ତେବେ ଆଇପିଏଲ ପୂର୍ବ ରୁ ନିଜ ଜିଦ ରେ ଅଟଳ ରହିଲେ ମୋଏନ ଅଲ୍ଲୀ | ଯାହା ଫଳରେ csk କୁ ବଦଳାଇବାକୁ ପଡିଲା ବଡ ନିୟମ | ଯେଉଁ ନିୟମ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ | ତେବେ ଏଥର ଆଇପିଏଲ ରେ ସିଏସକେ ତରଫରୁ ଇଂଲଣ୍ଡର ଅଲରାଉନ୍ଡର ମୋଏନ ଅଲ୍ଲୀ ଖେଳିବାର ଦେଖିବାକୁ ମିଳିବେ | ତେବେ ଆଇପିଏଲ ଆରମ୍ଭ ହେବା ପୂର୍ବ ରୁ ମୋଏନ ଅଲ୍ଲୀ ଦଳ କୁ ଏକ ବଡ ଅନୁରୋଧ କରିଥିଲେ |
ସେ ସିଏସକେ କୁ ତାଙ୍କ ଜର୍ସି ରୁ ମଦ କମ୍ପାନି ର ଲୋଗୋ ହଟାଇବାକୁ କହିଥିଲେ | ଯାହା ଫଳରେ ସିଏସକେ ଦଳ ମଧ୍ୟ ମୋଏନ ଅଲ୍ଲୀ ଙ୍କ ଅନୁରୋଧ କୁ ଗ୍ରହଣ କରିଛି | ମୋଏନ ମୁସଲମାନ ଧର୍ମ ର ସେ ଏହା କୁ ପିୟନ୍ତି ନାହିଁ | କି ଏହା କୁ ପିୟୁନାହାନ୍ତି କି ଏହା କୁ ପ୍ରୋଶ୍ଚାହିତ ମଧ୍ୟ କରନ୍ତି ନାହିଁ |
ମୋଏନ ଅଲ୍ଲୀ ଇଂଲଣ୍ଡ ସହ ଖେଳିବା ବେଳେ ମଧ୍ୟ କୌଣସି ମଦ ବ୍ରାଣ୍ଡ କୁ ପ୍ରୋମୋଶନ ମଧ୍ୟ କରନ୍ତି ନାହିଁ | ତେବେ ଇଂଲଣ୍ଡ ଦଳ ର ପ୍ଲେୟାର ମାନେ ଉସ୍ଚବ ପାଳନ କରନ୍ତି ତେବେ ସେତେବେଳେ ମଧ୍ୟ ସେ ସେଠାରେ ଉପସ୍ଥିତ ରୁହନ୍ତି ନାହିଁ |ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