Breaking News

ମୋଇନ୍ ଅଲି ଙ୍କ ଜିଦ୍ ପାଇଁ ବଦଳିଲା CSK ଜର୍ସି

ତେବେ ଆଇପିଏଲ ପୂର୍ବ ରୁ ନିଜ ଜିଦ ରେ ଅଟଳ ରହିଲେ ମୋଏନ ଅଲ୍ଲୀ | ଯାହା ଫଳରେ csk କୁ ବଦଳାଇବାକୁ ପଡିଲା ବଡ ନିୟମ | ଯେଉଁ ନିୟମ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଏଥର ଆଇପିଏଲ ରେ ସିଏସକେ ତରଫରୁ ଇଂଲଣ୍ଡର ଅଲରାଉନ୍ଡର ମୋଏନ ଅଲ୍ଲୀ ଖେଳିବାର ଦେଖିବାକୁ ମିଳିବେ | ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବ ରୁ ମୋଏନ ଅଲ୍ଲୀ ଦଳ କୁ ଏକ ବଡ ଅନୁରୋଧ କରିଥିଲେ |

ସେ ସିଏସକେ କୁ ତାଙ୍କ ଜର୍ସି ରୁ ମଦ କମ୍ପାନି ର ଲୋଗୋ ହଟାଇବାକୁ କହିଥିଲେ | ଯାହା ଫଳରେ ସିଏସକେ ଦଳ ମଧ୍ୟ ମୋଏନ ଅଲ୍ଲୀ ଙ୍କ ଅନୁରୋଧ କୁ ଗ୍ରହଣ କରିଛି | ମୋଏନ ମୁସଲମାନ ଧର୍ମ ର ସେ ଏହା କୁ ପିୟନ୍ତି ନାହିଁ | କି ଏହା କୁ ପିୟୁନାହାନ୍ତି କି ଏହା କୁ ପ୍ରୋଶ୍ଚାହିତ ମଧ୍ୟ କରନ୍ତି ନାହିଁ |

ମୋଏନ ଅଲ୍ଲୀ ଇଂଲଣ୍ଡ ସହ ଖେଳିବା ବେଳେ ମଧ୍ୟ କୌଣସି ମଦ ବ୍ରାଣ୍ଡ କୁ ପ୍ରୋମୋଶନ ମଧ୍ୟ କରନ୍ତି ନାହିଁ | ତେବେ ଇଂଲଣ୍ଡ ଦଳ ର ପ୍ଲେୟାର ମାନେ ଉସ୍ଚବ ପାଳନ କରନ୍ତି ତେବେ ସେତେବେଳେ ମଧ୍ୟ ସେ ସେଠାରେ ଉପସ୍ଥିତ ରୁହନ୍ତି ନାହିଁ |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ …

Leave a Reply

Your email address will not be published.