Breaking News

ମିଥୁନ ଙ୍କ ସ୍ତ୍ରୀ ଦେଖିବାକୁ କେଉଁ ହିରୋଇନ ଠୁ କମ ନୁହନ୍ତି, ପ୍ରଥମ ଥର ପାଇଁ ଦେଖନ୍ତୁ Mithun ଙ୍କ ପୁରା ପରିବାର…

ଦର୍ଶକବନ୍ଧୁ ଆପଣମାନେ ବୋଲିଉଡ଼ ର ସୁପରଷ୍ଟାର ମିଥୁନ ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ସେ ତାଙ୍କ ଅଭିନୟ ଦ୍ୱାରା ଲୋକମାନଙ୍କ ମନରେ ଏକ ଅଲଗା ପ୍ରକାରର ସ୍ଥାନ ବନାଇବାରେ ସଫଳ ହୋଇପାରିଛନ୍ତି ଏବଂ ସେ ଅନେକ ସାରା ଭାଷା ର ଫିଲ୍ମ ରେ ଅଭିନୟ କରିସାରିଛନ୍ତି ଯେଉଁ କାରଣରୁ ତାଙ୍କର ଆଜି ସାରା ଭାରତ ରେ ଅନେକ ଫ୍ୟାନ ଫୋଲର୍ସ ମଧ୍ୟ ଅଛନ୍ତି ତାଙ୍କର ପ୍ରଥମ ଫିଲ୍ମ ମୃଗୟା ପାଇଁ ତାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମଧ୍ୟ ଦିଆଯାଇଥିଲା |

ଦର୍ଶକବନ୍ଧୁ ମିଥୁନ ଙ୍କୁ ଲୋକମାନେ ତାଙ୍କ ଡିସ୍କୋ ଏବଂ ଦେଶୀ ଡ୍ୟାନ୍ସ କାରଣରୁ ବେଶ ଜାଣିଛନ୍ତି କିନ୍ତୁ ବନ୍ଧୁଗଣ ଆଜି ଆମେ ମିଥୁନ ନୁହଁ ବବରଂ ତାଙ୍କ ସ୍ତ୍ରୀ ଙ୍କ ବିଷୟରେ କଥା ହେବା ଯିଏ କି ତାଙ୍କ ସମୟରେ ବହୁତ ସୁନ୍ଦର ଅଭିନେତ୍ରୀ ଥିଲେ ଦର୍ଶକବନ୍ଧୁ ମିଥୁନ ଙ୍କ ସ୍ତ୍ରୀ ଯୋଗିତା ଙ୍କ ଜନ୍ମ 13 ଅଗଷ୍ଟ 1952 ରେ ମୁମ୍ବାଇ ରେ ହୋଇଥିଲା ଯୋଗିତା ସେ ସମୟର ଜଣେ ମସୁର ଅଭିନେତ୍ରୀ ଥିଲେ |

ବନ୍ଧୁଗଣ ସେ ବୋଲିଉଡ଼ ର ବହୁତ ସାରା ହିଟ ହିଟ ଫିଲ୍ମ ରେ ଅଭିନୟ କରିସାରିଛନ୍ତି ତେବେ ବନ୍ଧୁଗଣ ଆପଣଙ୍କୁ କହିରଖୁଛୁ କି ମିଥୁନ ଯୋଗିତା ଙ୍କ ପ୍ରଥମ ସ୍ୱାମୀ ନୁହେଁ ବରଂ ତାଙ୍କ ପ୍ରଥମ ସ୍ୱାମୀ ହେଉଛନ୍ତି କିଶୋର କୁମାର ଏହା ପରେ ସେ ମିଥୁନ ଙ୍କୁ ଦ୍ୱତୀୟ ବିବାହ କରିଥିଲେ ସୂଚନା ଅନୁସାରେ ଯୋଗିତା ମିଥୁନ ଙ୍କ ସହ ଫିଲ୍ମ କରୁ କରୁ ତାଙ୍କୁ ପସନ୍ଦ କରିଥିଲେ ଓ ଏହା ପରେ ଦୁହେଁ ବିବାହ କରିନେଇଥିଲେ |

ଦର୍ଶକବନ୍ଧୁ 1989 ମସିହାରେ ମିଥୁନ ଏବଂ ଯୋଗିତା ବିବାହ କରିଥିଲେ ଏବଂ ସେ ଆଜି ବହୁତ ଖୁସି ରେ ମଧ୍ୟ ଅଛନ୍ତି ତାଙ୍କର 4ଟି ସନ୍ତାନ ମଧ୍ୟ ଅଛନ୍ତି ଆଉ ସେମାନେ ନିଜ ପରିବାର ସହ ବହୁତ ଖୁସି ରେ ଥିବାର ନଜର ଆସିଛନ୍ତି ତେବେ ବନ୍ଧୁଗଣ ଆପଣମାନଙ୍କୁ ମିଥୁନ ଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.