ନମସ୍କାର ଦର୍ଶକବନ୍ଧୁ ଏମିତି ଆଶ୍ଚର୍ଯ୍ୟ ଘଟଣା ଘଟିଛି ଶୁଣିଲେ ଆପଣ ମଧ୍ୟ ଅର୍ଚ୍ଚଯ୍ୟ ହୋଇଯିବେ ସାଧାରଣତଃ ମେକ୍ଅପ୍ ଲଗେଇବା ପ୍ରେମିକକୁ ଛେଚି ଦେଇଗଲା ଯୁବଗ | ଦର୍ଶକବନ୍ଧୁ ଆପଣ ମାନେ ଶୁଣି ଆଶ୍ଚଯ୍ୟ ହେବେ ଜଣାନ୍ତୁ ଏହି ଖବର ବିଷୟରେ ନିଜଠାରୁ 10 ବର୍ଷ ସାନ ଯୁବକ ପଡିଲେ ମହିଳା ଆଉ ତାପରେ ଦୁହେଁ ସମ୍ପର୍କକୁ ଆସିଲେ ହେଲେ କିଛି ସମୟ ପରେ ମହିଳାଙ୍କ ପ୍ରେମିକ ଏମିତି ବେବହାର କରିଥିଲା ଆପଣ ଜାଣି ଆଶ୍ଚଯ୍ୟ ହୋଇଯିବେ |
ବେବହାର ଏତେ ଖରାପ କରିଥିଲା ପଶୁଙ୍କ ସହ ଏମିତି ବେବହାର କରଯାଉ ନଥିବ ମହିଳା ଜଣଙ୍କ ମେକ୍ଅପ୍ ହେଉଥିବାରୁ ତାଙ୍କୁ ପିଟି ପିଟି ମେଡିକାଲ ରେ ଭର୍ତି କରାଯାଇଥିଲା ଏଭଳି ରାକ୍ଷସ ପ୍ରେମିକ ଏହି ଭଳି ଶିକାର ହୋଇଥିବା ମହିଳାଙ୍କ ନାମ ହେଉଛି ୟମଃ କର୍ଷ୍ଟଷ୍ଟନ ସେ ଦୁଇଟି ସନ୍ତାନର ଜନନୀ 48 ବର୍ଷୀୟ ୟମଃ କର୍ଷ୍ଟଷ୍ଟନି ପୂର୍ବ ସ୍ୱାମୀଙ୍କୁ 2018 ରେ ଏପରି ଆକ୍ରମଣ କରିଥିଲା ବୋଲି ସେ କହିଛନ୍ତି |
ଏହି ବିଷୟରେ ସେ news ସାଇଟି ସହିତ ଆଲୋଚନ କରିଛନ୍ତି ଚର୍ଚ୍ଚା ମେକ୍ଅପ୍ ଲଗାଇବାକୁ ୟମଃ ସବୁବେଳେ ମନା କରୁଥିଲା ଓ ତାଙ୍କୁ କହୁଥିଲା ତମେ ମେକ୍ଅପ୍ ଛାଡିଦିଅ କାରଣ ଚର୍ଚ୍ଚ ଭାବୁଥିଲା ୟମଃ ମେକ୍ଅପ୍ ବିନା ବଞ୍ଚି ପରିବେନାହିଁ ଧୀରେ ଧୀରେ ସେ ପଶୁଙ୍କ ଠାରୁ ହୀନ ଆଚାର ବେବହାର କରିବାକୁ ଲାଗିଲେ ଏପରି ହିଂସା ଆଚରଣ ପାଇଁ ୟମଃ ତାଙ୍କୁ ଛାଡିବାକୁ ବାଧ୍ୟ ହୋଇଥିଲେ ତାପରେ କେସେ କରି ସେ 5ବର୍ଷ ଜେଲ ଦଣ୍ଡ ଦେଥିଲେ 2010 ରୁ ଆରମ୍ଭ ହୋଇଥିଲା ପ୍ରେମ ଓ 2013ରେ ସାଥିରେ ରହିବ ଆରମ୍ଭ ହୋଇଥିଲା |
ବହୁତ ଜଲଦି ଯାଇଥିଲା ଚର୍ଚ୍ଚ ଏବଂ ୟମଃ ଙ୍କ ଉପରେ ଆରମ୍ଭ କରିଥିଲେ ଅତ୍ୟାଚାର ଏଭଳି ଅତ୍ୟାଚାର ପାଇଁ ୟମଃ ଅନେକ ଯାଏଁ ମେଡିକାଲରେ ରହିଥିଲେ | ତେବେ ଦର୍ଶକବନ୍ଧୁ ମାନେ ଆପଣ ମାନଙ୍କର ମତ କଣ ଏହି ବିଷୟରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ |
Check Also
ପରିବାରର ବୋଝ ମୋତେ ଦେଇଗଲ, କେମିତି ଚଳେଇବି ପରିବାର, ମତେ ଏବେ କିଏ Hero କରିବ ଦେଖନ୍ତୁ ପୁରା ଭିଡ଼ିଓ
ନମସ୍କାର ବନ୍ଧୁଗଣ ଓଲିଉଡ଼ ଅଭିନେତା ପିଣ୍ଟୁ ନନ୍ଦ ଆରପାରିକୁ ଚାଲି ଯାଇଥିବା ବେଳେ ତାଙ୍କ ପୁଅ ତାଙ୍କୁ କହୁଛି ବାପା …