Breaking News

ମିଳିଲା ଭଗବାନ ପ୍ରଭୁ Ganesh ଙ୍କ କ-ଟା ମୁଣ୍ଡ, ଯାହାକୁ ଦେଖିକି ବୈଜ୍ଞାନିକ ମାନେ ବି ଚମକି ପଡିଲେ… ଦେଖନ୍ତୁ

ହେଲୋ ଫ୍ରେଣ୍ଡ୍ ଆପଣମାନେ ତ ଜାଣିଥିବେ ଭଗବାନ ଶିବ କ୍ରୋଧରେ ଆସି ତାଙ୍କର ପୁତ୍ର ଗଣେଷଙ୍କର ମୁଣ୍ଡ କାଟି ଦେଇଥିଲେ । ଯେତେ ବେଳେ କ୍ରୋଧ ଶାନ୍ତ ହୋଇଥିଲା ମାତା ପାର୍ବତୀ ଙ୍କର ଆଦେଶରେ ହାତୀର ମୁଣ୍ଡ ଗଣେଷଙ୍କ ଶରୀରରେ ଲଗାଇ ଥିଲେ । ଇଏ ଏମିତି କଥା ତାହା ସବୁ ଲୋକ ଜାଣିଛନ୍ତି କିନ୍ତୁ କଣ ଆପଣଙ୍କୁ ଜଣା ଅଛି ଭଗବାନ ଶିବ କାଟୁଥିବା ମୁଣ୍ଡ କୁଆଡେ ଗଲା ।

ଆପଣମାନେ ଜାଣିଲେ ଆର୍ଶ୍ଚଯ୍ୟ ହେବେ ସେହି ମୁଣ୍ଡ ଆଜିବି ଅଛି ଗୋଟିଏ ଗୁମ୍ଫାରେ । ଆସନ୍ତୁ ଜାଣିବା ଗଣେଷଙ୍କ କଟା ମୁଣ୍ଡ କେଉଁଠୀ ଅଛି ଓ କିମିତି ଅଛି । ଗୋଟିଏ ଗୁମ୍ଫାରେ ଅଛି ଗଣେଷଙ୍କ କଥା ମୁଣ୍ଡ ଏହି ଗୁମ୍ଫା ଅଛି ପାତାଳ ଭୁବନେଶ୍ୱର ରେ । ଆପଣ ହୁଏତ ବିଶ୍ଵାସ କରୁନଥିବେ କିନ୍ତୁ ଏହା ସତ ଆଜିବି ଅଛି ସେହି ଗୁମ୍ଫା ରେ କଟା ମୁଣ୍ଡ ।

ପୁରାଣରେ ଯେମିତି ବର୍ଣ୍ଣନା କରାଯାଇଛି ସେହି ପାରୁ ଭାବରେ ଏହି ଗୁମ୍ଫାରେ ରହିଛି । ଏହି ଗୁମ୍ଫା ଉତ୍ତରାଖଣ୍ଡ ର ପିତଳ ଗଡରେ ଥିବା ପାତାଳୀ ଭୁବନେଶ୍ଵରୀ ଗୁମ୍ଫା । ଏହି ଗୁମ୍ଫା ବୋହୁତ ରହସ୍ୟମୟ ଗୁମ୍ଫା ଓ ଏହି ଗୁମ୍ଫାରେ ବୋହୁତ ରହସ୍ୟ ଲୁଚି ରହିଛି । ଏହି ରହସ୍ୟମୟ ଗୁମ୍ଫାର ସନ୍ଧାନ ଏହି ଧରିତ୍ରୀ ରେ ଜନ୍ମ ନେଇଥିବା ସୋୟମ ଭଗବାନ ଶିବଙ୍କର ରୂପ ନେଇ ଆଦି ଗୁରୁ ଶଙ୍କରାଚାର୍ଯ୍ୟ କରିଥିଲେ ।

ଏହି ଗୁମ୍ଫାରେ ବେଶୀ ରହସ୍ୟ ଲାଗିଥାଏ ପ୍ରଭୁ ଗଣେଷଙ୍କ ମୁଣ୍ଡ ଉପରେ ଆଠ ପାଖୁଡ଼ା ବିଶିଷ୍ଟ ବ୍ରହ୍ମ କମଳ ଫୁଲ ରହିଛି ସେହି ଫୁଲରୁ ଭଗବାନ ଗଣେଷ ମୁଣ୍ଡରେ ପାଣି ଝରିଥାଏ । କୁହାଯାଏ ଏହି ଫୁଲ ସୋୟମ୍ ବ୍ରହ୍ମାଙ୍କର ଫୁଲକୁ ସୋୟମ ଭଗବାନ ଶିବ ଆଣି ରଖିଥିଲେ । ଏହି ସବୁ କଥା ସ୍ତ୍ରୀ ସ୍କନ୍ଧ ପୁରାଣ ରେ ବର୍ଣ୍ଣନା ହୋଇଛି ବର୍ଣ୍ଣନା ଅନୁସାରେ ପ୍ରଭୁ ଶିବ ଶଙ୍କର ସୋୟମ ଏହି ଗୁମ୍ଫାରେ ରହିଥାନ୍ତି । ଅନ୍ୟ ଦେବା ଦେବୀ ଏହି ଗୁମ୍ଫାକୁ ପୂଜା କରିବା ପାଇଁ ଆସିଥାନ୍ତି ।

ଏହି ଜାଗାକୁ ଦୂର ଦୁରାନ୍ତାଏ ରୁ ଭକ୍ତ ମାନେ ଆସିଥାନ୍ତି ଏଠାରେ ଥିବା ଗଣେଷଙ୍କ ମୂର୍ତ୍ତି କୁ ଆଦୁ ଗଣେଷ କୁହାଯାଏ । କୁହାଯାଏ ପାତାଳ ଭୁବନେଶ୍ୱର ଗୁମ୍ଫା ରେ 4 ଧାମ ର ଦର୍ଶନ ଏକା ସାଙ୍ଗରେ ମିଳିଥାଏ । ଏହି ଗୁମ୍ଫା ଭିତରକୁ ଗଲେ ଲାଗିଥାଏ ସୋର୍ଗରେ ପହଞ୍ଚିଲା ଭଳି । ଏହି ଗୁମ୍ଫାରେ ଶିବ ଲିଙ୍ଗ ରହିଛି ଓ ଶିବ ଲିଙ୍ଗ ବଢୁଛି । ମନାଯାଇ ଶିବ ଲିଙ୍ଗ ତେବେ ବେଳେ ଗୁମ୍ଭା ଛାତ ରେ ଲାଗିବ କଳି ଯୁଗ ଶେଷ ହୋଇଯିବ ଏହା ଥିଲା ଗଣେଷ ଙ୍କର ପ୍ରଥମ ମୁଣ୍ଡର ରହସ୍ୟ ।

About odisha news

Check Also

Jhiari କୁ ନେଇ ଫେରାର ହୋଇଗଲା Mousa, ସ୍ତ୍ରୀ ଯାଇ ପହଁଚିଲା ଥାନା, ତାପରେ ଘଟିଲା କିଛି ଏପରି ଯାହା କେହି ବି ବିଶ୍ୱାସ କରିନଥିଲେ…

10 ବର୍ଷ ତଳେ କରିଥିଲେ ପ୍ରେମ ବିବାହ ଏବେ ସ୍ତ୍ରୀ କୁ ଛାଡି ସୁନ୍ଦରୀ ଝିଆରୀ ସହ ମଉସା ଫେରାର …

Leave a Reply

Your email address will not be published.