Breaking News

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି 10 ଟି ସଂକେତ, ଜାଣିପାରିବେ କେତେବେଳେ ହେବ ମୃତ୍ୟୁ !

ଦର୍ଶକବନ୍ଧୁ ଯେତେ ଵେ କୌଣସି ଶେଷ ସମୟ ଆସିଯାଏ ସେତେବେଳେ ତାର ଛାଇବି ତାକୁ ଛାଡ଼ିଦିଏ ତେଲେ କିମ୍ବା ପାଣିରେ ଛାଇ ଦେଖିବା ବନ୍ଦ ହୋଇଯାଏ ଯଦି କୌଣସି ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ନିଜର ସମ୍ପର୍କ୍ୟ ସହିତ ବହୁତ ନିକଟରେ ରହିଥିବ ତେବେ ସେ ନିଜର ଶେଷ ସମୟରେ ସେହି ମୃତ୍ୟୁ ପରିଜନକୁ ଦେଖିବ ସେହି ବ୍ୟକ୍ତିକୁ ଲାଗିବ ଛାୟା ତାର ନିକଟରେ ରହିଛି ତେବେ ଏହାର ଅର୍ଥ |

ଏହି ବ୍ୟକ୍ତି ନିଜର ପୂର୍ବଜକଙ୍କ ସହିତ ମିଶିବାକୁ ଯାଉଛି ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହେବାକୁ ଯାଉଛି ତେବେ ତାହାର ଶରୀରରୁ ଏକ ଅଜବ ପ୍ରକାରର ଗନ୍ଧ ଆସିବ | ସେହି ବ୍ୟକ୍ତିର ଅଖା ପାଖ ଲୋକ ଜାଣିନେବେ ଉଚିତି କି ସେହି ବ୍ୟକ୍ତିର ମୃତ୍ୟୁ ସମୟ ନିକଟତର ହେବାକୁ ଯାଉଛି | ସେଥି ପାଇଁ ସମୟ ପୂର୍ବରୁ କୋଉ ମହତ୍ୱ ପୂର୍ଣ୍ଣ କାର୍ଯ୍ୟ କରିନେବା ଉଚିତି |

ଯେତେ ବେଳେ ଆଇନରେ ନିଜ ଚେହରା ଦେଖିବେ କିନ୍ତୁ ତାହା ବଦଳରେ ଅନ୍ୟ କାହାର ଚେହରା ଦେଖିବାକୁ ମିଳିବ କିମ୍ବା ନିଜର ଚେହେରା ଧୋବଳା ଦେଖା ଯିବ ତେବେ ଜାଣିନେବେ ଆପଣଙ୍କର ମୃତ୍ୟୁ ସମୟ ଆସି ଯାଇଛି | ଯଦି କୌଣସି ବ୍ୟକ୍ତି ଚନ୍ଦ୍ରକୁ ଦେଖିଲା ବେଳେ ତାକୁ ସେଥିରେ ଫାଟ ଦେଖାଯାଏ ତେବେ ସେ ବୁଝିଯିବା ଉଚିତି ତାହାର ମୃତ୍ୟୁସମୟ ନିକଟତର ହୋଇଯାଇଛି |

ଯେତେବେଳେ କୌଣସି ବ୍ୟକ୍ତିର ଶରୀରର ରଙ୍ଗ ଅଳ୍ପ ହଳଦିଆ ଓ ନାଲି ରଙ୍ଗ ଦେଖାଯିବ ତେବେ ସେହି ବ୍ୟକ୍ତିକୁ ବୁଝିଯିବା ଉଚିତି ତାହାର ମୃତ୍ୟୁ ସମୟ ନିକଟତର ଅଟେ | ଯେତେବେ କୌଣସି ବ୍ୟକ୍ତି ଚନ୍ଦ୍ର କିମ୍ବା ସୂର୍ଯ୍ୟ କିରଣ ଦେଖା ଯିବା ବନ୍ଦ ହୋଇଯିବ ସେତେବେଳେ ତାହାର ମୃତ୍ୟୁ ନିକଟତର ହୋଇଯାଉଛି ବୋଲି ଜାଣିନେବ ଉଚିତି |

କିନ୍ତୁ ବେଳେ ବେଳେ କିଛି ବ୍ୟକ୍ତିଙ୍କୁ ଦୃଷ୍ଟି ଖରାପ ଯୋଗୁଁ ଏଭଳି ଦେଖାଯାଇଥାଏ | ଯେତେବେଳେ କୌଣସି ବ୍ୟକ୍ତିର ମୁହଁ ନାକ ଜିଭ ପଥର ହୋଇଯାଏ ତେବେ ତାକୁ ବୁଝିଯିବାକୁ ହେବ ତାହାର ମୃତ୍ୟୁ ନିକଟତର ହୋଇଗଲାଣି | ମନୁଷ୍ୟର ମୃତ୍ୟୁ ନିକଟତର ହୋଇଯାଏ ସେତେବେଳେ ତାହାର ଦୃଷ୍ଟି ଶକ୍ତି ସେତେବେଳେ ଶେଷ ହେବାକୁ ଲାଗିଥାଏ |

ତେବେ ତାହାର ପାଖରେ ଥିବା ବ୍ୟକ୍ତିଙ୍କୁ ସେ ଦେଖି ପରେ ନାହିଁ | ଏହି ସ୍ତିସ୍ଥି ରୁ ଜଣା ପଡେ ତାହାର ମୃତ୍ୟୁ ନିକଟତର ହୋଇଯାଇଛି | ଯେଉଁ ବ୍ୟକ୍ତି ବଞ୍ଚିଥିବା ଅବସ୍ଥାରେ ଭଲ କାମ ଓ ପର ଉପକାର କରିଥାନ୍ତି ସେମାନଙ୍କୁ ଶେଷ ସମୟରେ ଏକ ଦିବ୍ୟ ଆଲୋକ ଦେଖା ଯାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.