Breaking News

ନାଗର ମୃ-ତ୍ୟୁ ପରେ ନାଗୁଣୀ ନେଲା ଏଭଳି ଭୟଙ୍କର Pratisodha, ଯାହାକୁ ଦେଖିଲେ ଆପଣଙ୍କ ରୁମ ଟାଙ୍କୁରୀ ଉଠିବ, ଦୟାକରି ଛୋଟ ଛୁଆ ଦେଖନ୍ତୁ ନାହିଁ

ଦର୍ଶକବନ୍ଧୁ ଆସନ୍ତୁ ଜାଣିବା ଯେତେବେଳେ ଗୋଟେ ଭୟଙ୍କର ରାଜସ୍ଥାନ ର ଗୋଟେ ଗାଁ ଉପରେ ଭୟଙ୍କର ପ୍ରତି ଶୋଧ ହୋଇ ପଡ଼ିଲା । ଶୁଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ।ପ୍ରାଚୀନ କାଳରୁ କଥା ଅଛି ଯିଏ ଇଚ୍ଛା ଧାରି ନାଗ କି ନାଗୁଣୀ ହୋଇଥିବ | ସେ ଯାହାର ବି ରୂପ ନେଇ ପାରିବ ଭାରତୀୟ ସିନେମା ରେ ଏହି କାରଣ କୁ ନେଇ କେତେ ଗୁଡ଼ିଏ ଫିଲ୍ମ ତିଆରି ହୋଇଛି।ଯେଉଁ ଥିରେ ଇଚ୍ଛା ଧାରୀ ନାଗୁଣୀ ମଣୀର କେମିତି ରଖ୍ୟା କରେ ନିଜର ଶତ୍ରୁ ଠାରୁ କିପରି ପ୍ରତିଶୋଧ ନିଏ । ଆଜି ଏମିତି ଏକ ଘଟଣା କହିବାକୁ ଯାଉଚ୍ଛୁ ତାହା ରାଜସ୍ଥାନ ର ସିରୋହି ଜିଲ୍ଲା କୁ ଲାଗିକରୀ ଏକ ଛୋଟ ଗାଁରୁ ଯେଉଁଠି ବିନୋଦ ନାମକ ଏକ ବ୍ୟକ୍ତି ରହିଥିଲା ବିନୋଦ ବହୁତ୍ ଗରିବ ଥିଲା |

ତାର କିଛି ଗାଇ ଓ ଛେଳି ଯାହା କୁ ସେ ଚରାଉଥିଲ ଓ ତାର କ୍ଷୀର ବିକ୍ରୀ କରି ତାର ପରିବାର ଗୁଜୁରାଣ ମେଣ୍ଟୋଊ ଥିଲା । ଗୋଟେ ଦିନ ତା ସାନ ଭାଇ କୁ ଗାଇ ଚରେବାକୁ ପଠାଇ ଥିଲା । ସେ ଯେତେବେଳେ ଚରାଇ କି ଘରକୁ ଆସିଲା ଦେଖିଲା ତାର ଗୋଟେ ଗାଇ ନାହିଁ । ବୋଧହୁଏ ଜଙ୍ଗଲ ରେ ରହି ଯାଇଚି ତାପରେ ତା ଭାଇ କୁ କହିଲା ତୁ ଏଟି ରହ ମୁଁ ଜଙ୍ଗଲରୁ ଗାଇ ଖୋଜି କି ଆଣୁଛି ବିନୋଦ ଗାଇ କୁ ଖୋଜି ଖୋଜି ଜଙ୍ଗଲ ଭିତରକୁ ଚାଲି ଗଲା ସେତେବେଳେ ସେ ଦେଖିଲା ଜଙ୍ଗଲ ରେ କଣ ଗୋଟେ ଚକମକ କରୁଛି | ସେ ଭାବିଲା ହୀରା ହୋଇଥିବ ତଳୁ ଗୋଟେ ବାଢି ଉଠେଇ କି ତାକୁ ହଲେଇଲା । ତାକୁ ଜଣା ନଥିଲା ସେ ହେଉଛି ଇଚ୍ଛା ଧାରୀ ନାଗର ନାଗମଣି ବୋଲି ଯେତେ ବେଳେ ହେଲା ସେ ବାହାରକୁ ବାହାରିଲାଣି |

