Breaking News

ମୋଦୀ ସରକାରଙ୍କ ଏହି ଯୋଜନାରେ ପ୍ରତି ମାସକୁ ମିଳିବ ୫ ହଜାର ଟଙ୍କା, ଦେଖନ୍ତୁ କଣ କଲେ ଆପଣକୁ ମିଳିବ ଟଙ୍କା !

ଦର୍ଶକବନ୍ଧୁ ବଡ଼ ଖବର ମୋଦି ସରକାରଙ୍କର ଏହି ଯୋଜନାରେ ପ୍ରତି ମାସ ମିଳିବ 5000 ଟଙ୍କା ଏପର୍ଯ୍ୟନ୍ତ 4 କୋଟି ଲୋକ ପଞ୍ଜିକୃତ କରି ସାରିଲେଣି | ଦର୍ଶକବନ୍ଧୁ ଲୋକ ମାନଙ୍କର ଉର୍ନତି ପାଇଁ ମୋଦି ସରକାର ସବୁବେଳେ କେନ୍ଦ୍ର ତରପରୁ ସାହାଯ୍ୟ ଆଉ ସୁଯଗ ଆମର ଗରିବ ଲୋକ ମାନଙ୍କୁ ଯୋଗାଇ ଦେଉଛନ୍ତି ତେବେ ବର୍ତମାନେ ମୋଦି ସରକାରଙ୍କ ଦ୍ୱାରା ଗୋଟେ ବଡ଼ ଘୋଷଣା କରାଯାଇଛି ଆଉ ଯେଉଁ ଥିରେ ସାଧାରଣ ଲୋକ ମାନଙ୍କୁ ସୁଵଦା ସୁଯୋଗ ଦେବାକୁ କେନ୍ଦ୍ର ସରକାର ଅନେକ ପ୍ରକାରର ଯୋଜନା ଚାଇଛନ୍ତି ଏହାରି ମଧ୍ୟରୁ ମୋଦି ସରକାର ଙ୍କର ଏପରି ଏକ ଯୋଜନା ରହିଛି ଯାହାଦ୍ୱାରା ପ୍ରତେକ ମାସରେ ଲୋକ ମାନେ 5000 ଟଙ୍କା ଲେଖାଏ ପାଇ ପାରିବେ |

ଏହି ଯୋଜନାରେ କଣ ସବୁ ସୁବିଦା ମିଳିବ ତାର ସମ୍ପୂର୍ଣ ଖବର ଜାଣିବା | ତେବେ ଏହି ଯୋଜନାରେ ଆପଣ ଯେତେ ଶୀଘ୍ର ଏହି ଯୋଜନାରେ ବିନିଯୋଗ ଆରମ୍ଭ କରିବେ ସେତେ ଅଧିକ ଲାଭ ପାଇବେ 18 ବର୍ଷ ବୟସରେ ଏହି ଯୋଜନାରେ ଯୋଗ ଦେବା ପାଇଁ ଆପଣଙ୍କୁ 60 ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିମାସରେ 210 ଟଙ୍କା ଜମା କରିବାକୁ ପଡିବ | ଏହା ସହିତ ଆପଣ 60 ବର୍ଷ ବୟସ ପର୍ଯ୍ୟନ୍ତ ପ୍ରତିମାସରେ 5000 ଟଙ୍କା ପାଇବେ ସେହି ଭଳି 1000 ଟଙ୍କା ପେନସନ ପାଇଁ ମାସିକ 4ଟି ପେନସନ ପାଇଁ 84 ଟଙ୍କା | 3000 ଟଙ୍କା ପେନସନ ପାଇଁ 126 ଟଙ୍କା ଏବଂ 4000 ଟଙ୍କା ପେନସନ ପାଇଁ 168 ଟଙ୍କା ପ୍ରତିମାସରେ ଜମା କରିବାକୁ ପଡିବ |

ଯଦି ଆପଣ ବୃଦ୍ଧ ବୟସରେ ଭଲ ଜୀବନ ଚାହୁଁଛନ୍ତି ତେବେ ଅଟଳ ପେନସନ ଯୋଜନା ଆପଣଙ୍କ ପାଇଁ ଉପଯୋଗ ହୋଇ ପାରେ ଯେଉଁ ମାନେ ଅବସର ପରେ ସୁରକ୍ଷିତ ଜୀବନ ପାଇବାକୁ ଇଚ୍ଛା କରନ୍ତି ସେମାନେ ଅଟଳ ପେନସନ ଯୋଜନାରେ ବିନିଯୋଗ କରିପାରିବେ | ଏଠାରେ ବିନିଯୋଗ କରି ପ୍ରତିମାସରେ 5000 ଟଙ୍କା ପେନସନ ପାଇପାରିବେ ଏପର୍ଯ୍ୟନ୍ତ ଏହି ଯୋଜନାରେ 4 କୋଟି ରୁ ଅଧିକ ଲୋକେ ଯୋଗ ହେଇଛନ୍ତି | ଏହି ଯୋଜନାରେ ଯୋଗ ଦେଉଥିବା ଲୋକ ସଂଖ୍ୟା ବର୍ଷକୁ ବର୍ଷ ବୃଦ୍ଧି ପାଉଛି |

ଏହି ନିୟମ ଅନୁଯାଇ 2021 ଓ 2022 ଆର୍ଥିକ ବର୍ଷରେ 99 ଲକ୍ଷରୁ ଅଧିକ ଲୋକ APY ଖାତା ଖୋଲିଛନ୍ତି ଏହାପରେ ଗ୍ରହକା ସଂଖ୍ୟା 31 ମାର୍ଚ୍ଚ 2022 ପର୍ଯ୍ୟନ୍ତ 4 ଦଶମିକ ଏକ କୋଟି କୁ ବୃଦ୍ଧି ପାଇଛି | ଏହି ଯୋଜନା 2015 ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ 2018 ଓ 2019 | 70 ଲକ୍ଷ ଗ୍ରାହକ ଏହି ଯୋଜନା ସହିତ ସଂଯୁକ୍ତ ହୋଇଥିଲେ ଏହା ପରେ 2020 ଓ 2021 ରେ 79 ଲକ୍ଷ ଲୋକ ଏହି ଯୋଜନାରେ ଯୋଗ ଦେଇଥିଲେ |

ବର୍ତମାନେ 2021 ଓ 2022 ମସିହାରେ ଏହି ଯୋଜନାରେ ଯୋଗ ଦେଉଥିବା ଲୋକଙ୍କର ସଂଖ୍ୟା ୧ କୋଟି ଅତିକ୍ରମ କରୁଛି | ତେବେ ବର୍ତମାନେ 18 ରୁ 40 ବର୍ଷ ମଧ୍ୟରେ ଯେ କୌଣସି ଭାରତୀୟ ନାଗରିକ ଏଥିରେ ପଞ୍ଜିକୃତ ହୋଇ ପାରିବେ ଆପଣ ବ୍ୟାଙ୍କ କିମ୍ଭା ଡାକ ଘରର ଆକାଉଣ୍ଟ ମାଧ୍ୟମରେ ଅଟଳ ଯୋଜନାରେ ଯୋଗ ଦାନ କରି ପାରିବେ | ଏହି ଯୋଜନାରେ 60 ବର୍ଷ ବୟସରେ ପରେ ପେନସନ ଆସିବା ଆରମ୍ଭ କରିବ ଏଥିରେ ଆପଣ କେତେ ବିନିଯୋଗ କରିବାକୁ ପଡିବ ଏହା ଆପଣଙ୍କ ଉପରେ ନିର୍ଭର କରେ |

About odisha news

Check Also

ଶେଷରେ ବାହା ହେଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା, ବାହାଘରର ଏମିତି ସବୁ ଫୋଟୋ ଆସିଲା ସାମ୍ନାକୁ, ଦେଖିଲେ ହଲିଯିବେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ !

ନମସ୍କାର ଦର୍ଶକବନ୍ଧୁ ଶେଷରେ ବିବାହ ବନ୍ଧରେ ବାନ୍ଧିହେଲେ ଟୁଙ୍ଗୁରୁ ଭୋଳ ଓ ବର୍ଷା ବାହାଘର ର ସବୁ ଫୋଟ ଆସିଲା …

Leave a Reply

Your email address will not be published.