Breaking News

ମିହିର ଦାସଙ୍କ ମୃ-ତ୍ୟୁ କୁ ଆଜିକି ୬ ମାସେ ହେଲାଣି, କେମିତି ଦୁଃଖରେ ଅଛନ୍ତି ପରିବାର ଲୋକ |

ଆଜିକୁ ପ୍ରାୟ 6 ମାସ ପୂର୍ବେ ମୃ-ତ୍ୟୁ ବରଣ କରିଥିଲେ ଓଲିଉଡର ଜବରଦସ୍ତ ଆକ୍ଟର ମିହିର ଦାସ ତାହାଲେ ମିହିର ଦାସ ମୃ-ତ୍ୟୁ ପରେ ତାଙ୍କ ପରିବାର ଲୋକ ମାନେ ବର୍ତମାନେ କିପରି ଅଛନ୍ତି ଜଣାନ୍ତୁ | ଓଲିଉଡର ଜବରଦସ୍ତ ଆକ୍ଟର କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ସେ ଦୀର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରି ରେ କାମ କରୁଥିଲେ ଆଉ ନିଜର ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଅଧିକ ଭଲ ପାଇବା ଦେଇଥିଲେ |

ମିହିର ଦାସ ପ୍ରାୟ 300 ରୁ ଅଧିକ ଓ଼ଡିଆ ସିନେମା ରେ ଅଭିନୟ କରି ନୂଆ ରେକଡ଼ କରିଥିଲେ ସେ ଓଲିଉଡ ଇଣ୍ଡଷ୍ଟ୍ରି ର ଜଣେ ସେ ସବୁ ଠାରୁ ଅଧିକ ଫିଲ୍ମ ରେ ଅଭିନୟ କରିଥିବା ଆକ୍ଟର ଅଟନ୍ତି ତାଙ୍କ ମୃତ୍ୟୁ ରେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ଦୁଃଖ ପ୍ରକାଶ କରିଥିଲେ ଆଉ ସହିତ ଓଲିଉଡ଼ ଇଣ୍ଡଷ୍ଟ୍ରି ପ୍ରୟ ଦୁଃଖରେ ଭାଙ୍ଗି ଯାଇଛି ଆଉ ବର୍ତମାନ ତାଙ୍କୁ ମୃ-ତ୍ୟୁ କୁ ପ୍ରୟ 6 ମାସ ସମୟ ବିତି ଗଲାଣି ଆଉ ମିହିର ଦାସ ମୃତ୍ୟୁ କଲା ବେଳେ ତାଙ୍କୁ 62 ବର୍ଷ ବୟସ ହୋଇଥିଲା | ତାହାଲେ ମୃତ୍ୟୁ ବରଂ ପରେ ତାଙ୍କ ପରିବାର ଲୋକ ବହୁତ ଅଧିକ ଦୁଃଖରେ ଥିବା ଜଣାପଡିଛି |

ତାହାଲେ ଆପଣ ମାନେ ଜାଣିଥିବେ ମିହିର ଦାସ ତାଙ୍କ ପରିବାରରେ ତାଙ୍କର ଦୁଇ ପୁଅ ଓ ତାଙ୍କର ବଡ଼ ବୋହୂ ରୁହନ୍ତି ପୂର୍ବରୁ ମିହିର ଦାସ ଙ୍କ ସ୍ତ୍ରୀ ମୃ-ତ୍ୟୁ ବରଣ କରିଥିଲେ | ତାହାଲେ ଆପଣ ମାନେ ମିହିର ଦାସ ଙ୍କ ବଡ଼ ପୁଅ ଅମ୍ଲାନ କୁ ଆପଣ ମାନେ ବେଶେ ଭଲ ଭାବରେ ଜାଣିଥିବେ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ବହୁ ସାରା ସିନେମାରେ ଅଭିନୟ କରିଛନ୍ତି ତେବେ ବାପ ମିହିର ଦାସ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗି ପଡିଛନ୍ତି ଅମ୍ଲାନ | ଅମ୍ଲାନ କୁ ସବୁଠାରୁ ଅଧିକ ଭଲ ପାଉଥିଲେ ମିହିର ଦାସ |

ଅମ୍ଲାନ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଦୀର୍ଘ ଦିନ ଧରି ଦୁଃଖରେ ରହିଥିଲେ କିନ୍ତୁ ବର୍ତମାନେ ସେ ସମ୍ପୂର୍ଣ ଭାବରେ ଠିକି ହୋଇ ସାରିଛନ୍ତି ଆଉ ତାଙ୍କ ବାପାଙ୍କ ମୃତ୍ୟୁ ରେ ସେ ସମ୍ପୂର୍ଣ ଭାବରେ ଭଲ ହୋଇ ସାରିଛନ୍ତି ତାହାନେ ବର୍ତମାନେ ଅମ୍ଲାନ ଅଟେ ନୂଆ ଓଡ଼ିଆ ଫିଲ୍ମ ର ସୁଟିଙ୍ଗ ଚାଲିଛି ଆଉ ସେ ଏହି ଫିଲ୍ମ ରେ ସେ ସୁଟିଙ୍ଗ ରେ ଅଭିନୟ କରିଥିବାର ନଜର ଆସିଛନ୍ତି ଅମ୍ଲାନ ଭୂମିକା ଦାସ ଙ୍କୁ ବିବାହ କରିଛନ୍ତି ତାଙ୍କ ବାହାଗର ୧ ବର୍ଷ ସମୟ ବିତି ଗଲାଣି ତାହାନେ ଭୂମିକା ଦାସ ଓ ଅମ୍ଲାନ ବର୍ତମାନେ ବହୁତ ଖୁସିରେ ରହିବାର ଦେଖା ଦେଇଛନ୍ତି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.