ଦର୍ଶକବନ୍ଧୁ ଆପଣ ମାନେ କେବେ ଭାବିଛନ୍ତି କି ଆପଣଙ୍କ ନଖ ଉପରେ ରହିଥିବା ଅଧା ଚନ୍ଦ୍ରର ଚିହ୍ନ ରହିଥାଏ ତାହା କଣ ପାଇଁ ରହିଥାଏ ଏବଂ ଏହାର ଅର୍ଥ କଣ ଅଟେ ଏବଂ ଏହି ଚିହ୍ନ ଆପଣଙ୍କ ନଖରେ କଣ ପାଇଁ ରହିଥାଏ ଏହା ଅନ୍ୟ ଲୋକ ମାନଙ୍କ ନଖରେ କଣ ପାଇଁ ରହିନଥାଏ ଯଦି ଆପଣ ମାନେ ମଧ୍ୟ ଏପରି ଭାବୁଥାନ୍ତି ଏବଂ ଏହା ଅର୍ଥ ଆପଣ ମାନେ ଜାଣି ନଥାନ୍ତି ଚାଲନ୍ତୁ ଜାଣିବା |
ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଆମ ଶରୀରରେ ପ୍ରତେକ ଅଙ୍ଗର କିଛିନା କିଛି ରହସ୍ୟ ଲୁଚି ରହିଛି ଯାହା ଆମକୁ ଆମର ସୁସ୍ଥ ଶୋଭାବ ଆଚାର ବିଚାର ଏବଂ ଭବିଷତ ବିଷୟରେ ଆଲୋଚନା କରାଯାଇଥାଏ | କିନ୍ତୁ ଏସବୁକୁ ଜାଣିନଥାଉ କିମ୍ବା ଜାଣିଲେବି ଏସବୁ ପ୍ରତି ଧ୍ୟାନ ଦେଇନଥାଏ ଯାହା ଫଳରେ ଆମ ଶରୀର ପାଇଁ ଏବଂ ଆମ ଭବିଷତ ପାଇଁ ଅଧିକରୁ ଅଧିକ ଖେତୀ କାରକ ସାବ୍ୟସ୍ତ ହୋଇଥାଏ | ତେବେ ବନ୍ଧୁଗଣ ଶରୀରର ପ୍ରତେକ ଅଙ୍ଗ କିଛି ନା କିଛି କହିଥାଏ ତା ମଧ୍ୟରୁ ନଖ ହେଉଛି ଅନ୍ୟତମ |
ବନ୍ଧୁଗଣ ଆମ ନଖ ଆମ ଶରୀରର ଏକ ମହତ୍ୱ ପୂର୍ଣ୍ଣ ଅଙ୍ଗ ହୋଇ ଥାଏ ଯାହା ଆମ ଶରୀରର ଡ଼େସେଲେ ରେ ତିଆରି ହୋଇଥାଏ ସେଥି ପାଇଁ ଆମେ ନଖ କାଟି ଥାଉ ଆମକୁ କଷ୍ଟ ହୁଏ ନାହିଁ ନଖ ଆମ ଶରୀରର ସୁନ୍ଦର ତାକୁ ବୃଦ୍ଧି କରେ ନଖ ମହିଳା ମାନଙ୍କ ପାଇଁ ନଖ ବହୁତ ଖାସ ହୋଇଥାଏ | କିନ୍ତୁ ବନ୍ଧୁଗଣ ଆପଣ ମାନେ ଜାଣନ୍ତି କି ନଖ ଉପରେ ଅଧ ଚନ୍ଦ୍ର ପରି ଧଳା ରହିଥାଏ ଏହାର ଅର୍ଥ କଣ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ ରହସ୍ୟ ବିଷୟରେ |
ବନ୍ଧୁଗଣ ଆମ ହସ୍ତ ରେଖା ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ତର୍ଜନୀ ଆଙ୍ଗୁଳିର ନଖରେ ଅଧା ଚନ୍ଦ୍ର ପରି ରହିଥାଏ ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ବୋଲି ମନାଯାଇଥାଏ ଏହା ସହିତ ଆପଣ ଭାଗ୍ୟ ଶାଳୀ ମଧ୍ୟ ଅଟନ୍ତି କାରଣ ହସ୍ତ ରେଖା ଶାସ୍ତ୍ର ଅନୁସାରେ ଯେଉଁ ମାନଙ୍କର ତର୍ଜନୀ ଆଙ୍ଗୁଠିରେ ଅଧା ଚନ୍ଦ୍ର ଚିହ୍ନ ପରି ରହିଥାଏ ସେମାନଙ୍କୁ ବହୁତ ଜଲଦି ସଫଳତା ପ୍ରାପ୍ତ ହୋଇଥାଏ ଏବଂ ଏହି ପରି ବ୍ୟକ୍ତି ମାନେ ଅଳ୍ପ ପରିଶ୍ରମ କରି ମଧ୍ୟ ବଡରୁ ବଡ କାର୍ଯ୍ୟକୁ ସରଳତାର ସହ ସମ୍ପୂର୍ଣ କରି ନେଇଥାନ୍ତି |
ଯଦି ଆପଣଙ୍କ ବୁଢା ଆଙ୍ଗୁଳିରେ ଅଧା ଚନ୍ଦ୍ର ରହିଥାଏ ଏପରି ବ୍ୟକ୍ତି ଅଳସୁଆ ପ୍ରଭୁତିର ହେବେ ଏମାନେ ପ୍ରତେକ କାର୍ଯ୍ୟକୁ ସରଳତାରେ କରି ଉତ୍ତମ ଫଳ ପ୍ରାପ୍ତି କରିବା ପାଇଁ ସର୍ବଦା ମନରେ କାମନା କରିଥାଏ କିନ୍ତୁ ଏମାନଙ୍କର ଖାସ ଗୁଣ ହେଉଛି ଏମାନେ କେବେବି କାହା ଉପରେ ଇର୍ସା ଭାବନା ଆଣିନଥାନ୍ତି ଏହା ସହ ବନ୍ଧୁ ମାନେ ଆମ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କର କୌଣସି ଆଙ୍ଗୁଳି ର ନଖରେ ମଧ୍ୟ ଅଧା ଚନ୍ଦ୍ର ନଥାଏ ତେବେ ଏହା ଆପଣ ପାଇଁ ଅମଙ୍ଗଳ ର ସୂଚନା ଜଣାଇଥାଏ |
Check Also
ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …
ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …