Breaking News

ମୃତ୍ୟ ର ଦେବତା ଯମ ରାଜ ଙ୍କ ମୃତ୍ୟ ର ରହସ୍ୟ, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ଦର୍ଶକବନ୍ଧୁ ଆମେ ଯମ ରାଜାଙ୍କୁ ମୃତୁର ଦେବତା ବୋଲି କହିଥାଉ କିନ୍ତୁ ତାଙ୍କର ମୃତୁ କେମିତି ସମ୍ଭବ ଏହି କଥା ଶୁଣିଲେ ହସ ଲାଗେ କିନ୍ତୁ ବେଦ ପୁରାଣରେ ମୃତୁର ଏକ କଥା କୁହାଯାଇଛି ଏହି କଥା କହିବା ପୂର୍ବରୁ ଯମ ରାଜାଙ୍କ ଦୁଇଟି ଯାଁଆଳ ଭଉଣୀ ଥିଲେ ଯାହାଙ୍କ ନାମ ଯମ ଓ ଯମୁନା କିନ୍ତୁ ଯମ ରାଜାଙ୍କୁ ଆରାଧନା ସମୟରେ ଯମ ରାଜାଙ୍କୁ ବିଭିନ୍ନ ନାମରେ ଆରାଧନା କରାଯାଉଥିଲା |

ଯେମିତି ଯମ ରାଜା ମୃତୁ ଆତ୍ମା ଦେବସ୍ୱ କାଳ ବହୁ ଦିନ ପୂର୍ବରୁ ଜଣେ ରୁଷି ଥିଲେ ଯିଏ ଶିବଙ୍କର ପରମ ଭକ୍ତ ଥିଲେ ଏବଂ ଗୋଦାବରୀ ନଦୀ କୂଳରେ ବାସ କରୁଥିଲେ ଏବଂ ଯେତେବେଳେ ସେହି ରୁଷି ମୃତୁ ସମୟ ଆସିଲା ଯମ ରାଜ ତାଙ୍କ ଯମଦୂତ ତାଙ୍କ ପାଖକୁ ପଠାଇଲେ |

କିନ୍ତୁ ଋଷୁ ମୃତୁ ବରଂ କରିବାକୁ ଚାହୁଁନଥିଲେ ସେଥି ପାଇଁ ସେ ମହା ମୃତ୍ୟ ଞ୍ଜୟ ମନ୍ତ୍ର ଜପ କରିଥିଲେ ଏବଂ ଯେତେବେଳେ ଯମଦୂତ ତାଙ୍କ ଆଶ୍ରମରେ ପହଞ୍ଚିଲେ ଦେଖିଲେ ଆଶ୍ରମ ବାହାରେ ଭୈରବ ବାବା ପାହାର ଦେଉଛନ୍ତି | ଯେତେବେଳେ ଯମଦୂତ ଋଷିଙ୍କୁ ଯମ ଦ୍ୱାରକୁ ନେବାକୁ ବାହାରିଲେ ସେ ସମୟରେ ଭୈରବ ବାବା ରାଗି ଯାଇ ତାଙ୍କ ଉପରେ ଆକ୍ରମଣ କଲେ ଯମଦୂତ ସେହି ଜାଗାରେ ମୃତ୍ୟ ବରଣ କଲେ |

ଏହା ଦେଖି ଯମରାଜା ବହୁତ ରାଗିଗଲେ ନିଜେ ସେଠାକୁ ଆସି ଭୈରବ ବାବାଙ୍କୁ ମୃତ୍ୟର ଫାସର ବାନ୍ଧି ଦେଲେ ତାହାସହ ଋଷିଙ୍କୁ ମଧ୍ୟ ତାଙ୍କର ଫସରେ ବାନ୍ଧି ଦେଲେ ଏହି ଦେଖି ରୁଷି ମହାଦେବଙ୍କୁ ଆରାଧନା କଲେ ଏବଂ ମହାଦେ ସାଙ୍ଗେ ସାଙ୍ଗେ ତାଙ୍କ ପୁତ୍ର କାର୍ତିକ ଙ୍କୁ ପଠାଇଲେ ଏହା ପରେ ଯମରାଜ କାର୍ତିକଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ହେଲା ଏବଂ ଜମି ରାଜା କାର୍ତିକଙ୍କୁ ଅଧିକ ସମୟେ ସାମ୍ନା କରିପାରିଲେ ନାହିଁ ଏହା ପରେ କାର୍ତିକ ଙ୍କ ବାଣରେ ଯମରାଜ ନିଧନ ହେଲେ ଏବଂ ମୃତ୍ୟ ବରଣ କଲେ |

ଏହା ପରେ ଯେତେବେଳେ ଭଗବାନ ସୂର୍ଯ୍ୟଙ୍କୁ ଏହି ମୃତ୍ୟର ଖବର ମିଳିଲା ସେ ବହୁବିଚଳିତ ଓ ଅର୍ଚ୍ଚଯ୍ୟ ହୋଇ ଗଲେ ଜାଣିବାକୁ ଚାହିଁଲେ କାହିଁକି ଏ ପରିସ୍ତିସ୍ଥି ହେଲା | ଯେତେବେଳେ ଜାଣିବାକୁ ଚାହିଁଲେ ସେତେବେଳେ ଜାଣିଲେ ଯେ ଭଗବାନ ଶିବଙ୍କୁ ବିରୋଧ କରି ମୃତ୍ୟର ରାଜା ଯମ ରାଜେ ମୃତ୍ୟ ବରଣ କରିଛନ୍ତି ଯେହେତୁ ଯମରାଜା ସୂର୍ଯ୍ୟଙ୍କର ପୁତ୍ରଥିଲେ ସେ ସେଥି ପାଇଁ ବିଚଳିତ ହେଲେ ଏବଂ ସେ ସାଙ୍ଗେ ସାଙ୍ଗେ ଭଗବ ଶିବଙ୍କୁ ଆରାଧନା କଲେ |

ଏହା ଶୁଣି ଭଗବାନ ଶିବ ଯମରାଜାଙ୍କୁ ବଞ୍ଚେଇବା ପାଇଁ ଯମୁନାର ଜଳ ଆଣିଲେ ଏବଂ ଯମରାଜାଙ୍କ ଉପରେ ଯମୁନାର ଜଳ ଛିଞ୍ଚିବ ଦ୍ୱାରା ଯମରାଜା ପୂର୍ଣ୍ଣ ଜନ୍ମ ନେଲେ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.