Breaking News

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦରମା କେତେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ?

ଆପଣ ମାନେ ଜାଣିଛନ୍ତି କି ଦେଶ ତଥା ରାଜ୍ୟ କୁ ଶାସନ କରୁଥିବା ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରପତି ତଥା ନେତା ମାନଙ୍କର ଦରମା କେତେ? ଯଦି ଜାଣି ନାହାନ୍ତି ତେବେ ପୋଷ୍ଟ ଟି କୁ ସମ୍ପୂର୍ଣ ପଢନ୍ତୁ।ଅନେକ ସମୟରେ ଆପଣ ମାନଙ୍କ ମନକୁ ଏ ପ୍ରଶ୍ନ ଅସିଥିବ। ଆଜି ଆମେ ଏମିତି ଏକ ଜିନିଷ ଜଣେଇବାକୁ ଯାଉଛୁ ଯାହା ଆପଣ ଆଗରୁ କୋଉଠୁ ଶୁଣିନଥିବେ।ଯାହା କି ହେଉଛି ବର୍ତ୍ତମାନ ସମୟ ର ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ ନେତା ମାନଙ୍କ ଦରମା କେତେ?


ପ୍ରଥମେ ଜାଣିବା ଆମ ଦେଶ ର ରାଷ୍ଟ୍ରପତି ଙ୍କ ଦରମା। ଆମ ଦେଶ ର ରାଷ୍ଟ୍ରପତି ଙ୍କ ବର୍ତ୍ତମାନ ର ଦରମା ହେଉଛି ୫ ଲକ୍ଷ ଟଙ୍କା। ଏବଂ ଉପରାଷ୍ଟ୍ରପତି ଙ୍କ ଦରମା ହେଉଛି ୪.୫ ଲକ୍ଷ୍ୟ ଟଙ୍କା।ଆମ ଦେଶ ର ସବୁଠୁ ଅଧିକ ଦରମା ରାଷ୍ଟ୍ରପତି ପାଇଥାନ୍ତି।

ଏହା ପରେ ଆମ ଦେଶର ପ୍ରଧାନମନ୍ତ୍ରୀ,ଯିଏ କି ୨ ଲକ୍ଷ ୫୦୦୦୦ ଟଙ୍କା ଦରମା ପାଇଥାନ୍ତି। କିନ୍ତୁ ତାଙ୍କ ଅନ୍ୟାନ୍ୟ ଯାବତୀୟ ଖର୍ଚ୍ଚ ସରକାର ତୁଲାଇଥାନ୍ତି।ଯେପରି ତାଙ୍କର ଯିବା ଆସିବା ଏବିଂ ସୁରକ୍ଷା ଖର୍ଚ୍ଚ ଇତ୍ୟାଦି।

ଆମ ଦେଶ ର ସମସ୍ତ ରାଜ୍ୟ ର ରାଜ୍ୟପାଳ ଙ୍କ ଦରମା ହେଉଛି ୩ ଲକ୍ଷ୍ୟ ୫୦୦୦୦ ଟଙ୍କା।

ଏହା ପରେ ସୁପ୍ରିକୋର୍ଟର ମୁଖ୍ୟ ଶାସନ ସଚିବଙ୍କ ଦରମା ହେଉଛି ୨ ଲକ୍ଷ ୮୦୦୦୦ ଟଙ୍କା।ଏହା ପରେ ଆସୁଛନ୍ତି ସୁପ୍ରିମ କୋର୍ଟର ଜର୍ଜ। ଯାହା ଙ୍କ ଦରମା ହେଉଛି ୨ଲକ୍ଷ ୫୦୦୦୦ ଟଙ୍କା।

ରାଜ୍ୟ ହାଇକୋର୍ଟର ନାୟାଧିଷ ଙ୍କ ଦରମା ମଧ୍ୟ ୨ଲକ୍ଷ ୫୦୦୦୦ ଟଙ୍କl ଏବଂ ଓକିଲ ମାନଙ୍କ ଦରମା ହେଉଛି ୨ ଲକ୍ଷ ୨୫୦୦୦ ଟଙ୍କା।

ଏହା ପରେ ଜାଣିବା MP ବା ମେମ୍ବର ଅଫ୍ ପାର୍ଲ୍ୟାମେଣ୍ଟ ମାନଙ୍କ ଦରମା।ଏମାନଙ୍କ ଦରମା ହେଉଛି ୧ ଲକ୍ଷ ଟଙ୍କା।ଶେଷ ରେ ଜାଣିବା ରାଜ୍ୟ ର ମୁଖ୍ୟମନ୍ତ୍ରୀ ମାନଙ୍କ ଦରମା କେତେ।ତେବେ ସମସ୍ତ ରାଜ୍ୟ ର ମୁଖ୍ୟ ମନ୍ତ୍ରୀ ମାନଙ୍କ ଦରମା ଅଲଗା ଅଲଗା ଥାଏ।

ଆମ ଦେଶ ରେ ସବୁ ରାଜ୍ୟ ର ମୁଖ୍ୟମନ୍ତ୍ରୀ ଙ୍କ ଠାରୁ ସବୁଠାରୁ ଅଧିକ ଦରମା ପାଇଥାଆନ୍ତି ତେଲେଙ୍ଗାନା ର ମୁଖ୍ୟମନ୍ତ୍ରୀ ।ଯାହାକି ହେଉଛି ୪ ଲକ୍ଷ ୧୦୦୦୦ ଟଙ୍କା ଏବଂ ତେଲେଙ୍ଗାନା ର MLA ଙ୍କ ଦରମା ହେଉଛି ୨ ଲକ୍ଷ ୫୦୦୦୦ ଟଙ୍କା।ଯାହାକି ପ୍ରଧାମନ୍ତ୍ରୀଙ୍କର ଦରମା ସହ ସମାନ।

ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦରମା ହେଉଛି ମାତ୍ର ୧ ଲକ୍ଷ ୬୫୦୦୦ ଟଙ୍କା ଓ MLA ମାନଙ୍କ ଦରମା ମାତ୍ର ୩୫୦୦୦ ଟଙ୍କା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଏହି ମୁସଲମାନ ଦେଶରେ ରହିଛି ବିଷ୍ଣଙ୍କ ସବୁଠୁ ବଡ ମୂର୍ତ୍ତୀ , ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ

ଭଗବାନ ବିଷ୍ଣୁ ହେଉଛନ୍ତି କୋଟି କୋଟି ହିନ୍ଦୁ ମାନଙ୍କର ଆସ୍ଥା ଓ ବିଶ୍ୱାସର ପ୍ରତୀକ। ଏହା ସହିତ ଭଗବାନ ବିଷ୍ଣୁ …

Leave a Reply

Your email address will not be published. Required fields are marked *