Breaking News

ମୃତ୍ୟୁ ବରଣ କଲେ ସିନ୍ଦୁରର ଅଧିକାର ସିରିଏଲ୍ ର ଏହି ଅଭିନେତା !

ଦର୍ଶକବନ୍ଧୁ ଆଜି ଆପଣଙ୍କ ପାଇଁ ବହୁତ ବଡ ଦୁଃଖ ଖବର ଆପଣଙ୍କ ପ୍ରିୟ ଧାରାବାହିକ ସିନ୍ଦୁରର ଅଧିକାର ସିରିଏଲ୍ ଜଣେ ସଦୃଶ୍ୟ ଙ୍କର ହୋଇଛି ମୃତ୍ୟ | ଆଉ କାନ୍ଧୁ ଛଉ ପୁରୁଣା ଇତି ନୀଲାଖି ପାତ୍ର ଆରବ ଏବଂ ନିକିଙ୍କ ସହିତ ସିନ୍ଦୁରର ଅଧିକାର ସିରିଏଲର ପରିବାର ତେବେ ଏହି ବ୍ୟକ୍ତି ଜଣଙ୍କ କିଏ କେଉଁ କାରଣରୁ ତାଙ୍କର ହୋଇଛି ମୃତ୍ୟ | ତେବେ ଦର୍ଶକବନ୍ଧୁ ଆପଣ ମାନକୁ କହିରଖୁଛୁଜେ ସିନ୍ଦୁରର ଅଧିକାର ସିରିଏଲର ଆସିଷ୍ଟାଣ୍ଟ ଡିରେଟର ଅଵିଵେକ ଙ୍କର ଗତ କୋରନା ମହାମାରୀ ସମୟରେ ମୃତ୍ୟ ଘଟିଥିଲା |

ଆଉ ତାଙ୍କର ଆଜି ହେଉଛି ଜନ୍ମ ଦିନ ତାଙ୍କର ଏହି ଜନ୍ମ ଦିନ ଅବସରେ ସିନ୍ଦୁରର ଅଧିକାର ସିରିଏଲ ର ସବୁ ପରିବାର ଓ ସଦୃଶ୍ୟ ମାନେ ତାଙ୍କ ଜନ୍ମ ଦିନର ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି ତାହା ସହ ଭୋ ଭୋ ହୋଇ କାନ୍ଧୁ ଥିବାର ନଜର ଆସିଛନ୍ତି ତାଙ୍କୁ ବହୁତ ମନେ ପକାଉଛନ୍ତି ସିନ୍ଦୁରର ଅଧିକାର ସିରିଏଲର ସହ ପରିବାର ଲୋକେ |

ଆଉ ଏହାରି ମଧ୍ୟରେ ପୁରୁଣା ଇତି ନୀଲାଖି ପାତ୍ର ନିଜକୁ ସମ୍ଭାଳି ନପାରି ଏହି ପୋଷ୍ଟ କରିଥିଲେ ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି | ଅଭିନେତ୍ରୀ ଇତି କହିଛନ୍ତି ସେ ମତେ ଭଲ ଆକ୍ଟିଙ୍ଗି ସେକେଇ ଥିଲେ ଆଉ ତାହା ସହି ମତେ ସବୁବେଳେ ଛୁଇଁ ଛୁଇଁ ବୋଲି ଡାକୁଥିଲେ ଆଉ ଏହି କଥାକୁ ସବୁବେଲେ ମାନେ ରଖିବି ଏବେ ବହୁତ ମାନେ ପଡୁଛ ଭାଇ ଇମିତି କିଛି ହୃଦୟ ବିଦାରତ ଦୃଶ୍ୟ ଆଜି ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଅଭିନେତ୍ରୀ ଇତି ଯେତେବେଳେ ଏଭଳି ଏକ ପୋଷ୍ଟ କରିଥିଲେ ତେବେ ଆପଣ ମାନେ ମଧ୍ୟ ଏହି ଲେଖାକୁ ସୋସିଆଲ ମିଡିଆରେ ଦେଖିଥିବେ |

କାରଣ ଅଭିନେତ୍ରୀ ଇତି ଯେତେବେଳେ ପ୍ରଥମ ଥର ଯେତେବେଳେ ଆକ୍ଟିଙ୍ଗ ଲାଇନିକୁ ଆସିଲେ ସେତେବେଳେ ଅଭିଷେକ ତାଙ୍କର ପ୍ରଥମ ଡେରେକ୍ଟର ଭାବରେ ଆକ୍ଟିଙ୍ଗ ସେକେଇ ଥିଲେ ଏବଂ ସେ ଆଉ ଆଙ୍କ ଗହଣରେ ନାହାନ୍ତି ଆଉ ଏହି କଥାକୁ ମାନେ ପକାଇ ଇତି ଭୋ ଭୋ ହୋଇ କାନ୍ଧୁ ଥିବାର ଦୃଶ୍ୟ ନଜରକୁ ଆସିଥିଲେ ତେବେ ଆଜି ଆପଣ ମାନେ ଏହି ଖବର ପାଇ କେତେ ମର୍ମାହତ ଆମକୁ ନିଶ୍ଚୟ ଭାବରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |

About odisha news

Check Also

ପରିବାରର ବୋଝ ମୋତେ ଦେଇଗଲ, କେମିତି ଚଳେଇବି ପରିବାର, ମତେ ଏବେ କିଏ Hero କରିବ ଦେଖନ୍ତୁ ପୁରା ଭିଡ଼ିଓ

ନମସ୍କାର ବନ୍ଧୁଗଣ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଆରପାରିକୁ ଚାଲି ଯାଇଥିବା ବେଳେ ତାଙ୍କ ପୁଅ ତାଙ୍କୁ କହୁଛି ବାପା …

Leave a Reply

Your email address will not be published. Required fields are marked *