Breaking News

ନଈକୁ ଡେଇଁଲା ପ୍ରେମିକା, ପାଣିରୁ ଛାଣି ଆଣିଲା ପ୍ରେମିକ, ଭାଇରାଲ ହେଲା ଭିଡିଓ….ଏହି ଭିଡ଼ିଓ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ !

ନମସ୍କାର ଦର୍ଶକବନ୍ଧୁ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବହୁ ମାତ୍ରାରେ ରେ ଭାଇରଲ ହେବାରେ ଲାଗିଛି ଆଜି ଆମେ ଏହି ଭିଡ଼ିଓ ବିଷୟରେ କହିବାକୁ ଯାଉଛୁ | ବନ୍ଧୁଗଣ ଆପଣ ମାନେ ସମସେ ଏହି ଭିଡ଼ିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡିଆରେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି |

ପ୍ରେମ କରିଛି ମନ ଦେଇଛି ହୃଦୟ ଦେଇଛି ସେ ଜାଣିଚି ପ୍ରେମର ମହତ୍ୱ ବନ୍ଧୁଗଣ କଥାରେ ଅଛି ପ୍ରେମ କାହାସହିତ କେତେବେଳେ ହେବ ଏହା କେହିବି କହି ପାରିବେ ନାହିଁ ଆଉ ପ୍ରେମ ହେଲେ ଝଗଡା ଗୋଟେ ସ୍ୱାଭାବିକ କଥା | ଯାହା ପାଇଁ ଭଲ ପାଇବା ଥାଏ ତାହା ଝଗଡା ହୁଏ ଆଉ ଏଠିବି ଠିକୀ ସେମିତି ହୋଇଛି | ପ୍ରେମିକା ଓ ପ୍ରେମିକ ମଧ୍ୟରେ କୌଣସି କାରଣରୁ ଝଗଡା ହେବାରୁ ରାଗି ଯାଇ ପ୍ରେମିକା ନଦୀ ଉପରୁ ଡେଇଁ ପଡ଼ିଥିଲେ |

କିନ୍ତୁ ପ୍ରେମିକାକୁ ବଞ୍ଚାଇ ବା ପାଇଁ ତାଙ୍କ ପଛରେ ପ୍ରେମିକ ନଦୀ ଉପରକୁ ଡେଇଁ ପଡ଼ିଥିଲେ | ଆଉ ସବୁଠାରୁ ବଡ଼ କଥା ହେଲେ ପ୍ରେମିକ ନିଜ ପ୍ରେମିକାର ଜୀବନ ବଞ୍ଚାଇ ଦେଲା ଏହି ଦୃଶ୍ୟକୁ ଭଲ ଦେଖନ୍ତୁ ଯେମିତି ନଦୀ ଭିତରେ ପ୍ରେମିକାକୁ ଜାବୁଡି ଧରିଛନ୍ତି ପ୍ରେମିକ ଆଉ ପ୍ରେମିକ ବି ତାଙ୍କୁ ଧରିଛନ୍ତି ଏହା ସହ ପ୍ରେମିକାକୁ ଉପରକୁ ଆଣିବାକୁ ଚେଷ୍ଟା କରିଥିଲେ ପ୍ରେମିକ ଜଣଙ୍କ |

ବନ୍ଧୁଗଣ ଏହି ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ରରୁଆରେ ଏହି ଅଞ୍ଚଳରେ ରହୁଥିବା ନିଜ ପ୍ରେମିକକୁ ଭୁବନେଶ୍ୱର ରୁ ଦେଖା କରିବାକୁ ଆସିଥିଲେ ପ୍ରେମିକା ହେଲେ କୌଣସି କାରଣରୁ ଦୁହେଁଙ୍କ ମଧ୍ୟରେ ଝଗଡା ହୋଇଥିଲା ଝଗଡ଼ାରେ ରାଗିଯାଇ ନଦୀ ଉପରୁ ଡେଇଁ ପଡ଼ିଥିଲେ ପ୍ରେମିକା ଆଉ ପ୍ରେମିକା ଡେଇଁ ଥିବାର ଦେଖି ପ୍ରେମିକ ଜଣଙ୍କ ନାଇଁ ଭିତରକୁ ଡେଇଁ ପଡ଼ିଥିଲେ ଆଉ ସେ ନିଜ ପ୍ରେମିକାଙ୍କୁ ଜୀବନ ବଞ୍ଚାଇବା ଦେଖିବାକୁ ମିଳିଥିଲା | ଏହି ଘଟଣା ଉପରେ ଆପଣଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ !

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.