Breaking News

Mukesh Ambani ଙ୍କ ଘରର ପ୍ରକୃତ ରହସ୍ୟ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, ତାଙ୍କ ଇଲେକ୍ଟ୍ରି ବିଲ ଦେଖିଲେ କହିବେ ଏତିକି ଟଙ୍କା ରେ ତ ଆମ ଗାଁ ପୁରା…

ଦର୍ଶକବନ୍ଧୁ ଆଜି ଆସନ୍ତୁ ଜାଣିବା ମୁକେଶ ଅମ୍ବାନୀଙ୍କ ଘର ବିଷୟରେ ଯାହା ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ। ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ମୁକେଶ ଅମ୍ବାନୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ। ମୁକେଶ ଅମ୍ବାନୀ ଆମ ଭାରତର ସବଠାରୁ ଧନୀ ବ୍ୟକ୍ତି ଭାବରେ ଜଣାଶୁଣା ତାଙ୍କ ଘରର ନାମ ହେଉଛି ଏଣ୍ଟିଲିୟା ଯାହାର ମୂଲ୍ୟ ହେଇଛି ୧୫ ହଜାର କୋଟି ଟଙ୍କା ଏହି ଘରଟି ମୁମ୍ବାଇରେ ଅବସ୍ଥିତ।

ବନ୍ଧୁଗଣ ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେହି ଘରେ ଏମିତି କଣ ଅଛି ଦର୍ଶକ ବନ୍ଧୁ ମୁକେଶ ଅମ୍ବାନୀ କାର୍ ବୋହୁତ ପସନ୍ଦ କରନ୍ତି ତେଣୁ ସେ ନିଜ ପାଇଁ ଗୋଟିଏ କିମ୍ବା ଦୁଇଟି ନୁହେଁ ୧୭୦ଟି କାର୍ କିଣିଛନ୍ତି। ଏହି ଗାଡ଼ିକୁ ସେ ନିଜ ଘରର ୬ ନମ୍ୱର୍ କୋଠରୀରେ ରଖୁଛନ୍ତି କେବଳ ଏତିକି ନୁହେଁ ମୁକେଶ ଅମ୍ବାନୀ ନିଜ ଘରର ଛାତ ଉପରେ ୩ଟି ହେଲିକପ୍ଟର ମଧ୍ୟ ରଖିଛନ୍ତି |

ଦର୍ଶକବନ୍ଧୁ ସେହି ଘରେ ମଧ୍ୟ ସିନେମା ହଲ୍ ରହିଛି ଯାହାକି ୫୦ ଜଣ ବ୍ୟକ୍ତି ଦେଖି ପାରିବେ ଏବଂ ସେହି ଘରେ ଗୋଟିଏ ସୁଇମିଂ ପୂଲ୍ ମଧ୍ୟ ରହିଛି। ତେବେ ଦର୍ଶକ ବନ୍ଧୁ ଏତେ ବଡ ଘର କେବଳ ୫ ଜଣଙ୍କ ପାଇଁ ତିଆରି ହୋଇଛି ସେ ହେଉଛନ୍ତି ମୁକେଶ ଅମ୍ବାନୀ ଏବଂ ପତ୍ନୀ ନିତା ଅମ୍ବାନୀଙ୍କ ସହ ୩ ଜଣ ପୁଅଝିଅଏହି ୫ ଜଣ |

ଏବଂ ଦର୍ଶକବନ୍ଧୁ ସେହି ଘର ପାଇଁ ସିକୁରୁଟି ଓ ଡ୍ରାଇଭର ରିସେଇ କରିବା ପାଇଁ ଚାକର ଏହିଭଳି ମୋଟ୍ କହିବାକୁ ଗଲେ ୬୦୦ ଲୋକଙ୍କୁ ମୁକେଶ ଅମ୍ବାନୀ ନିଜ ଘରେ ରଖିଛନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ମୁକେଶ ଅମ୍ବାନୀ ତାଙ୍କ ଘରର ବିଜୁଳି ବିଲ୍ ମାସକୁ କେତେ ଆସୁଥିବ। ଦର୍ଶକ ବନ୍ଧୁ ମୁକେଶ ଅମ୍ବାନୀ ମାସକୁ ୧୭ ଲକ୍ଷ ଟଙ୍କା ଦିଅନ୍ତି ବିଜୁଳି ବିଲ୍ ପାଇଁ।

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.