Breaking News

ନାଗ ସାପକୁ କିସ୍ କରିବା ପଡ଼ିଲା ମହଙ୍ଗା…Sapa କଲା ଏପରି ଅବସ୍ଥା ଦେଖିଲେ ଆପଣଙ୍କ ଛାତି ଥରିଉଠିବ…ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବିଷଧର ନାଗ ସାପକୁ କିସ୍ କରୁଥିଲେ ଯୁବକ । ସାପ କଲା ଏପରି ଅବସ୍ଥା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସାପ ଧରାଲିଙ୍କ ଅଜବ କାଣ୍ଡ ବିଷ ଧର ସାପକୁ ଧରିଲା ସମୟରେ ଏମିତି ଅଜବ କାଣ୍ଡ କଲେ ଯେ ସାପ ସିଧା ତାଙ୍କ ଓଠକୁ ଦଂଶନ କରିଥିଲା ।

କର୍ଣ୍ଣାଟକ ରୁ ଆସିଛି ଏକ ଭୟଙ୍କର ଭିଡିଓ ଯେଉଁଥିରେ ଜଣା ପଡିଛି ଜଣେ ଯୁବକ ନାଗ ସାପକୁ କିସ୍ କରୁଥିବା ଯାଉଥିବା ସମୟରେ ସାପଟି ବୁଲିକୁ ତାଙ୍କ ଓଠକୁ ଦଂଶନ କରୁଛି । ତେବେ ସୂଚନା ଅନୁସାରେ ଆଲେକ୍ସ ଏବଂ ରୋନି ନାମକ ଦୁଇ ଯୁବକ ସାପଟିକୁ ରେଷ୍କ୍ୟୁ କରିବାକୁ ଯାଇଥିଲେ ।

ରେସ୍କ୍ୟୁ କରିବା ସମୟରେ ଆଲେକ୍ସ ସାପ ସହିତ ଖେଳିବାକୁ ଲାଗିଥିଲା । ଏପରିକି ସାପଟିକୁ କିସ୍ ଦେବାକୁ ମଧ୍ୟ ଲାଗିଥିଲା ଏହି ସମୟରେ ସାପଟି ତାଙ୍କୁ ଚୋଟ ମାରିଥିଲା । ଏହା ପରେ ଆଲେକ୍ସଙ୍କୁ ମେଡିକାଲ୍ ନିଆଯାଇଥିଲା ସେଠାରେ ଡାକ୍ତର ତାଙ୍କର ଚିକିତ୍ସା କରି ଡିସଚାର୍ଜ କରିଦେଇଥିଲେ ।

ତେବେ ଡାକ୍ତର କହିଛନ୍ତି ଉଚିତ୍ ସମୟରେ ଯୁବକଙ୍କ ଚିକିତ୍ସା କରିବା ପରେ ଯୁବକ ଜଣକ ବଞ୍ଚି ଯାଇଛନ୍ତି । ତେବେ ଏହି ଘଟଣାଟି ଏବେ ସୋସିଆଲ ମେଡିଆ ରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି ।

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.