Breaking News

ମୀନ ରାଶି (mina ) ମୀନବାର୍ଷିକ ରାଶିଫଳ, ଏହି ରାଶିର ଲୋକମାନଙ୍କ ଖୋଲିବ ଭାଗ୍ୟ ମିଳିବ ଅନେକ ଦିନର ଅଟକଥିବା ଖୁସି,ଦେଖନ୍ତୁ ପୁରା ରାଶିଫଳ..

ଏହି ମାସିକ ରାଶି ଫଳ ଗ୍ରହଙ୍କ ସ୍ତିତି ଚଳନକୁ ନେଇ ଆଧାରିତ ଗ୍ରହ ମାନଙ୍କ ସ୍ତିତି ଓ ଚଳନ ଆମ ଜୀବନରେ ବହୁତ ପ୍ରକାରର ପ୍ରଭାବ ପକାଇଥାଏ ଯାହା ଫଳରେ ଆମ ଜୀବନରେ ସୁଖ ଅସିଥାଏ ଓ କେବେ ଦୁଃଖ ଆସିଥାଏ ଗ୍ରହ ମାନଙ୍କ ସ୍ତିତି ଆଉ ଚଳନକୁ ନେଇ ଆଜି ଜାଣିବା ମିନା ରାଶି ବିଷୟରେ | ତେବେ ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ହଳଦିଆ ରଙ୍ଗ ଯଦି ଆପଣ ଏହି ରଙ୍ଗର ବସ୍ତୁକୁ ବିଶେଷ ଭବରେ ପ୍ରୟଗ କରନ୍ତି ବା ହଳଦୀ କୁ ପ୍ରୟଗ କରନ୍ତି ବା ବସ୍ତୁର ଏହି ରଙ୍ଗରେ ତେବେ ଆପଣଙ୍କ ଶୁଭ ପ୍ରାପ୍ତି ହେବ ତେବେ ରାଶିର ଶୁଭ ବାର ହେଉଛି ରବିବାର ଏବଂ ଗୁରୁବାର ରାଶିର ଶୁଭ ଦେବତା ହେଉଛନ୍ତି ଭଗବାନ ନାରାୟଣ ଶ୍ରୀ ଜଗନ୍ନଥା ରାଶିର ଶୁଭ ଦେବୀ ହେଉଛନ୍ତି ତାରାତାରିଣୀ ବା ତାରିଣୀ |

ଏହି ରାଶିର ବ୍ରତ କରିବା ବାର ହେଉଛି ଗୁରୁବାର ଏହି ବାରରେ କୌଣସି ବ୍ରତ ବା ଉପବାସ କରନ୍ତି ମାନସିକ ରଖନ୍ତି ତେବେ ଆପଣଙ୍କୁ ଶୁଭ ଫଳ ପ୍ରପଟି ହୋଇଥାଏ ଏବଂ ଆପଣଙ୍କର ମାନସିକ ପୁରଣ ମଧ୍ୟ ହୋଇଥାଏ ତେବେ ଆପଣଙ୍କ ପାଇଁ ଶୁଭ ସଂଖ୍ୟ ହେଉଛି ୩ ଆପଣଙ୍କ ପାଇଁ ଶୁଭ ତାରିଖ ହେଉଛି ପ୍ରତେକ ମାସର 3 ତାରିଖ ୧୨ ତାରିଖ ଏବଂ ୩0 ତାରିଖ ଏହି ତାରିଖ ମାଙ୍କରେ ଆପଣ କୌଣସି ଶୁଭ କାର୍ଯ୍ୟ କରନ୍ତି ତେବେ ନିଶ୍ଚୟ ଭବରେ କରନ୍ତୁ ଶୁଭ ଫଳ ନିଶ୍ଚୟ ପାଇବେ |

ଏହି 2022 ମସିହା ଜୁଲାଇ ମାସ କିପରି କଟିବ ଦେଖିବାକୁ ଗଲେ ମୀନ ରାଶିର ବ୍ୟକ୍ତି ବିଶେଷ ମାନେ 2022 ମସିହା ଜୁଲାଇ ମାସରେ କିଛି କ୍ଷେତ୍ରରେ ସଫଳତା ନେଇ କରି ଆସିବା ଏହି ସମୟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଅନୁକୂଳ ହେବ | ମାସରେ ଦ୍ୱତୀୟ ଅଧ୍ୟାୟରେ ପରିବାରରେ ଏକତ୍ୱ ଦେଖା ଯିବା ଆରମ୍ଭ ହୋଇଯିବ ଭାଇ ଭଉଣୀ ନ୍କ ଅସହ ସହଯୋଗ ମିଳିବ ଆପଣଙ୍କ ମଧୁର ଆଚରଣ ହେତୁ ଭାଇ ଓ ଭଉଣୀଙ୍କ ମନରେ ବସିଥିବା ଭୁଲୁ ବୁଝାବଣା ଏହି ସମୟରେ ଦୂର ହେବାକୁ ଲାଗିବ ଯଦି ଅପା ସେମାନଙ୍କ ସହିତ ସମୟ ବିତାଇ ସେମାନଙ୍କୁ ଉପହାର ଦିଅନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ |

ଏହି ସମୟରେ ଆପଣ ବାହାର ଖାଦ୍ୟ ଏବଂ ପାନୀୟ ପ୍ରତି ବିଶେଷ ଦେଖି ଚାହିଁ ଚାଲବାକୁ ପଡିବ ଭଜା ଦିନିଶାରୁ ଆପଣ ଦୁରେଇ ରୁହନ୍ତୁ ଯଦି ଆପଣ ଠିକି ସମୟରେ ଖାଦ୍ୟ ନ ଖାଆନ୍ତି ତେବେ ଆଦୃସ ଭଳି ରୋଗ ଦେଖା ଦେଇ ପରେ | ଆପଣ ପ୍ରତିକାର ହେଲା ଆପଣ ସବୁ ଦିନ ପ୍ରଭୁ ଶ୍ରୀ ବିଷ୍ଣୁଙ୍କୁ ପୂଜା ଅର୍ଚନା କରନ୍ତୁ ଗୁରୁବାର ଦିନ ବ୍ରମହାନ ଙ୍କୁ ହଳଦିଆ ଦିନିଷ ଦାନ କରନ୍ତୁ ଏବଂ ଆପଣ ବୃଦ୍ଧ ଲୋକ ଙ୍କର ସେବା କରନ୍ତୁ |

About odisha news

Check Also

ଆଉ ରହିଲା ମାତ୍ର କିଛି ସମୟ ତାପରେ ବଦଳିବ 5ଟି ରାଶିର ଭାଗ୍ୟ, ସ୍ୱୟଂ ମା ଲକ୍ଷ୍ମୀ ଆସିବେ ଆପଣଙ୍କ ଦୁଆର ମୁହଁକୁ ଦେଖିବେ…

ଦର୍ଶକବନ୍ଧୁ ଗ୍ରହ ମାନଙ୍କର ହେବାକୁ ଯାଉଛି ଏକ ବଡ଼ ଧରଣର ପରିବର୍ତ୍ତନ ଯାହା ଦ୍ଵାରା ରାଶି ଚକ୍ର ରେ ଥିବା …

Leave a Reply

Your email address will not be published.