ସେଇଟାକୁ ଦୁଇ ତିନି ଥର ବାଢି ରେ ପିଟି ଦେଲା । ଯାହା ଦ୍ଵାରା ଇଚ୍ଛା ଧାରୀ ନାଗ ମୁଣ୍ଡ ରେ ଆଘାତ ଲାଗିଲା ଓ ସେ ସଙ୍ଗେ ସାଙ୍ଗେ ମରିଗଲା । ସେତେବେଳେ ସେ ବୁଝି ପାରିଲାନି ସେଟା ନାଗ ମଣି ବୋଲି । ଯେତେବେଳେ ସେ ଭାବିଲା ମୁ ଗୋଟେ ଇଚ୍ଛା ଧାରୀ ନାଗକୁ ମାରିଦେଇଛି ବୋଲି ତା ପାଦତଳୁ ମାଟି ଖସି ଗଲା । ସେ ବହୁତ୍ ଡରିଗଲା ତାକୁ ହଲେଇ କି ଦେଖିଲା କଣ ସତରେ ମରିଗଲା । ତାପରେ ସେ ନାଗ ମଣି କୁ ତା ପକେଟ୍ ରେ ରଖି ସେଠୁ ଦୌଡ଼ି ଘରକୁ ପଳେଇ ଆସିଲା । ସେ ଘରକୁ ଆସି କାହାରିକି କିଛି କହିଲାନି । ତାପରେ ନାଗମଣି କୁ ବାହାର କରି ହାତ ରେ ରଖି ତା ଇଚ୍ଛା ପ୍ରକାଶ କଲା। ମୋର ହଜି ଯାଇ ଥିବା ଗାଇ ମତେ ମିଳିଯାଉ |

ତାର ଗାଇ ସଙ୍ଗେ ସଙ୍ଗେ ଆସି ତ ଦୁଆର ମୁହଁରେ ହାଜର ।ବିନୋଦ ବହୁତ୍ ଖୁସି ହୋଇଗଲା,ସେ ଯେମିତି ଚାହିଁଲା ତା ଜୀବନ କୁ ବଦଳାଇଲା ତାକୁ ସବୁ କିଛି ମିଳିଗଲା ସେପଟେ ନାଗ ମରିବାର ଦେଖି ସେ ରାଗରେ ବହୁତ୍ ଗର୍ଜନ କଲା ନାଗୁଣୀ ତା ନାଗ ଆଖିରେ ତା ହତ୍ୟା କାରି କୁ ଦେଖି ଦେଲା ସେ ନାଗ କୁ ନ ଜଳେଇ ସେମିତି ଛାଡ଼ିଦେଲା ବହୁତ୍ ବଡ଼ ଭୁଲ କରିଦେଲା |ଏହି କାରଣ ରୁ ତାହାର ବହୁତ୍ ବଡ଼ ବରବାଧ ହେବାକୁ ଯାଉଥିଲା ସେ ନାଗମଣି ସହାୟତାରେ ସବୁ ସୁଖ ହାସିଲ କଲା | ତାର ଜୀବନ ଯାପନ କରୁଥିଲା ସେ ପଟେ ନାଗୁଣୀ ନାଗର ପ୍ରତିଶୋଧ ନେବାକୁ ଦୀନ ଗଣୁ ଥାଏ କିନ୍ତୁ ଯେତେ ଦୀନ ବିନୋଦ ପାଖରେ ନାଗମଣି ଥିବ ନାଗୁଣୀ ତାର କିଛି ବି କ୍ଷତି କରିପାରିବନି |

