୍କ ଜନ୍ମ ଦିନରେ କୃଷକ ମାନଙ୍କ ପାଇଁ ଆଣିଲେ ବହୁତ ବଡ଼ ଖୁସି ଖବର…. ଦେଖନ୍ତୁ ଏହି ଦିନ ମିଳିବାକୁ ଯାଉଛି PM Kisan ଯୋଜନାର ଟଙ୍କା !

ତେବେ ଦର୍ଶକବନ୍ଧୁ ସମସ୍ତ ଚାଷୀଙ୍କ ପାଇଁ ଆସିଗଲା ବହୁତ ବଡ଼ ଖୁସି ଖବର ଯାହାକି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦିନରେ ଚାଷୀଙ୍କୁ ମିଳିବ ପିଏମ କିସାନ ଯୋଜନାର ଦ୍ଵାଦଶ କିସ୍ତିର ଟଙ୍କା ଏହା କେତେବେଳେ ଯାଉଛି | ତେବେ ଦର୍ଶକବନ୍ଧୁ କୃଷକ ମାନେ ଖୁବୁ ଶୀଘ୍ର ଏକ ବଡ଼ ଖବର ପାଇବାକୁ ଯାଉଛନ୍ତି ଯଦି ଆପଣ ଜଣେ ପିଏମ କିଷାନର ହିତାଧିକାରୀ ତେବେ ଏହି ଖବର ଆପଣ ମାନଙ୍କ ପାଇଁ ଗୁରୁତ୍ୱ ପୂର୍ଣ୍ଣ ଅଟେ |

ଗଣମାଧ୍ୟମରେ ରିପୋତ ଅନୁଯାଇ ପିଏମ କିଷାନ ଯୋଜନା ଅଧୀନରେ ଦ୍ଵାଦଶ କିସ୍ତି ସ୍ଥିର କରାଯାଇଛି କିସ୍ତି ଟ୍ରାନ୍ସପର ପାଇଁ ସରକାର ସମସ୍ତ ଆବଶକ୍ୟ ଵେବସ୍ତ ମଧ୍ୟ କରିସାରିଛନ୍ତି ଗଣମାଧ୍ୟମ ରିପୋର୍ଟ ଅନୁଯାଇ ଆଗାମୀ ବିଶ୍ଵକର୍ମା ପୂଜା ଆଜି ଅର୍ଥାତ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ କୃଷକ ମାନଙ୍କ ଆକାଉଣ୍ଟ କୁ ଏହି ଟଙ୍କା ଆସିପାରେ ଯଦି ସୂତ୍ରକୁ ବିଶ୍ୱାସ କରାଯାଏ |

ତେବେ ପ୍ରଧାନମନ୍ତ୍ରୀ ମୋଦି ନିଜ ଜନ୍ମ ଦିନରେ ଦେଶରେ ପ୍ରାୟ 11 ଦଶମିକ 37 କୋଟି କୃଷକ ମାନଙ୍କ ଖାତାରେ ପିଏମ କିଷାନ ଯୋଜନାର ଦ୍ଵାଦଶ କିସ୍ତି ଟଙ୍କା ପଠାଇ ପାରନ୍ତି | କହି ରଖୁଛୁ ସେପ୍ଟେମ୍ବର 17 ମାନେ ଆଜି ପିଏମ ମୋଦି ନିଜର 72 ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି ଏହି ରାଶିକୁ ଟଙ୍କା ମିଳିପାରେ | ଏହା ପୂର୍ବରୁ ପିଏମ କିଷାନ ଯୋଜନା ଅଧୀନରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଙ୍କୁ ଦ୍ଵାଦଶ କିସ୍ତି ଟଙ୍କା ପଠାଯାଇଥିଲା |
.
ଏକାଦଶ କିସ୍ତି ପାଇଁ ଟଙ୍କା 31 ମେ 2022 ରେ ପାଠ ଯାଇଥିଲା ଏହି ଯୋଜନା ଅଧୀନରେ ଯେଉଁ କୃଷକ ମାନେ ସେମାନଙ୍କ ଆକାଉଣ୍ଟ କୁ ପିଏମ କିଷାନ ର ଏକାଦଶ କିସ୍ତି ଟଙ୍କା ଗ୍ରହଣ କରିନାହାନ୍ତି ତେବେ ସେମାନେ ପରବର୍ତୀ କିସ୍ତି ସହିତ ପୂର୍ବ ରାଶି ମଧ୍ୟ ପାଇବେ ଅର୍ଥାତ କୃଷକ ମାନେ ବର୍ତମାନେ 4000 ଟଙ୍କା ପାଇବେ କିନ୍ତୁ ଆମେ ଆପଣଙ୍କୁ କହି ରଖିବୁ ଯେ ଏହି ସୁବିଦା ମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁ ମାନେ ପୂର୍ବରୁ ପଞ୍ଜିକୃତ ହୋଇଥିଲେ |

ଯଦି ଆପଣ ମଧ୍ୟ ଆବେଦନ କରିଛନ୍ତି ଓ ଗ୍ରହଣୀୟ ହୋଇଛି ତେବେ ଆପଣ ଏକ ସହ 4000 ଟଙ୍କା ପାଇବେ ମୋଦି ସରକାର ଏହି ପ୍ରଧାନମନ୍ତ୍ରୀ କିଷାନ ସାମନିଧି ଯୋଜନା 24 ଫେବୁଆରି 2019 ରେ ଆରମ୍ଭ କରିଥିଲେ | କେନ୍ଦ୍ର ସାକାର କୃଷକଙ୍କୁ ପ୍ରତିବର୍ଷ 6000 ଟଙ୍କା ଦିଅନ୍ତି କୃଷକ ମାନଙ୍କୁ ଋଣ ମୁକ୍ତ କରିବା ପାଇଁ କେନ୍ଦ୍ର ସରକାର ଏହି ଯୋଜନା ଆରମ୍ଭ କରିଥିଲେ ସରକାର 3ଟି କିସ୍ତିରେ ବର୍ଷକୁ 6000 ଟଙ୍କା ପ୍ରଦାନ କରନ୍ତି |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.