Breaking News

ମିଳିଲା ପ୍ରଭୁ ହନୁମାନ ବଞ୍ଚିଥିବାର ପ୍ରମାଣ ଆଜିବି ଏହି ଜାଗାରେ ରହୁଛନ୍ତି Rama ଭକ୍ତ ହନୁମାନ !

ନମସ୍କାର ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ରାମାୟଣ ପରେ ରାମ ଭକ୍ତ ହନୁମାନ କୁଆଡେ ଗଲେ ସେ ଅମର ହୋଇଗଲେ ନା ବ୍ରହ୍ମାଣ୍ଡର କୌଣସି କୋଣରେ ସମାହିତ ହୋଇଗଲେ ନା ସେ ଆଜିବି ଆମ ଆଖପାଖରେ ଉପସ୍ଥିତ ଅଛନ୍ତି ଯଦି ଏସବୁ ବିଷୟରେ ଆପଣ କିଛି ଜାଣି ନାହାଁନ୍ତି ତେବେ ଆସନ୍ତୁ ଜାଣିବା।ଦର୍ଶକ ବନ୍ଧୁ ହିନ୍ଦୁ ଧର୍ମରେ ସମସ୍ତ ଲୋକମାନେ ଭଗଵାନ ହନୁମାନଙ୍କୁ ମାନି ଥାନ୍ତି ଏବଂ ତାଙ୍କର ପୂଜା ଅର୍ଚ୍ଚନା କରିଥାନ୍ତି ଏବଂ କଳିଯୁଗରେ ମଧ୍ୟ ସେ ଜୀବିତ ଥିବାର ଅନେକ ସଙ୍କେତ ମିଳିଥାଏ ଏବେ ଆସନ୍ତୁ ଆଜି ଏହି ବିଷୟରେ ଜାଣିବା |

ବନ୍ଧୁଗଣ ଭଗଵାନ ହନୁମାନ ଚିରଞ୍ଜିବି ଅଟନ୍ତି କାରଣ ସେ ଅମରତ୍ଵର ବରଦାନ ପ୍ରାପ୍ତ କରିଥିଲେ ତେଣୁ ଏହି କାରଣରୁ ଆଜିବି ଭଗଵାନ ହନୁମାନ ଏହି ପୃଥିବୀରେ ଥିବେ ଆଉ ସେ କଳିଯୁଗର ଶେଷ ପର୍ଯ୍ୟନ୍ତ ପୃଥିବୀରେ ରହିବେ ଭଗଵାନଙ୍କୁ ବ୍ରହ୍ମାଣ୍ଡର ରକ୍ଷା କରିବା ପାଇଁ ଅମରତ୍ଵର ବରଦାନ ମିଳିଥିଲା ଆଉ ଏହି ବରଦାନ ପାଇଁ ଆଜିବି ଭଗଵାନ ହନୁମାନ ଜୀବିତ ଅଛନ୍ତି ଆଉ ବ୍ରହ୍ମାଣ୍ଡକୁ ରକ୍ଷା କରିବା କାମରେ ଲାଗିଛନ୍ତି |

ବନ୍ଧୁଗଣ ତ୍ରେତୟା ଯୁଗରେ ଯେତେଥର ଶ୍ରୀରାମ ଭଗଵାନ ହନୁମାନଙ୍କୁ କୁଣ୍ଡେଇ ଧରିଲେ ସେତେବେଳେ ଭଗଵାନ ଶିବ ଅତି ପ୍ରସନ୍ନ ହେଉଥିଲେ ଯେତେବେଳେ କଳି ଯୁଗରେ କଳ୍କୀ ଉପରେ ଭଗଵାନ ବିଷ୍ଣୁ ପୃଥିବୀ ପୃଷ୍ଠରେ ଜନ୍ମ ନେବେ ହନୁମାନ ପର୍ଶୁରାମ ଅଶ୍ଵତ୍ଥାମା କୃପାଚର୍ଯ୍ୟ ବିଭୀଷଣ ଏବଂ ରାଜା ବଳୀ ସାର୍ବଜନୀକ ରୂପରେ ପ୍ରକଟ ହୋଇଯିବେ ଦର୍ଶକ ବନ୍ଧୁ ରାମାୟଣରେ ମଧ୍ୟ କୁହାଯାଇଛି ଯେ ଭଗଵାନ ହନୁମାନ ଲଙ୍କା ଜିତିବା ପରେ ମଧ୍ୟ ଶ୍ରୀରାମଙ୍କ ସେବା ନିଜ ମନପ୍ରାଣ ଦେଇ କରୁଥିଲେ |

