Breaking News

ନାଗୁଣୀ ର ମୃତ୍ୟୁ ପରେ ନାଗ ଯାହା କଲା ଆପଣ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ

ବନ୍ଧୁଗଣ ନାଗ ନାଗୁଣୀ ଙ୍କ ବହୁତ ସାରା କାହାଣୀ ତ ଆପଣମାନେ ନିଶ୍ଚିତ ଭାବରେ ଶୁଣିଥିବେ କୁହାଯାଏ କି ଏମାନଙ୍କ ଭଲପାଇବା ଏତେ ମଜବୁତ ହୋଇଥାଏ କି ଏମାନେ ଅଲଗା ହୋଇ ପାରନ୍ତି ନାହିଁ ତେବେ ବନ୍ଧୁଗଣ ଜଗତସିଂହପୁର ରେ ଘଟିଲା ଏକ ଏପରି ଘଟଣା ଆପଣ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ପ୍ରକୃତ ଘଟଣା |

ବନ୍ଧୁଗଣ ବିହାର ରେ ଗୋଟେ ନାଗୁଣୀ ମାରିବା ପରେ ନାଗ ମଧ୍ୟ ସହିନପାରି ମରିଗଲା ଗାଁ ଲୋକମାନେ ଏହି ନାଗ ନାଗୁଣୀ କୁ ଇଛା ଧାରୀ ବୋଲି କହୁଥିଲେ ଆଉ ଏଠାରେ ଥିବା କେଳା ମଧ୍ୟ ଏମିତି ସାପ କୁ ପ୍ରଥମ ଥର ପାଇଁ ଦେଖିଲା ବୋଲି କହିଥିଲା |

ବନ୍ଧୁଗଣ ବିହାର ର ଏକ ଗାଁ ରେ ଏହି ଘଟଣା ଘଟିଥିବାର ଶୁଣିବାକୁ ମିଳୁଛି ନାଗୁଣୀ ର ମାରିବା 2 ଦିନ ପରେ ନାଗ ନାଗୁଣୀ ପାଖରେ ପହଁଚିଲା ଆଉ ବହୁତ ସମୟ ଅପେକ୍ଷା କଲା ଆଉ ଯେତେବେଳେ ନାଗୁଣୀ ଉଠିଲା ନାହିଁ ସେତେବେଳେ ନାଗ ମଧ୍ୟ ତା ପାଖରେ ନିଶ୍ୱାସ ବନ୍ଦ କରିଦେଲା |

ଗାଁ ଲୋକ କହିବା ଅନୁସାରେ ଦୁଇଜଣ ଇଛା ଧାରି ନାଗ ନାଗୁଣୀ ଥିଲେ ସେହି ଗାଁ ରେ ଥିବା ଜଣେ କେଳା କହିଲା କି ସେ 20 ବର୍ଷ ରେ ମଧ୍ୟ ଏଭଳି ସାପ କୁ ଆଗରୁ କେବେ ଦେଖିନଥିଲା | ଗାଁ ଲୋକଙ୍କ କହିବା ଅନୁସାରେ ଗାଁ ରେ ଏକ ଧଳା ନାଗୁଣୀ ପଶିଆସିଥିଲା ଯାହାକୁ ଧରିବାକୁ କେଳା କୁ ଡକାଯାଇଥିଲା |

ଯେତେବେଳେ ସେ କେଳା ନାଗୁଣୀ କୁ ଧରିଦେଲା ସେତେବେଳେ ସେ ନାଗୁଣୀ ଟି ମରିଗଲା ଏହା ପରେ ଗାଁ ଲୋକ ସବୁ ମିଶି ନାଗୁଣୀ କୁ ଜାଳିଦେଲେ ତା ଦୁଇଦିନ ପରେ ସେଇ ଜାଗାରେ ନାଗ ଆସି ପହଁଚିଲା ଆଉ ସେ କିଛି ସମୟରେ ସେଠାରେ ପ୍ରାଣ ତ୍ୟାଗ କରି ଦେଲା ଏହା ପ୍ରମାଣ ଦିଏ କି ନାଗ ନାଗୁଣୀ ର ଭଲପାଇବା |

About odisha news

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.