Breaking News

ମିହିର ଦାସଙ୍କ ପତ୍ନୀ ତାଙ୍କୁ ଅଧା ବାଟରେ ହାତ ଛାଡିଦେଲା ପରେ ସେ କିପରି ବାପ ମା ର କର୍ତ୍ତବ୍ୟ କରିଥିଲେ ଜାଣିଲେ ଆପଣଙ୍କର ଆଖିରେ ଲୁହ ଆସିଯିବ |

ଦର୍ଶକବନ୍ଧୁ ଆପଣ ମାନେ ଓଡ଼ିଆ ସିନେମା ନିଶ୍ଚିୟ ଦେଖୁଥିବେ ଯଦି ଆପଣ ଓଡ଼ିଆ ଫିଲ୍ମ ଦେଖୁ ଥିବେ ତେବେ ମିହିର ଦାସଙ୍କୁ ନିସ୍ଚୟ ଜାଣିଥିବେ ତାଙ୍କର ଅଭିନୟ ସହିତ ଆପଣ ବେଶେ ଭଲ ଭାବରେ ପରିଚିତ ଥିବେ ତେବେ ମିହିର ଦାସ ଙ୍କ ପ୍ରକୃତ ନାମ ହେଲା ମିହିର କୁମାର ଦାସ ତାଙ୍କ ଡାକ ନାମ ହେଲା ମିହିର | ବରିଷ୍ଟ ଅଭିନେତା ମିହିର ଦାସ ଙ୍କ ଜନ୍ମ 17 ଫେବୁଆର 1966 ମସିହା ରେ ମୟୁରଭଞ ଜିଲ୍ଲା ରେ ଜନ୍ମ ହୋଇଥିଲେ ସେ ତାଙ୍କର ପିଲା ଦିନ ସେଇ ଜାଗାରେ ବିତେଇ ଥିଲେ ବର୍ତ୍ତମାନ ତାଙ୍କର ବୟସ ହେଲା 55 ବର୍ଷ |

ମିହିରୀ ଦାସ ଙ୍କ ଶାରୀରିକ ତଥ୍ୟ ବିଷୟରେ ମିହିରୀ ଦାସ ଙ୍କ ଉଚତା 5 ଫୁଟ 5 ଇଞ୍ଚ ତାଙ୍କର ଓଜନ 70 କିଲୋ ମିହିର ଦାସ ଙ୍କ ଆଖି ର ଏବଂ ମୁଣ୍ଡର ଚୁଳ କଳା ଅଟେ ସେ ଧର୍ମରେ ରେ ହିନ୍ଦୁ ଅଟନ୍ତି ଏବଂ ତାଙ୍କର ନାଗରିକତା ହେହୁଛି ଭାରତୀୟ |

ଦର୍ଶକ ବନ୍ଧୁ ଆସନ୍ତୁ ଜାଣିବା ତାଙ୍କର ପାଠ ପଢା ବିଷୟରେ ମିହିର ଦାସ କଟକ ବିଶ୍ୱ ବିଦ୍ୟାଳୟ ରେ ଗ୍ରାଜୁଏସନ କରିଛନ୍ତି ଏବଂ ସ୍କୁଲ କଟକ ର ଏକ ସ୍କୁଲରୁ ସମ୍ପୁର୍ଣ୍ଣ କଇଛନ୍ତି | ମିହିରୀ ଦାସ ତାଙ୍କ ପ୍ରଥମ ଫିଲ୍ମ ମଥୁରା ରୁ ଆରମ୍ଭ କରିଥିଲେ ଏହା ଠାରୁ ମିହିର ଦାସ ଅନେକ ଫିଲ୍ମରେ କାମ କରିଛନ୍ତି | ଆସନ୍ତୁ ଜାଣିବା ମିହିର ଦାସ ଙ୍କ ପରିବାର ବିଷୟ ରେ ବର୍ତମାନ ତାଙ୍କର ଦୁଇ ପୁଅ ଏବଂ ବୋହୁ ଅଛନ୍ତି ମିହିର ଦାସ ଙ୍କ ସ୍ତ୍ରୀ ଙ୍କ ନାମ ହେଲା ସଙ୍ଗୀତା ଦାସ ସେ ଆଉ ଏଅ ଦୁନିଆ ରେ ନାହାନ୍ତି |

ଅସୁନ୍ତୁ ଜାଣିବା ମିହିର ଦାସ ଙ୍କ ପସନ୍ଦ ବିଷୟ ରେ ମିହିର ଦାସ ଙ୍କ ପସନ୍ଦ ରଙ୍ଗ ହେଲା ନାଲି ଏବଂ ଧଳା ତାଙ୍କର ମନ ପସନ୍ଦ ର ଖାଦ୍ୟ ହେଉଛି ଆମିଷ ମିହିର ଦାସ ଙ୍କ ମନ ପସନ୍ଦ ର ଅଭିନେତା ହେଉଛନ୍ତି ଅମିତା ବଚନ ଏବଂ ତାଙ୍କ ପୁଅ ଅମ୍ଲାନ କୁ ଭଲ ଅଭିନେତା କରିଛନ୍ତି ତେବେ ଦର୍ଶକବନ୍ଧୁ ଆପଣମାନଙ୍କୁ ମିହିର ମିହିର ଦାସଙ୍କ ଅଭିନୟ କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ମା Lakhmi କୃପାରୁ ଆସନ୍ତା କାଲିଠାରୁ ଏହି 5ଟି ରାଶିର ଭାଗ୍ୟ ହୀରା ଠାରୁ ବି ଅଧିକ ଚମକି ଉଠିବ, ଦେଖନ୍ତୁ ଆପଣଙ୍କ ରାଶି ଅଛିତ !

ନମସ୍କାର ବନ୍ଧୁଗଣ ଆମ ଜୀବନ ରେ ଚାଲିଥିବା ସୁଖ ଓ ଦୁଃଖ ଆଦି ଗ୍ରହ ମାନକର ଗତି ବିଧି ଉପରେ …

Leave a Reply

Your email address will not be published.