Breaking News

ନଭେମ୍ବର 3 ତାରିଖ ଦିନ ପଡ଼ିବାକୁ ଯାଉଛି ମା Lakhmi ଶୁଦସା ବ୍ରତ, ଜଣାନ୍ତୁ ନୂଆ ବ୍ରତ କାହିଁକି ହେବ ନାହିଁ ଓ ଜଣାନ୍ତୁ ଶୁଭ ମୁହୂର୍ତ କୋଉ ଦିନଠାରୁ ପଡ଼ିବାକୁ ଯାଉଛି !

ନମସ୍କାର ଦର୍ଶକବନ୍ଧୁ ଶୁଦସା ବ୍ରତ କାହିଁକି ପାଳନ କରାଯାଏ ଏବଂ ଦଶ ଅଙ୍କ ସହିତ ଏହି ପ୍ରକାର କଣ ସମାଜସ୍ୟ ରହିଛି ଏଠି ସହିତ ବିବାହିତା ନାରୀ ମାନଙ୍କ ପାଇଁ ଏହି ପ୍ରକାରର ମହତ୍ୱା ଏବଂ ପୁରାଣମତ ଏବଂ ଶେଷରେ ରହିଛି ମା ଲକ୍ଷ୍ମୀଙ୍କର ଦଶଟି ନାମ ପୂଜା ବିଧି ଏବଂ ଏହି ଦିନ କଣ କରିବା ଉଚିତି ଏବଂ କଣ ନକରିବା ଉଚିତି |

ବନ୍ଧୁଗଣ ଉକ୍ତଲୀୟ ସଂସ୍କୃତିରେ ଓଷା ଓ ବ୍ରତର ଯଥେଷ୍ଟ ଗୁରୁତ୍ୱ ରହିଛି ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ବ୍ରତ ମଧ୍ୟରୁ ଶୁଦସା ବ୍ରତ ହେଉଛି ଅନ୍ୟତମ ମା ଲକ୍ଷ୍ମୀଙ୍କର ଆରାଧ୍ୟାନର ପର୍ବ ହେଉଛି ଶୁଦସା ବ୍ରତ ଏବଂ ଏହି ପର୍ବ ନିଷ୍ଠାର ଭାବରେ ସଖୀମା ପାରିବେଶ ମଧ୍ୟରେ ସାରା ରାଜ୍ୟରେ ପାଳନ କରାଯାଇଥାଏ | କୌଣସି ମାସର ଶୁକ୍ଳପକ୍ଷ ଦଶମୀ ତିଥିକୁ ଗୁରୁବାର ଦିନ ପଡିଥାଏ ତେବେ ସେହି ଗୁରୁବାର ଦିନ ଶୁଦସା ବ୍ରତକରାଯାଇଥାଏ |

ଏବଂ ଯଦି ଏହି ଦିନ ବିବାହ ତିଥି ରହିଥାଏ ତେବେ ଏହାକୁ ନୂଆ ଶୁଦସା ବ୍ରତ କୁହାଯାଇଥାଏ ମାନେ ଏହି ଦିନ ନୂଆ ବିବାହିତ ମହିଳା ମାନେ ବ୍ରତ ଆରମ୍ଭ କରିଥାନ୍ତି ଘରର ସୁଖ ସମାରୀଟି ଓ ଶାନ୍ତି ବଜାଇ ରଖିବା ପାଇଁ ଗୃହିଣୀ ମାନେ ନିସ୍ତାର ସହିତ ଏହି ବ୍ରତ ପାଳନ କରୁଥାନ୍ତି | ପୁରାନିକ କଥା ଅନୁଯାଇ ଏହି ବ୍ରତରେ ରାଜାଙ୍କର ପାଟରାଣୀ ଏହି ବ୍ରତ ପ୍ରଥମେ ଆରମ୍ଭ କରିଥିଲେ |

ଏହା ସେହି ଦିନ ଠାରୁ ସମସ୍ତ ବିବାହିତ ନାରୀମାନେ ଆଜି ପର୍ଯ୍ୟନ୍ତ ପାଳନ କରି ଆସୁଛନ୍ତି ଦିନେ ବିକ୍ଷା ବ୍ରହ୍ମଣି ନଦୀରୁ ଜଳ ଆଣିବା ସମୟରେ ନିଜର ବର୍ତ୍ତୀକୁ ହଜାଇ ଦେଇଥିଲେ ଏବଂ ବ୍ରତ ହରାଇ ବିକଳ ଭାବରେ କନ୍ଦନ କରୁଥିବା ସମୟରେ ନଲ ରାଜା ତାଙ୍କର ଦୁଃଖ ଦୂର କରିବା ପାଇଁ ସତ୍ୟବ୍ରତ ହୋଇ ନିଜ ରାଣୀଙ୍କ ଠାରୁ ବ୍ରତ ଆଣି ବ୍ରହ୍ମଣିକୁ ଦେଇଥିଲେ | ଯେମିତି ବ୍ରତଟି ମା ଲକ୍ଷ୍ମୀଙ୍କର ପ୍ରତୀକ ତେଣୁ ବ୍ରତ ଦାନକଲେ ମନୁଷ୍ୟ ଲକ୍ଷ୍ମୀ ଛଡା ହୋଇଯାଏ | ବ୍ରତ ଦାନ କରିବା ପରେ ତାଙ୍କର ଧନ ସମ୍ପତି ସୁଖ ଏବଂ ଐଶ୍ଵର୍ଯ୍ୟ ଅପହୃତ ହୋଇ ରାଜା ଓ ରାଣୀ ଲକ୍ଷ୍ମୀ ଛଡା ହୋଇଯାଇଥିଲେ |

ଶୁଦସା ବ୍ରତର ପୂଜା ବ୍ରହ୍ମ ମୁହୁର୍ତରେ ଆରମ୍ଭ ହୋଇଥାଏ କାରଣ ଏହା ମାନ୍ୟତା ରହିଛି ସେହି ସମୟରେ ମା ଲକ୍ଷ୍ମୀ ମନ୍ଦିରରୁ ବାହାରି ନିଜ ଭକ୍ତ ମାନଙ୍କ ଘରକୁ ବୁଲିବାକୁ ଯାଇଥାନ୍ତି ତେଣୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆପଣ ହଳଦୀ ଲଗାଇ ନିଶ୍ଟିନ୍ତ ଭାବରେ ସ୍ଥାନ କରିବେ ଧଳା ଓ ନାଲି ରଙ୍ଗର ଶାଢ଼ୀ ପିନ୍ଦି ଶୁଦସା ବ୍ରତ ପାଳନ କରିବେ | ଏହା ସହିତ ମଥାରେ ସିନ୍ଦୁର ଓ ପାଦରେ ଆଲଟ ଲଗାଇବା ଦ୍ୱାରା କେବେବି ଭୁଲିବେ ନାହିଁ | ଏବଂ ଘରର ମହିଳା ମାନେ ସୁଖ ଶମୄତି ଓ ଶାନ୍ତି ବଜାଇ ରଖିବାପାଇଁ ଏହି ବ୍ରତକୁ ବହୁତ ନିଷ୍ଠାର ସହିତ ପାଳନ କରିଥାନ୍ତି |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.