Breaking News

ମୁକେଶ୍ Ambaniଙ୍କ ଘରେ କାମକରୁଥିବା ଚାକର ମାନଙ୍କର ଦରମା କେତେ? ଜାଣିଲେ ବେହୋସ ହେଇଯିବେ…

ହେଲୋ ଫ୍ରେଣ୍ଡ୍ ମୁକେଶ୍ ଅମ୍ବାନୀ ଏହି ନାମର ବ୍ୟକ୍ତି ଜଣଙ୍କୁ ଭାରତର ପ୍ରାୟ ଲୋକ ଜାଣିଛନ୍ତି କିନ୍ତୁ ଏହି ଆଗରୁ କେବଳ କିଛି ଲୋକ ହିଁ ମୁକେଶ ଆମ୍ବାନୀଙ୍କୁ ଜାଣିଥିଲେ ହେଲେ 5 ସେପ୍ଟେମ୍ବର 2016 ରେ ଯେବେ ଜିଓ ସିମ ଭାରତରେ ଲଞ୍ଚ ହେଲା ତାହା ପର ଠାରୁ ଛୁଆ ଠାରୁ ଧରି ବଡ ପର୍ଯ୍ୟନ୍ତ ପ୍ରାୟ ଲୋକ ମୁକେଶ ଆମ୍ବନୀଙ୍କୁ ଜାଣିଗଲେ | ଜିଓ ଲଞ୍ଚ ହେବା ପରେ ମୁକେଶ ଅମ୍ବାନୀ କୁ ପରିଚୟ ସହିତ ଅପାର ଧନ ମଧ୍ୟ ମିଳିଲା କାହିଁକି ନା ଜିଓ ଆସିଲା ପାରେ ଅନ୍ୟ କମ୍ପାନୀ ଗୁଡ଼ିକୁ ପଛରେ ପକାଇ ମାର୍କେଟ ରେ ନିଜର ବିଜନେସ କୁ ଆକାଶର ସ୍ଥରରେ ପହଞ୍ଚାଇ ଦେଲା |

ଅମ୍ବାନୀ ପରିବାରକୁ ସେମାନଙ୍କ ଧନ ସମ୍ପତି ନାରେ ଜଣାଯାଏ ଯଦି ଦୁନିଆର ଧନୀ ଲୋକଙ୍କ ବିଷୟରେ କହିବା ତାହାଲେ ଅମ୍ବାନୀ ପରିବାରକୁ ଟପ୍ 50 ଧନୀ ପରିବାର ମଧ୍ୟରୁ ଜଣା ଯାଏ | ଆଜି ଜାଣିବା କୋଟି କୋଟି ଟଙ୍କା ରୋଜଗାର କରୁଥିବା ମୁକେଶ ଅମ୍ବାନୀ ତାଙ୍କ ଘରେ କାମ କରୁଥିବା ସେବକ ଏବଂ ଚାକରା ମାନଙ୍କୁ କେତେ ଟଙ୍କା ଦିଅନ୍ତି | ଆମେ ସମସ୍ତେ ଜାଣିଛନ୍ତି ମୁକେଶ ଅମ୍ବାନୀ ଆମ ଭାରତର ସବୁଠାରୁ ଧନୀ ବ୍ୟକ୍ତି ଏମିତିରେ ପ୍ରାୟ ଲୋକଙ୍କ ମନରେ କେବେନା କେବେ ପ୍ରଶ୍ନ ଆସିଥିବ ଏତେ ବଡ ଧନୀ ବ୍ୟକ୍ତିଙ୍କ ଘରେ ସେବକ ଓ ଚାକରଙ୍କ ଦରମା କେତେ |

ହୋଇଥିବ ମୁକେଶ ଅମ୍ବାନୀ ଦୁନିଆର ସବୁଠାରୁ ମହଙ୍ଗା ଘରେ ରୁହନ୍ତି ଯାହାର ନାଁ ଏଣ୍ଟିଲିଆ ରଖା ଯାଇଛି ଏବଂ ଏହି ଘରର ମୂଲ୍ୟ ପାଖା ପାଖି 4500 କୋଟି ଟଙ୍କା | ଏତେ ବଡ ଘରର ଦେଖା ଶୁଣା ପାଇଁ ସେବକ ମାନଙ୍କର ଆବଶ୍ୟକତା ନିଶ୍ଚିତ ପଡୁଥିବ | ମୁକେଶ ଅମ୍ବାନୀଙ୍କ ଘର ଏଣ୍ଟିଲିଆ 27 ମହଲାରେ ତିଆରି ହୋଇଛି ଯାହାର ଦେଖା ଗୁଣାରେ ପାଖା ପାଖି 600 ଜଣ ସେବକ ଏବଂ ଚାକର ଲାଗିଛନ୍ତି | ଏଣ୍ଟିଲିଆ ନାମକ ଏହି ଘର ମୁମ୍ବାଇର ଉଲ୍ଟରମାଣ୍ଟ ରୋଡ କୁମ୍ଭବାଲା ହିଲ୍ ରେ ଅଛି ଏହି ଘରର ଖାସ୍ କଥା ଏହା ଯେ ଏହି ଘର ଏତେ ଉଚ୍ଚା ହେଇ ମଧ୍ୟ ବଡ ବଡ ଭୂମିକମ୍ପର ସାମ୍ନା କରି ଦିଏ |

