ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ମୃତ୍ୟୁପରେ ଆତ୍ମା କେତେଦିନ ପର୍ଯ୍ୟନ୍ତ ଘରେ ରହିଥାଏ କଣ କହୁଛି ଗରୁଡ ପୁରାଣ।ଗରୁଡ ପୁରାଣରେ ମନୁଷ୍ୟର ଜୀବନ ଏବଂ ମୃତ୍ୟୁର ଏମିତି ବୋହୁତ ରହସ୍ୟ ବିଷୟରେ ଜାଣିବାକୁ ମିଳିଥାଏ ଯାହାକୁ ଜାଣିବା ପରେ ବ୍ୟକ୍ତି ନିଜର ଜୀବନକୁ ସୁଧାରି ପାରିଥାଏ। ତେବେ ଦର୍ଶକ ବନ୍ଧୁ ଆଜି ଆସନ୍ତୁ ଜାଣିବା ମୃତ୍ୟୁପରେ ମୃତକଙ୍କ ଆତ୍ମା କେତେଦିନ ଘରେ ରହିଥାଏ।
ଗରୁଡ଼ ପୂରଣ ଅନୁସାରେ ମୃତ୍ୟୁପରେ ଆତ୍ମା ନେଇ ଆସିବାକୁ ଯମ ଦୂତ କେବଳ ୨୪ ଘଣ୍ଟା ପାଇଁ ହିଁ ସେହି ଜୀବାତ୍ମାକୁ ନିଜ ସହିତ ନେଇ ଯାଆନ୍ତି ସେହି ୨୪ ଘଣ୍ଟା ମଧ୍ୟରେ ଆତ୍ମାକୁ ସମ୍ପର୍କ ଜୀବନର ଲେଖାଯୋଖା ଦେଖାଯାଏ ଯେଉଁଥିରେ ଏହାର ହିସାବ ହୋଇଯାଏ କି ଏହି ଜୀବାତ୍ମା ପୁରା ଜୀବନ ଯେତେ ପୁଣ୍ୟ ଆଉ କେତେ ପାପ କରିଛି ଏହାପରେ ଆତ୍ମାକୁ ସେହି ଘରେ ଛାଡ଼ିଦିଆ ଯାଇଥାଏ |
ଏବଂ ୧୨ ଦିନ ପର୍ଯ୍ୟନ୍ତ ଆତ୍ମା ସେହି ଘରେ ରହିଥାଏ ଆଉ ଏହାପରେ ୧୩ ଦିନ ପରେ ଏହି ଆତ୍ମାକୁ ପୁଣିଥରେ ଯମଲୋକ ଫେରାଇ ନିଆଯାଇଥାଏ ସେ ନିଜ ପରିବାରର ସମସ୍ତ ଲୋକମାନଙ୍କୁ ଦୁଃଖ ପ୍ରକାଶ କରୁଥିବାର ଦେଖିଥାନ୍ତି ଏବଂ ତାଙ୍କୁ ଚୁପ୍ କରିବାକୁ ପ୍ରୟାସ କରୁଥିବେ କିନ୍ତୁ ତାହାର ଉପସ୍ଥିତି ବିଷୟରେ ସେଠି କେହି ଜାଣି ପାରନ୍ତି ନାହିଁ।
ଏହାପରେ ନିଜର ନସର ଶରୀର ଭୋକିଲା ପେଟରେ ଏହି ଆତ୍ମା ଜୋର୍ ସୋର୍ କାନ୍ଦିବାକୁ ଲାଗେ କୁହାଯାଏ କି ଏହି ପାପି ପ୍ରାଣୀର ପାପର ସଂଖ୍ୟା ଏବଂ ପୁଣ୍ୟର କର୍ମ ସଂଖ୍ୟା ଠାରୁ ବୋହୁତ ଅଧିକ ହୋଇଥାଏ ସେଥିପାଇଁ ପିଣ୍ଡଦାନ କରିବା ଆବଶ୍ୟକ ହୋଇଥାଏ କାରଣ ଏହି ସମୟରେ ପିଣ୍ଡଦାନ ଦ୍ଵାରା ହିଁ ଆତ୍ମାକୁ କିଛି ଭୋଜନ ମିଳିଥାଏ କୁହାଯାଏ କି ଯେଉଁ ବ୍ୟକ୍ତିଙ୍କର ପିଣ୍ଡଦାନ ହୁଏନାହିଁ ସେମାନଙ୍କ ଆତ୍ମା ବୋହୁତ ସମୟ ପର୍ଯ୍ୟନ୍ତ ଘୁରି ବୁଲନ୍ତି |
କୋଟି କୋଟି ବର୍ଷ ବିତିଯିବା ସତ୍ତ୍ବେ ସେମାନେ ବିନା ଖାଦ୍ୟରେ ଏତେ ଦୁଃଖ ସହିବା ପରେ ତାର କର୍ମଫଳର ନାସ ହୋଇନଥାଏ ଯେଉଁ ସମୟ ପର୍ଯ୍ୟନ୍ତ ସେହି ଆତ୍ମା ନିଜର କର୍ମଫଳକୁ ଭୋଗ ନକରିଛି ସେହି ପର୍ଯ୍ୟନ୍ତ ମନୁଷ୍ୟ ତାର ନୂଆ ଶରୀର ବି ପ୍ରାପ୍ତ କରିନଥାଏ ସେଥିପାଇଁ ପିଣ୍ଡଦାନ ଏହି ମହତ୍ତ୍ୱକୁ ବୁଝି ଆପଣ ନିହାତି ପିଣ୍ଡଦାନ କରିବେ।
Check Also
ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …
ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …