Breaking News

ମୋ ସହ ପ୍ରେମ ଆଉ କା ସହ OYO କେମିତି ସହିବି, ଦେଖିଦେଲା ପ୍ରେମିକ ଆଉ ତାପରେ ତ….

ନମସ୍କାର ବନ୍ଧୁଗଣ ଆମେ ଦୁହେଁ ମିଶିକି ରହୁଥିଲୁ କିନ୍ତୁ ମୋଠାରୁ କିଛି ଦିନ ଅଲଗା ହେବ ପରେ ଆଉ ଜଣକ ସହ ମୋ ଗାର୍ଲଫ୍ରେଣ୍ଡ oyo ହୋଟେଲ ଗଲା ମତେ କହିଥିଲା ମୋ ପାଖକୁ ଫେରି ଆସିବ ବୋଲି କିନ୍ତୁ ଫେରିଲା ନାହିଁ | ଆଉ ତାପରେ ଏହି ପ୍ରେମୀ ଯୁଗଳ ଦୁହେଁ ମୁଣ୍ଡ ଫଟା ଫାଟି ହୋଇ ଥାନାରେ ପହଞ୍ଚିଛନ୍ତି ତେବେ 2020 ରେ ପ୍ରେମ ଓ 2021 ରେ କୋଟରେ ବିବାହ ଆଉ 2022 ରେ ଥାନାରେ ପହଞ୍ଚିଛି ମାମଲା |

instagram ରୁ ଉଠିଥିଲା ବନ୍ଧୁତା ତାପରେ ଦୁହେଁ 2021 ରେ କଟକ ଭଡା ଘରେ ଲିଭିନି ରିଲେସନ ରେ ରହୁଥିଲେ ଏହା ଅପରେ 2021 ମାର୍ଚ୍ଚ ମାସରେ କଟକରେ ବିବାହ ମଧ୍ୟ କରିଥିଲେ କିନ୍ତୁ ବିବାହ ଖୁବୁ କାମ ଦିନ ପରେ ଅଗଷ୍ଟ 2021 ରେ କୋଟରେ ଛାଡ଼ପତ୍ର ଆବେଦନ କରିଥିଲେ ଦୁହେଁ |

ଏହା ପରେ ଉଭୟ ନିଜ ନିଜ ଘରକୁ ଚାଲ ଆସିଥିଲେ ହେଲା ଗତ କିଛି ଦିନ ପୂର୍ବେ ଫୁଣି ଉଭୟ କଟକ ଆସି ଅନ୍ୟତ ଚାକିରୀ କରୁଥିଲେ ଏହା ଭିତରେ ଝିଅ ପୁଅ ଫୋନ କରିଥିଲା | ଉଭୟ ଙ୍କ ଭିତରେ ସମ୍ପର୍କ ନିବିଡ଼ ହେବାରେ ଲାଗିଥିଲା ହେଲେ ଯୁବତୀ ଆଉ ଜଣେ ପୁଅ ସହ କଥା ହେଉଥିବାର ଜାଣି ପାରିଥିଲା ସ୍ୱାମୀ ଯାହାକୁ ନେଇ ଉଭୟଙ୍କ ଭିତରେ ଆରମ୍ଭ ହୋଇଥିଲା ପଟିଗୋଲ |

ସେ ମଞ୍ଚେଶ୍ୱର ଥାନା ଅଂଚଳରେ ଝିଅ ରହୁଥିବା ଘରକୁ ଯାଇଥିଲା ରାକେଶ ହେଲେ ଉଭୟ ଙ୍କ ମଧ୍ୟରେ ଏକ ଘଣ୍ଟା ଧରି ପାଟି ତୁଣ୍ଡ ଲାଗିଥିଲେ ପରେ ଉଭୟ ଉଭୟଙ୍କୁ ଅକର୍ମଣ କରିଥିଲେ ଆଉ ମୁଦ ଫଟା ଫାଟି ହୋଇଥିଲେ ଏହାକୁ ନେଇ ଯୁବତୀ ଜଣଙ୍କ ଥାନାରେ ଦ୍ୱାରସ୍ଥ ହୋଇଥିଲେ | ପୋଲିସ ରାକେଶଙ୍କୁ ଅଟକ ରଖି ପଚାର ଉଚରା କରୁଛି ପ୍ରେମିକା ଜଣଙ୍କ ଘର ଯାଜପୁର ହୋଇଥିଲା ବେଳେ ପୁଅର ଘର ହେଉଛି ଭଦ୍ରକରେ ଆଉ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ instagram ଆରମ୍ଭ ହୋଇଥିଲା ଆଉ ଏବେ ଦୁହେଁ ଏଭଳି ଭାବେ ମୁଂଡ ଫଟାଫଟି ହୋଇ ଥାନ ରେ ପହଞ୍ଚି ଛନ୍ତି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.