ଦର୍ଶକବନ୍ଧୁ ଭାରତ ରେ ନାଗୀନଗୁଣୀ ଙ୍କୁ ବହୁତ ପବିତ୍ର ବା ଦେଵତୁଲ୍ୟ ବୋଲି ମନାଯାଇଥାଏ ଏହି କାରଣରୁ ଭାରତ ରେ ଅନେକ ନାଗୀନଗୁଣୀ ମନ୍ଦିର ରହିଛି ଭାରତ ଏ ଅନେକ ସାରା ଫିଲ୍ମ ଏମାନଙ୍କ ଉପରେ ବନାଯାଇଛି କିନ୍ତୁ ନାଗ ନାଗୁଣୀଙ୍କ ଏମିତି ମନ୍ଦିର ଯାହା ଫିଲ୍ମ ର କାହାଣୀକୁ ମଧ୍ୟ ପଛରେ ଛାଡିଦବ ଆସନ୍ତୁ ଜାଣିବା ସେହି ମନ୍ଦିରର କାହାଣୀ |
ଭାରତ ର ମଧ୍ୟପ୍ରଦେଶ ରେ ଏକ ଏମିତି ମନ୍ଦିର ଅଛି ଯାହା ନାଗୀନଗୁଣୀଙ୍କ ପ୍ରେମ ର ମିସାଲ ଏହି ମନ୍ଦିରର ବିଶେଷ ହେଉଛି କି ଏଠାରେ ହିନ୍ଦୁ ଏବଂ ମୁସଲମାନ ଦୁହେଁ ଆସି ଏଠାରେ ନାଗ ନାଗୁଣୀଙ୍କ ପୂଜା କରିଥାନ୍ତି | କୁହାଯାଏ କି 2015 ରେ ପାଖରେ ଥିବା ହାଇୱେ ରେ ନାଗ ନାଗୁଣୀର ଗୋଟେ ଯୋଡି ରାସ୍ତା ପାର କରୁଥିଲେ |
ସେହି ସମୟରେ ଗୋଟେ ଟ୍ରକ ତଳେ ଆସି ନାଗ ର ମୃ-ତ୍ୟୁ ହୋଇଗଲା ସେ ନାଗ ର ମୃ-ତ୍ୟୁ ରେ ନାଗୁଣୀ ସେହି ନାଗ ପାଖରେ ଆସି ବସିଗଲା ଏହି କାରଣରୁ ସେ ରୋଡ଼ ରେ ଲମ୍ବା ଜାମ ଲାଗିଗଲା ଲାଗିଗଲା ଏହା ପରେ ନାଗୁଣୀ କୁ ସେଠାରୁ ହଟାଇବା ପାଇଁ ସାପ ଧରାଳି ଙ୍କୁ ଡକାଗଲା ଆଉ ସାପ ଧରାଳି ଆସି ସେହି ନାଗୁଣୀ କୁ ଜଙ୍ଘଲ ରେ ଛାଡିଦେଲେ |
କିନ୍ତୁ ପରଦିନ ସେହି ସ୍ଥାନରେ ସେ ନାଗୁଣୀ ଆସି ନିଜର ଜୀବନ ଦେଇଦେଲା ଏହା ପରେ ସ୍ଥାନୀୟ ଲୋକମାନେ ମିଶି ବିଧି ବିଧାନ ସହିତ ନାଗୁଣୀ ର ଅନ୍ତିମ ସଂସ୍କାର କଲେ ଆଉ ତାଙ୍କ ଶରୀର କୁ ନେଇ ଗଙ୍ଗାରେ ଵିସର୍ଜିତ କରାଗଲା ଏହା ପରେ ସ୍ଥାନୀୟ ଲୋକ ସେଠାରେ ଏକ ନାଗ ନାଗୁଣୀଙ୍କ ମନ୍ଦିର ବନଗଲା ଆଉ ଏଠାରେ ପ୍ରତି ନାଗପଞ୍ଚମୀ ରେ ମେଳା ହୋଇଥାଏ ଆଉ ମେଳା ରେ ହଜାର ହଜାର ଲୋକ ଆସିଥାନ୍ତି
Check Also
ଘୋଷଣା ହେଲା ଦଶମ ବୋର୍ଡ଼ ପରୀକ୍ଷାର ରେଜଲ୍ଟ, ଦେଖନ୍ତୁ ଏହି ତାରିଖରେ ପ୍ରକାଶ ପାଇବା ଦଶମ ପରୀକ୍ଷା ରେଜଲ୍ଟ !
ଯାହାକି ଆମ ରାଜ୍ୟରେ ମାଟ୍ରିକ ଫଳ କୁ ନେଇ ଆସୁଛି ଆଉ କିଛି ବଡ଼ ସୂଚନା ଫୁଣି ଆସିଲା ମାଟ୍ରିକ …