ବନ୍ଧୁଗଣ ଜାଣିଥିବେ ତ ମହାମାରୀ କୋରନା ର ଲକ୍ଷଣ କୁ ବାହାର କରିବା ପାଇଁ ବିଶେଷଙ୍ଗ ମାନେ କେତେ ସବୁ ଗବେଷଣା କରିଛନ୍ତି। ଆଉ ସେସବୁ ଗବେଷଣା ପରେ ଅନେକ ଏ ରୋଗର କେତେକ ଲକ୍ଷଣ କୁ ଚିହ୍ନଟ କରିଛନ୍ତି ଯେମିତିକି ପ୍ରଥମ ଲହର ଏହାର ଲକ୍ଷଣ ଥିଲା ଥଣ୍ଡା,ଜର, କାଶ ଇତ୍ୟାଦି ମାତ୍ର ଦ୍ୱିତୀୟ ଲହର ଲକ୍ଷଣ ରେ କିଛି ଟା ପରିଵର୍ତନ ଦେଖାଦେଇଛି ଯେମିତିକି ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବା ଡାଇରିଆ ଗୋଡ଼ ହାତ ଘୋଳା ବିନ୍ଧା ହେବା ଇତ୍ୟାଦି।ଏବେଯାଏଁ ବି ଗବେଷଣା ରେ ସମାପ୍ତି ଘଟିନାହିଁ। ଏଇ କିଛି ଦିନ ତଳେ କୋରନା ର ଆହୁରି ଏକ ଲକ୍ଷଣ ସାମ୍ନାକୁ ଆସିଛି।
ଲକ୍ଷଣ ଟି ହେଉଛି ଏବେ ଜଣଙ୍କର ନଖ ଦେଖିଲେ ବି ଜାଣିପାରିବେ ବ୍ୟକ୍ତି ଜଣଙ୍କ କୋରନା ସଂକ୍ରମିତ କି ନୁହଁ। ତାହାଲେ ଆସନ୍ତୁ ଜାଣିବେ ନଖରେ କଣ କଣ ସବୁ ଦେଖାଗଲେ ଏହା କୋରନା ର ଲକ୍ଷଣ ବୋଲି ଆପଣ ଜାଣିପାରିବେ। ଜଣେ ବ୍ୟକ୍ତି କୋରନା ସଂକ୍ରମିତ ହୋଇଥିଲେ ତାକୁ ଭଲ ହେବାପାଇଁ ବହୁତ ଦିନ ସମୟ ଲାଗିଥାଏ। ତେଣୁ କିଛି ଜଣ ରୋଗୀଙ୍କ ଠାରେ ପରୀକ୍ଷା ରୁ ଜଣାପଡିଛି। ଏହି ସମୟରେ ତାଙ୍କ ନଖର ଆକୃତି କିଛି ଟା ପରିଵର୍ତନ ଦେଖାଦେଇଥାଏ। ଏମିତି ରେ ସାଧାରଣତଃ ଲକ୍ଷ କରିଥିବେ ଥରେ ନଖ କାଟିବା ପରେ ନଖ ବଢିବା ପାଇଁ ଅତିବେସିରେ ଗୋଟେ ସପ୍ତାହ ରୁ ଅଧିକ ସମୟ ନେଇଥାଏ।
ମାତ୍ର ଯେଉଁମାନଙ୍କ ପାଖର କୋଭିଡ ର ଲକ୍ଷଣ ଥାଏ ସେମନଙ୍କର ନଖ ଏତେ ଜଲ୍ଦି ବଢିନଥାଏ।ବ୍ରିଟେନର ଜୋ କୋଭିଡ ଗବେଷଣା କେନ୍ଦ୍ରର ଅଗ୍ରଣୀ ଗବେଷକ ଟିମ୍ ସ୍ପେକ୍ଟର ଏହି ଲକ୍ଷଣ କୁ କୁ ଚିହ୍ନଟ କରିଛନ୍ତି ଏବଂ ଏହାର ନାମ ଦେଇଛନ୍ତି ‘କୋଭିଡ ନେଲ୍ସ’। ଏହି ଗବେଷଣା ରୁ ଏହା ବି ଜଣାପଡିଛି କି ଯେତେବେଳେ ଆପଣ ଏପରି ଲକ୍ଷଣ ଥିବା ରୋଗୀଙ୍କ ନଖରେ ଆଙ୍ଗୁଠି ମାରିବେ ନିଶ୍ଚୟ ଆପଣଙ୍କୁ ସେମାନଙ୍କ ନଖର ଗଠନରେ ପରିବର୍ତନ ଦେଖାଯିବ।
କିନ୍ତୁ ଗବେଷକ ମାନଙ୍କର କହିବା ମୁତାବକ ଏହା ଏକ ପାର୍ଶ୍ୱ ପ୍ରତିକ୍ରିୟା ପରି କାମ କରିବ ଯଦି ରୋଗୀ କିଛି ଟା ସୁସ୍ତ ଅବସ୍ଥାକୁ ଫେରି ଆସିବ ତାହାଲେ ନଖର ଆକୃତି ରେ ଆସିଥିବା ପରିଵର୍ତନ ବି ଧୀରେ ଧୀରେ ପୂର୍ବ ଅବସ୍ଥାକୁ ଫେରି ଆସିବ। ଏ ନେଇ ମଧ୍ୟ କିଛି ଗବେଷକ ଟିମ ଅନେକ ରୋଗୀ ଙ୍କର ପ୍ରତିକ୍ରିୟା କୁ ସୋସିଆଲ ମିଡିଆରେ ସେୟାର କରିଚନ୍ତି ଯେଉଁଥିରେ ସେମାନେ କହିଛନ୍ତି କି କିଛି ଟା ସପ୍ତାହ ପରେ ସେମାନଙ୍କ ନଖ ପୂର୍ବ ଅବସ୍ଥାକୁ ଫୁଣି ଫେରି ଆସିଚି। ତେଣୁ ଏ ନେଇ ସେତେଟା ଚିନ୍ତିତ ହେବାର କିଛି ବି ଆଵଶ୍ୟକତା ନାହିଁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