ଆଉ ଭଗଵାନ ଶ୍ରୀରାମ ମୃ-ତ୍ୟୁ-ବରଣ କରିବା ପରେ ଯେତେବେଳେ ତ୍ରେତୟା ଯୁଗର ଅନ୍ତ ହେଲା ଆଉ ଦ୍ଵାପର ଯୁଗର ଆରମ୍ଭ ହେଲା ଆଉ ଏହାପରେ ଭଗଵାନ ହନୁମାନ ବଣରେ ବାସ କରିବାକୁ ଲାଗିଲେ ଆଉ ମହାଭାରତରେ ମଧ୍ୟ ଭଗଵାନ ହନୁମାନ ଧ୍ଵଜା ହୋଇ ଅର୍ଜୁନଙ୍କ ରଥର ରକ୍ଷା କରିଥିଲେ ଆଉ ଯୁଦ୍ଧ ସରିବା ପରେ ଯେତେବେଳେ ଭଗଵାନ ହନୁମାନ ନିଜ ପ୍ରକୃତ ରୂପରେ ଆସିଲେ ଆଉ ରଥକୁ ଛାଡି ଚାଲିଗଲେ |

ଦର୍ଶକବନ୍ଧୁ ସେତେବେଳେ ରଥ ବି ଜଳିଗଲା ଏବଂ ଏବେ କଳିଯୁଗରେ ମଧ୍ୟ ଆପଣଙ୍କୁ ଭଗଵାନ ହନୁମାନଙ୍କର ଅନେକ କଥା ଶୁଣିବା ପାଇଁ ମିଳିଯିବ ଇଣ୍ଡୋନେସିଆ ଆମେରିକା ଋଷିଆରେ ଆପଣଙ୍କୁ ଭଗଵାନ ହନୁମାନଙ୍କର ଜୟଜୟକାର ଶୁଣିବାକୁ ମିଳିଯିବ ସ୍ଵାମୀ ମାଧବଚାର୍ଯ୍ୟ ଭଗଵାନ ହନୁମାନଙ୍କୁ ଦେଖିଥିବାର ଦାବି କରିଥିଲେ ଆଉ ତୁଳସୀ ଦାସ ମଧ୍ୟ କୁହନ୍ତି ଯେ ଭଗଵାନ ହନୁମାନ ହିଁ ତାଙ୍କୁ ରାମଚରିତ ମାନସ ଲେଖିବା ପାଇଁ ଉତ୍ସାହିତ କରିଥିଲେ ଆଉ ଅନେକ ସାଧୁସନ୍ଥ ମଧ୍ୟ ଭଗଵାନ ହନୁମାନଙ୍କୁ ଦେଖିବାର ଦାବି କରିଛନ୍ତି |

ବନ୍ଧୁଗଣ ଶ୍ରୀଲଙ୍କାରେ ଏକ ସ୍ଥାନ ଅଛି ଯାହାର ନାଁ ହେଉଛି ମତାଙ୍ଗ ଏହି ସ୍ଥାନର ସଦସ୍ୟ ମାନେ କୁହନ୍ତି କି ଭଗଵାନ ହନୁମାନ ୪୧ ବର୍ଷରେ ଥରେ ତାଙ୍କୁ ଭେଟିବାକୁ ଆସନ୍ତି ଆଉ ତାଙ୍କୁ ଅନେକ ଜ୍ଞାନ ଦେଇ ଯାଇଥାନ୍ତି ଆଉ ଆଜିବି ଶ୍ରୀଲଙ୍କା ଏବଂ ଦକ୍ଷିଣ ଭାରତର କିଛି ସ୍ଥାନରେ ଭଗଵାନ ହନୁମାନଙ୍କର ବିଶାଳ ପାଦ ଚିହ୍ନ ଦେଖିବାକୁ ମିଳେ ଆଉ ଏହାକୁ ବୈଜ୍ଞାନିକମାନେ ମଧ୍ୟ ସତ ବୋଲି ପ୍ରମାଣ କରିଛନ୍ତି |

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ଗନ୍ଧମାର୍ଦନ ପର୍ବତର ମଧ୍ୟ ବର୍ଣ୍ଣନା ରହିଛି ଆଉ କୁହାଯାଏ କି ଆଜିବି ଭଗଵାନ ହନୁମାନ ଗନ୍ଧମାର୍ଦନ ପର୍ବତରେ ବସବାସ କରୁଛନ୍ତି। ତେବେ ଦର୍ଶକ ବନ୍ଧୁ ଦେଖିଲେ ତ କେବଳ ଭାରତ ନୁହେଁ ବରଂ ପୁରା ବିଶ୍ୱରେ ଭଗଵାନ ହନୁମାନଙ୍କର ଜୀବିତ ହେବାର ପ୍ରମାଣ ଦେଖିବାକୁ ମିଳେ ଆଉ ଏହା ବିଷୟରେ ଅନେକ ପ୍ରମାଣ ମଧ୍ୟ ଦେଖିବାକୁ ମିଳିଛି |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.