ସେଥି ପାଇଁ ନିଗୁଣୀ ରୂପ ବଦଲାଇ ଗୋଟେ ସୁନ୍ଦର୍ ଝିଅ ହୋଇ ବିନୋଦ ଙ୍କ ଗାଁ କୁ ଆସିଲା ବିନୋଦ ର ବହୁତ୍ ଟଙ୍କା ହୋଇଯାଇଥାଏ ସେ ତାଙ୍କ ଗାଁ ରୁ ଆଊ ଗୋଟେ ଗାଁ କୁ ଯାଉଥିଲା ,ବାଟରେ ନାଗୁଣୀ ତାର ରୂପ ବଦଳାଇ ରାସ୍ତା ରେ ବସି କାନ୍ଦୁଥିଲା । ବିନୋଦ ତାକୁ ପଚାରିଲା କାନ୍ଦୁଛ କଣ ପାଇଁ ସେ ସେଠୁ ତା ନା କବିତା ବୋଲି କହିଲା ସେ ଆର ଗାଁ ରେ ତା ଘର ଟା ସ୍ବାମୀ ଆଊ ଗୋଟେ ବିବାହ କରି ମତେ ମାର ଧର କରି। ଘରୁ ତଡୀ ଦେଲା ବିନୋଦ ର ତା ଉପରେ ଦୟା ଆସିଲା ସେ ତାର ସୁନ୍ଦର ରୂପ ଦେଖି ତାକୁ ଘରକୁ ନେଇ ଆସିଲା | ଧୀରେ ଧୀରେ ନାଗୁଣୀ ବିନୋଦ ସାଙ୍ଗ ହୋଇ ଗଲେ ବିନୋଦ ତାକୁ ଭଲ ପାଇ ବସିଲା ଦିନେ ବିନୋଦ ତାକୁ ବୁଲେଇବା ନେଇ ଗଲା ତା ସାଙ୍ଗରେ କବିତା ବିନୋଦ କୁ ପଚାରିଲା ତମେ ଜଉଟା ବେକରେ ପକେଇଚ ଚକ୍ ଚକ୍ ଦେଖା ଯାଉଚି ମତେ କଣ କିଛି ସମୟ ପାଇଁ ଦେଇ ପାରିବ ।

ବିନୋଦ ସେଠୁ ଚିଡୀ ଗଲା କହିଲା ଆ ବଦଳରେ ଆଊ କଣ ମାଗ କବିତା ବିନୋଦ କୁ କହିଲା ତମେ ତ ବଡ଼ ବଡ଼ କଥା କହୁଥିଲା | ଏଇଟା ଦେବୀ ସେଟା ଦେବୀ ବିନୋଦ ସେଠୁ ତା ବେକ୍ ରୁ ବାହାର କରି ଦେଲା କହିଲା କିଛି ସମୟ ପାଇଁ ନିଅ,ଯେତେ ବେଳେ ସେ ମଣି ନାଗୁଣୀ ହାତ କୁ ଦେଇଛି ସେତେ ବେଳେ ତାର ରୂପ ଭୟଙ୍କର ହୋଇ ଗଲା | ନାଗୁଣୀ ର ଏମିତି ରୂପ ଦେଖି ବିନୋଦ ଥରି ବାକୁ ଲାଗିଲା ନାଗୁଣୀ ବିନୋଦ କୁ ଧନ୍ସି ଧନ୍ସୀ ମାରିଦେଲା ମନେ ରଖିଥିବ କେବେ କୁ ନାଗ ନାଗୁଣୀ ଅଜାଣତରେ ମାରିବନି ଆମ ଛୋଟ ଛୋଟ ଭୁଲ ପାଇଁ ବହୁତ୍ ବଡ଼ ବିପଦରେ ପଡିଥାନ୍ତି ଯେମିତି ବିନୋଦ ସହ ହେଲା |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.