Breaking News

ଆସନ୍ତୁ ଜାଣିବା ମିହିର ଦାସ ( Mihir Dash ) ଙ୍କର ସମ୍ପତି ଓ ପରିବାର ବିଷୟରେ…

ଆପଣ ମାନେ ଆମ ସମସ୍ତେ ଆମ ଓଲିଉଡ ଜଗତର କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ।ଏହି କଳାକାର ମାନେ ସେମାନଙ୍କ ଜୀବନ ଶୈଳୀ କୁ ନେଇ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ଆଜି ଆମେ ଏମିତି ଜଣେ ଚର୍ଚ୍ଚିତ କଳାକାର ଙ୍କ ବିଷୟରେ ଆପଣ ମାନଙ୍କୁ କହିବୁ। ବନ୍ଧୁଗଣ ସେହି କଳାକାର ଜଣକ ହେଉଛନ୍ତି ମିହିର ଦାସ । ଆପଣ ମାନେ ସମସ୍ତେ ପ୍ରାୟ ଅଧିକାଂଶ ସୁପର ହିଟ ଫିଲ୍ମରେ ମିହିର ଦାସଙ୍କୁ ଦେଖିଥିବେ ସେ ବହୁତ ସୁନ୍ଦର ଅଭିନୟ କରନ୍ତି ଓ ସେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ।

ଆପଣ ମାନେ କଣ ଜଣିଛନ୍ତି କି ଲୋକପ୍ରିୟ ଅଭିନେତା ମିହିର ଦାସ ଙ୍କର ସମ୍ପତି କେତେ।ତେବେ ଆସନ୍ତୁ ଜାଣିବା ମିହିର ଦାସ ଙ୍କର ସମ୍ପତି ଓ ପରିବାର ବିଷୟରେ।ବହୁତ କମ ଲୋକ ମିହିର ଦାସ ଙ୍କର ସମ୍ପତି ବିଷୟରେ ଜାଣିଥିବେ।ତେବେ ଡେରି ନ କରି ଆସନ୍ତୁ ଜାଣିବା।
ଲୋକପ୍ରିୟ ଅଭିନେତା ମିହିର ଦାସ ମୟୁରଭଞ୍ଜ ଜିଲ୍ଲା ରେ ଜନ୍ମ ହୋଇଥିଲେ କିନ୍ତ ସେ କଟକ ରେ ରୁହନ୍ତି।ମିହିର ଙ୍କ ପତ୍ନୀ ଙ୍କର ନାମ ସଙ୍ଗୀତା ଦାସ।

ସଙ୍ଗୀତା ଦାସ ହେଉଛନ୍ତି ଜଣେ ସିଙ୍ଗର ଓ ଅଭିନେତ୍ରୀ।ଆପଣ ମାନେ ସମସ୍ତେ ଜାଣିଥିବେ ମିହିର ଦାସ ଙ୍କ ପୁ ଅମ୍ଳାନ ଙ୍କୁ।ଅମ୍ଳାନ ମଧ୍ୟ ଜଣେ ଅଭିନେତା ସେ ଖୁବ ସୁନ୍ଦର ଅଭିନୟ କରନ୍ତି।ଲୋକପ୍ରିୟ ଅଭିନେତା ମିହିର ଦାସ 1980 ମସିହାରେ ଓଲିଉଡ ଜଗତରେ ପାଦ ଦେଇଥିଲେ।ବର୍ତ୍ତମାନ ସୁଦ୍ଧା ଓଲିଉଡ ଜଗତରେ ମିହିର ଦାସ 40 ବର୍ଷ ବିତାଇ ସରିଲେଣି।


ଆମ ଓଲିଉଡ ଜଗତରେ ମିହିର ବହୁତ ହିଟ ଫିଲ୍ମି ଗୁଡିକରେ ଅଭିନୟ କରିଛନ୍ତି।ସେ ଉଭୟ ନାୟକ ଓ ଖଳନାୟକ ରୂପରେ ମଧ୍ୟ ଅଭିନୟ କରିଛନ୍ତି। ବର୍ତ୍ତମାନ ମିହିରଙ୍କୁ ୫୪ ବର୍ଷ ବୟସ ପୂରଣ ହୋଇସାରିଛି।ମିହିର ଦାସ ଆଜି ପର୍ଯ୍ୟନ୍ତ 140 ରୁ 150 ଟି ଓଲିଉଡ ଫିଲ୍ମି କରି ସାରିଛନ୍ତି।ଗୋଟିଏ ଫିଲ୍ମି କରିବା ପାଇଁ ମିହିର 4 ରୁ 6 ଲକ୍ଷ ଟଙ୍କା ଦୀମାଣ୍ଡ କରିଥାନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

Breaking news – ଆଜିର ଦୁଃଖ ଖବର ଚଳଚ୍ଚିତ୍ର ଏବଂ ସିରିଏଲର ଲୋକପ୍ରିୟ ହିରୋଇନ`ଙ୍କ ମୃତ୍ୟରେ ଖେଳିଗଲା ଶୋକର ଛାୟା, ସବୁଆଡେ ସୁଖର ଲହରୀ ଖେଳିଯାଇଛି….

ନମସ୍କାର ଦର୍ଶକବନ୍ଧୁ ବର୍ତମାନ ସମୟରେ ବଡ଼ ବୁଖା ଦାୟକ ଖବର ଆସିଛି ପ୍ରସିଦ୍ଧ ଅଭିନେତ୍ରୀ ଙ୍କ ଅଭିନୟରେ ଅନେକ କଳାକାର …

Leave a Reply

Your email address will not be published.