Breaking News

ମିହିର ଦାସ ଙ୍କ 22ବର୍ଷ ର ଝିଅ ଫେରିଲେ ଓଡିଶା, ସେ ପ୍ରଥମ ଥର ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଯାଉଛନ୍ତି…. ଦେଖନ୍ତୁ Mihir ଦାସଙ୍କ ଝିଅର ପ୍ରକୃତ ନାମ କଣ !

ଦର୍ଶକବନ୍ଧୁ 17 ଫେବୁଆରି ରିରେ 1969 ମସିହା ରେ ଜନ୍ମ ଗ୍ରହଣ କରିଥିବା ଆମର ଅଲିଉଡ ଇଣ୍ଡଷ୍ଟ୍ରିର ଆପଣ ,ମାନଙ୍କର ପ୍ରିୟ ଅଭିନେତା ମିହିର ଦାସ 11 ଜାନୁଆରୀ 2022 ଏହି ଦୁନିଆ ଚଡି ଆରପାରିକୁ ଚାଲି ଯାଇଛନ୍ତି ହେଲେ ସେ ସବୁ ଓଡିଶା ବାସୀଙ୍କ ମନରେ ଚିର ଆମର ହୋଇ ରହିଯାଇଛନ୍ତି କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ମିହିର ଦାସଙ୍କର ଘର ପରିବାର ଓ ପ୍ରସିନାଲ ଲାଇଫି ବିଷୟରେ ଜାଣିବା ଓ ଟଙ୍କାର ପୁଅ ଝିଅ ଓ ତାଙ୍କ ପରିବାରରେ କିଏ କିଏ ସବୁ ଅଛନ୍ତି ସଦସ୍ୟ ଅଛନ୍ତି ସବୁ କିଛି ଆପଣ ମାନେ ଜଣାନ୍ତୁ |

ତେବେ ଦର୍ଶକବନ୍ଧୁ ଓଲିଉଡ ଇଣ୍ଡଷ୍ଟ୍ରିରେ ଆପଣ ମାନଙ୍କର ନୀୟ ଅଭିନେତା ମିହିର ଦାସ ଯିଏକି ଆଜି ଆଉ ଗହଣରେ ନାହାନ୍ତି ମାତ୍ର 62 ବର୍ଷ ବୟସରେ 11 ଜାନୁଆରୀ 2022 ରେ ସେ ଏହି ଦୁନିଆକୁ ଚଡି ଚାଲିଯାଇଥିଲେ 11 ଫେବୁଆରି 1969 ମସିହାରେ ବାରିପଦା ମୟୁରଭଞ୍ଜ ଜିଲ୍ଲାରେ ସେ ଜଣ ଗ୍ରହଣ କରିଥିଲେ ମିହିର ଦାସ |

ମିହିର ଦାସ 2014 ମସିହାରେ 25 ତମ ଓଡ଼ିଶାରେ ଷ୍ଟେଟ ଫିଲ୍ମ ପୁରସ୍କାର ପାଇଥିଲେ | ଆପଣ ମାନେ ମଧ୍ୟ ଜାଣିଥିବେ ମିହିର ଦାସଙ୍କର ସ୍ତ୍ରୀଙ୍କ ନାମ ଥିଲା ସଙ୍ଗିରି ଦାସ ସେ ଦୁଇଜଣ 82 ମସହାରେ ସେ ଆରପାରିକୁ ଚାଲିଯାଇଥିଲେ | ମିହିର ଦାସ ଙ୍କର ଦୁଇଟି ପୁତ୍ର ଅଛନ୍ତି ଅମ୍ଲାନ ଦାସ ଓ ଅପ୍ରାନ ଦାସ ଅମ୍ଲାନ ମଧ୍ୟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି ଅମ୍ଲାନଙ୍କର ପତ୍ନୀ ନାମ ଭୂମିକା ଦାସ |

Mihir Das Photo
ମିହିର ଦାସ ପାଖାପାଖି 100 ରୁ ଅଧିକ ଚଳଚ୍ଚିତ୍ର କରିଛନ୍ତି ଶେଷ ଥର ପାଇଁ ସେ 2022 ମସିହାରେ ଗୁପୁଚୁପ ମୋର ମାନେନା ଚଳଚିତ୍ର ରେ କାମ କରୁଥିଲେ ଏବଂ ଦର୍ଶକ ମାନଙ୍କ ହୃଦୟରେ ସେ ସ୍ଥାନ ତିଆରି କରି ସାରିଛନ୍ତି ଆଜି ସେ ଆଉ ଆମ ଗହଣରେ ନାହାନ୍ତି ମାତ୍ର ଅଳ୍ପ କିଛି ବୟସରେ ଏହି ଦୁନିଆକୁ ଚଡି ଚାଲିଯାଇଛନ୍ତି |

About odisha news

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.