Breaking News

ଦେଖନ୍ତୁ କିପରି କନିକା ଖୁଡୀ(Mili) ଙ୍କ ଜନ୍ମ ଦିନ ଶୁଟିଙ୍ଗ ସେଟରେ କିପରି ପାଳନ ହେଲା

ଆପଣ ମାନେ ଦେଖିଥିବେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ସିରିଏଲ ତାରା ତାରେଣୀ । ଯେଉଁ ଶୀରିଏଲ୍ କି ଓଡ଼ିଶା ର ନମ୍ବର ୱାନ ଧାରା ବାହୀକ ହୋଇଛି ତାରା ତାରେଣୀ । ତାରା ତାରେଣୀ ରେ ଅଭିନୟ କରୁଥିବା କନିକା ଖୁଡି ଙ୍କୁ ଆପଣ ମାନେ ସମସ୍ତେ ଜାଣିଥିବେ । କନିକା ଖୁଡି ଙ୍କୁ ର ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବହୁତ୍ ପସନ୍ଦ ଆସିଛି ଏବଂ ଯାହା ଫଳରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ।

ତାରା ତାରେଣୀ ଧାରା ବାହୀକ ରେ ଅଭିନୟ କରି କନିକା ଖୁଡି ବର୍ତ୍ତମାନ ଚର୍ଚ୍ଚା ରେ ଅଛନ୍ତି । ତାଙ୍କ ଅଭିନୟ ଫଳ ରେ ସେ ଲୋକ ପ୍ରିୟ ହୋଇପାରିଛନ୍ତି ଏବଂ କନିକା ଖୁଡି ଙ୍କ ଜବରଦସ୍ତ ଅଭିନୟ ଫଳ ରେ ଆଜି ତାରା ତାରେଣୀ ନମ୍ବର ୱାନ ହୋଇ ପାରିଛି । ତାଙ୍କ ଅଭିନୟ ଯାଦୁ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି ।

ଆଜି ଆମେ ଜାଣିବା ଯେ କନିକା ଖୁଡି ଙ୍କ ଜନ୍ମ ଦିନ ତାରା ତାରେଣୀ ରେ ସୁଟିଂ ସେଟ୍ ରେ ଖୁବ୍ ଧୁମ୍ ଧାମରେ ପାଳନ କରିବା ସହିତ ବହୁତ୍ ମଜା ମସ୍ତି କରିଛନ୍ତି । ସମସ୍ତ ଆକଟର ମଧ୍ୟ ସେଠାରେ ଉପସ୍ଥିତ ରହି ମଜା ମସ୍ତି କରିଥିଲେ । କନିକା ଖୁଡି ଙ୍କ ପ୍ରକୃତ ନାମ ହଉଛି ମିଳି ମହାନ୍ତି । ସେ ଅନେକ ଧାରାବାହିକ ରେ ଅଭିନୟ କରିବା ସହ ସେ ଅନେକ ଭଜନ ଓ ଆଲବମ୍ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *