Breaking News

ନାକ ଅଗରେ ରାଗ ରଖି ଜନ୍ମ ହେଇଥାନ୍ତି ଏହି ୩ଟି ନାମର ଝିଅ।କ’ଣ କହିଥାଏ ଜ୍ୟୋତିଷ ଶାସ୍ତ୍ର ଏମାନଙ୍କ ବିଷୟରେ?

ଦର୍ଶକବନ୍ଧୁ ଆମେ ଆଜି ୩ ଟି ଏପରି ଝିଅ ମାନଙ୍କ ବିଷୟ ରେ କହିବାକୁ ଯାଉଛୁ ଯେଉଁ ମାନେ ଜନ୍ମ ରୁ ହିଁ ରାଗି ପ୍ରକୃତି ର ହେଇଥାନ୍ତି | ପ୍ରତେକ ମଣିଷ ତାର ନାମ ରୁ ପରିଚିତ ହୋଇଥାଏ | ପ୍ରତେକ ବ୍ୟକ୍ତି ଙ୍କ ଜିବନ ରେ ନାମ ର ମହତ୍ତ୍ଵ ବୋହୁତ ରହିଛି ଆମେ ଯେ କୌଣସି ଜାଗା କୁ ପ୍ରଥମେ ଯାଉ ସେହି ସ୍ଥାନରେ ସର୍ବ ପ୍ରଥମେ ଆମର ନାମ ନେଇ ସମ୍ବୋଧନ କରାଯାଏ |

କାରଣ ଆମର ନାମ ହିଁ ଅମର ପରିଚୟ ଅଟେ ତେବେ ଏହି ନାମ କୁ ଆମର ରାଶି ନଖେତ୍ର ନାମ ଓ ଜନ୍ମ ସମୟ ରେ ଦିଆଯାଇଥାଏ ତେବେ ସାଧାରଣ ତ ମଣିଷର ସୌଭବ ଜାଣିବା କଷ୍ଟକର ଅଟେ। କିନ୍ତୁ ଆପଣ ଚାହିଁଲେ ମଣିଷ ର ନାମ ର ଅକ୍ଷର ରୁ ମଣିଷ ର ସୌଭାବ ବିଷୟ ରେ ଜାଣିପାରିବେ |

ଏମିତି କି ନିଜ ନାମରୁ ନିଜ ଗୁଣ ବିଷୟ ରେ ଜାଣିପାରିବେ ଏମିତି କିଛି ନାମ ର ଝିଅ ମାନେ ଅଛନ୍ତି ଯେଉଁମାନେ ଟିକେ କଥା ରେ ଜାଣିପାରନ୍ତି | ଏମିତିକି ଟିକେ ଟିକେ କଥାରୁ ରଗିଯାଇଥନ୍ତି | ଏମିତି କେ ସେମାନେ ଟିକେ ଟିକେ କଥାରେ ଧରିବସିଥନ୍ତି ତେବେ ଆସନ୍ତୁ ଜାଣିବା ଏମିତି କିଛି ନାମ ଥିବା ସ୍ଵଭାବ ବିଷୟ ରେ |

ଯେଉଁ ଝିଅ ମାନଙ୍କର ନାମ B ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବୋହୁତ ସୁନ୍ଦର ହୋଇଥାନ୍ତି।ଆଉ ଟିକେ ଟିକେ କଥାରେ ରଗିଯାଇଥାନ୍ତି | ଯାହା ଫଳରେ ଏମାନଙ୍କୁ ବୁଝିବା ଏତେ ସହଜ ନୁହେଁ। ଏମାନେ ଯେମିତି ସୁନ୍ଦର ହୋଇଥାନ୍ତି ସେପରି ଗୁଣ ବତି ସେ ହୋଇଥାନ୍ତି କିନ୍ତୁ ଏମାନେ ରହିଲେ ବୁଝିବା ବୋହୁତ କଷ୍ଟ ଅଟେ ତେଣୁ ଏହି ଝିଅ ମାନଙ୍କୁ ରାଗ ଠାରୁ ଦୂରରେ ରଖିବା ଉଚିତ୍।

R ନାମ ଥିବା ଝିଅ ଏହି ଝିଅ ମାନେ ଏହି ବୋହୁତ ଶାନ୍ତ ଶୋଭାବର ହୋଇଥାନ୍ତି | ଏମାନେ ବୋହୁତ କମ ରାଗନ୍ତି କିନ୍ତୁ ଏମାନେ ରଗିକେ ଶାନ୍ତ କରିବା ବୋହୁତ କଷ୍ଟ ଅଟେ।ଏମାନେ ରାଗିଲେ କାହାରି ନୁହଁନ୍ତି | ତେଣୁ ଏହି ନାମ ଝିଅ ମାନଙ୍କୁ ରଗାଇବ ଅଦୋଉଁ ଉଚିତ୍ ନୁହେଁ।

P ନାମ ରେ ଥିବା ଝିଅ ଏହି ନାମ ରେ ଥିବା ଝିଅ ମାନେ ବୋହୁତ ବିଶ୍ଵସ୍ତ ହୋଇଥାନ୍ତି | ଏମାନେ କୌଣସି କଥାରେ ଶୀଘ୍ର ରାଗନ୍ତି ନାହିଁ ଏମାନେ ସର୍ବଦା ଅନ୍ୟ ର ସେବା କରନ୍ତି କିନ୍ତୁ ଏମାନେ ରାଗିଲେ କାହାରି ନୁହଁନ୍ତି | କାରଣ ଏମାନେ ରାଗିଲେ ଶାନ୍ତ ହେବାର ନାମ ନିଅନ୍ତି ନାହିଁ | ତେଣୁ ଏହି ଝିଅ ମାନଙ୍କୁ ଭୁଲରେ ବି ରଗାଇବ ଉଚିତ୍ ନୁହେଁ।

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.