ଏହି ଘରର ସୁରକ୍ଷା ପାଇଁ ପ୍ରତି ମାସ 15 ଲକ୍ଷ୍ୟ ଟଙ୍କା ଖର୍ଚ୍ଚ କରାଯାଏ, ଏହି ଘରର ଚାରି ପାର୍ଶ୍ଵରେ ବୋହୁତ କଢ଼ା ସୁରକ୍ଷା ଦିଆଯାଏ ସେଥି ପାଇଁ CRF ଯବାନ ଙ୍କୁ ଏଠାରେ ଦାଇତ୍ୱ ଦିଆଯାଇଛି |ଅମ୍ବାନୀ ତାଙ୍କ ଘରେ କାମ କରୁଥିବା ସେବକ ଓ ଚାକର ମାନଙ୍କୁ ଚାକର ନ ଭାବି ଘରର ସଦସ୍ୱ ବୋଲି ଭାବନ୍ତି | ସେମାନଙ୍କ ସହିତ ସେମିତି ହିଁ କଥା ବାର୍ତ୍ତା କରନ୍ତି ଯେମିତି ତାଙ୍କ ଘରର ନିଜ ଲୋକଙ୍କ ସହିତ କଥା ହୁଅନ୍ତି | ଆମ୍ବନିଙ୍କ ଘରେ 600 ଲୋକ କାମ କରନ୍ତି ଏତେ କର୍ମଚାରୀ ମାନଙ୍କର କେତେ ଦରମା ହୋଇଥିବ |

ଗୋଟେ ରେପୋର୍ଟ୍ ଅନୁସାରେ ଆମ୍ବନୀଙ୍କ ଘରେ କାମ କରୁଥିବା ସେବକ ଏବଂ ଚାକର ମାନଙ୍କର ଦରମା ପ୍ରଥମେ 10 ହଜାର ଟଙ୍କା ଥିଲା ଯେମିତି ଯେମିତି ସମୟ ବିତିଲା ବର୍ତ୍ତମାନ୍ ଅମ୍ବାନୀଙ୍କ ଘରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଲକ୍ଷେ ଟଙ୍କା ରୁ ଅଧିକ ଦରମା ଦିଆଯାଏ | ଏହା ବ୍ୟତୀତ ତାଙ୍କ ଘରେ କାମ କରୁଥିବା କର୍ମଚାରୀ ମାନଙ୍କୁ ବୋହୁତ ଗୁଡିଏ ସୁବିଧା ମଧ୍ୟ ଦିଆଯାଏ ଯେମିତି କି ଶିକ୍ଷା ଓ ଜୀବନ ବୀମା ଏହା ବ୍ୟତୀତ ସବୁ କର୍ମଚାରୀ ଓ ଚାକର ମାନଙ୍କର ଦୁଇଟି ସନ୍ତାନଙ୍କୁ ଆମେରିକାରେ ପଡ଼ିବାରେ ସୁଯୋଗ ମଧ୍ୟ ମିଳେ |

ତେବେ ଏତେ ଭଲ ଦରମା ଏବଂ ଏତେ ଗୁଡିଏ ସୁବିଧା ମିଳିବାର ଦେଖି ବୋହୁତ ଲୋକ ମାନଙ୍କର ମନରେ ମୁକେଶ ଅମ୍ବାନୀଙ୍କ ଘରେ କାମ କରିବା ପାଇଁ ଇଚ୍ଛା ହେଉଥିବ |ଅମ୍ବାନୀଙ୍କ ଘର ଏଣ୍ଟିଲିଆ ବିଷୟରେ ଯଦି କହିବା ତାହାଲେ ଏହି ଘର ଏତେ ବଡ ଯେ ଏଥି 150 ରୁ ଅଧିକ ଗାଡ଼ି ପର୍କୀଙ୍ଗ କରିବା ପାଇଁ 7 ମହଲା ଗାରେଜ ମଧ୍ୟ କରାଯାଇଛି | ଏହା ବ୍ୟତୀତ ଏଠି ହେଲିକାପ୍ଟର ଓହ୍ଲାଇବା ପାଇଁ 3 ଟି ହେଲିପେଟ ସ୍ଵିମ୍ମିଂପୂଲ୍ ଗାର୍ଡେନ ମନ୍ଦିର 2 ମହଲାର ହେଲ୍ଥ ସେଣ୍ଟର ଏବଂ 50 ସିଟ ର ଗୋଟିଏ ସିନେମା ହଲ୍ ମଧ୍ୟ ଅଛି | ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ ଏବଂ ଜଣା ଶୁଣା ବ୍ୟକ୍ତି ଯେକୌଣସି ଲୋକ ମୁକେଶ ଅମ୍ବାନୀ ବିଷୟରେ ଜାଣିବା କୁ ଇଚ୍ଛା ରଖନ୍ତି |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.