ଦର୍ଶକବନ୍ଧୁ ଏବେ ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁ ନେଇ ଆସୁଛି ଆଉ କିଛି ବଡ଼ ଖବର ବହୁତ ଯଲିଦି ବଣ୍ଟନ ହେବ ଘର ଆପଣଙ୍କ ଖାତାକୁ ଆସିବ ଟଙ୍କା କେଉଁ ତାରିକରୁ ମିଳିବ କେଉଁ ତାରିକରୁ କରିପାରିବେ ଘର ଆରମ୍ଭ ଆର୍ଥିକ ବର୍ଷ 2022 , 2023 ଆରମ୍ଭ ହୋଇସାରିଛି ଆପଣଙ୍କ ଖାତାକୁ ଆସିବାକୁ ଯାଉଛି ଆବାସ ଯୋଜନାର ଟଙ୍କା ଓ ଆପଣଙ୍କୁ ବହୁତ ଜଲଦି ହେବ ବଣ୍ଟନ |
ଏମିତିରେକି ସମସ୍ତ ପ୍ରକାରର ଇଲେକ୍ସନ ସାରିବା ସହିତ ଫଳାଫଳ ମଧ୍ୟ ପ୍ରକାଶ ହୋଇସାରିଛି ଆଉ ବହୁତ ଜଲଦି ଆପଣଙ୍କ ଖାତାକୁ ଆସିବ ଟଙ୍କା ଘର ହେବ ବଣ୍ଟନ ଏହି କାର୍ଯ୍ୟ ଏପ୍ରିଲ ମାସ ଶେଷ ସପ୍ତାହ ହେବ ବୋଲି ଏମୀ କିଛି ବିଶେଷ ସୂତ୍ରରୁ ଜଣା ପଡିଛି |
ଆଉ ତାହା ସହିତ ସାଧାରଣ ଲୋକଙ୍କୁ ଜୀବନକୁ ସହଜରେ କରିବା ବିଭିନ୍ନ ଏବଂ ମନ୍ତ୍ରଲ୍ୟୟରେ ବିବାହ ଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଜନହିତିକର ଯୋଜନା କାରି ସରକାର ଏକ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି |
ଏହି ଭଳି ଯୋଜନା ଉପରେ ସରକାର ପ୍ରସ୍ତାବ ଉପରେ କାର୍ଯ୍ୟ କରୁଥିବାର ଜଣା ପଢୁଛି ତେବେ ଏହି ଯୋଜନା କାର୍ଯ୍ୟ କାରି ହେଲେ ଋଣ ଆଧାରିତ ସରକାରୀ ଯୋଜନାକୁ ଗୋଟିଏ ସ୍ଥାନରେ ଉପଲବ୍ଧ ହୋଇପାରିବ |
ଏହି କାର୍ଯ୍ୟ କର୍ମ କରାଯାଉଥିଲା ବେଳେ ଏହାଏର ସୁଫଳକୁ ଦେଖି ଏହି ଯୋଜନାକୁ ସମ୍ପର ସାରନ କରାଯିବ | ଏହାକୁ ଧ୍ୟାନ ରେ ରଖି ଏହି ପରି ଯୋଜନାକୁ ପ୍ରସ୍ତାବିତ ପୋଟାଳ ରେ ଗୋଟିଏ ମଞ୍ଚ କୁ ଅଣାଯିବ ଏପରି ହେଲେ ହିତାଧିକାରୀ ବିନା ସୁଧରେ ଯୋଜନା ପର୍ଯ୍ୟନ୍ତ ପହଞ୍ଚି ହେବ ବୋଲି ମୁଖ୍ୟ ଉଦେଶ୍ୟ ଏହି ପୋଟାଳ କାର୍ଯ୍ୟ କରି ହେବାରୁ ଏହାକୁ ସବୁ ଦିଗ ପ୍ରତି ଧ୍ୟାନ ଦିଅ ଯାଇଛି |