ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଆମ ଦେଶ ର ନମ୍ବର ୱାନ ରିଅଲ ହିରୋ ଶୋନୁ ସୂଦ ଙ୍କ ଘରେ ଆୟକର ବିଭାଗ ତାଙ୍କ ବାସ ଭବନ ସହିତ 6 ଟି ସ୍ଥାନ ରେ ରେଡ କରିଥିଲେ ଶୋନୁ ତାଙ୍କ ସାହାର୍ଯ୍ୟ ସେହିଭଳି ଜାରି ରଖିବେ ବୋଲି କହୁଛନ୍ତି । ହଁ ବନ୍ଧୁ ଆୟକ ର ବିଭାଗ ରେଡ କରି ସାରିବା ପରେ ଶୋନୁ ଗଣମାଧ୍ୟମ ନିକଟ ରେ କହିଛନ୍ତି ଆଗରୁ ଯେମିତି ତାଙ୍କ ସାହାର୍ଯ୍ୟ ଥିଲା ସେହିଭଳି ଜାରି ରହିବ । ତେବେ ସେ ଆଉ କଣ କହିଛନ୍ତି ଆସନ୍ତୁ ଜାଣିବା ,
ତେବେ ବନ୍ଧୁଗଣ ଏହି ବଲିଉଡ ଷ୍ଟାର ବର୍ତ୍ତମାନ ସମୟ ରେ ସାରା ଭାରତ ରେ ବେସ ପରିଚିତ ଓ ରିଅଲ ହିରୋ କହିଲେ ମଧ୍ୟ କମ ହବ । ତେବେ ବନ୍ଧୁଗଣ କରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ବେସ ଆଗରେ ଥିଲେ ଶୋନୁ ସୂଦ । କରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ହୋଇ ପାରିଥିବା ଶୋନୁ ସୂଦ ଙ୍କ ଘରେ ବର୍ତ୍ତମାନ ସମୟ ରେ ଆୟକ ର ବିଭାଗ ଶୋନୁଙ୍କ ବାସ ଭବନ ଓ 6 ଟି ସ୍ଥାନ ରେ ରେଡ କରିବା ପରେ ଗଣ ମାଧ୍ୟମ ନିକଟ ରେ ଶୋନୁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ଯେ – ମୁଁ ଆଗରୁ ଯେଉଁ ଭଳି ଭାବେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରୁଥିଲି ଠିକ ସେହିଭଳି ଆଗାମୀ ଦିନ ମାନ ଙ୍କ ଯାଏ କରୁଥିବି ।
ଆଜି ବି ମଧ୍ୟ ଶୋନୁ ଙ୍କ ଘର କୁ ବହୁତ ବ୍ୟକ୍ତି ଯାଉଛନ୍ତି ସାହାର୍ଯ୍ୟ ପାଇଁ । ତେବେ ସମସ୍ତ ଜନତା ଙ୍କ ଆର୍ଶୀବାଦ ତାଙ୍କ ପାଖ ରେ ଆର୍ଶୀବାଦ ରହିଛି ଓ ଆଗ କୁ ମଧ୍ୟ ରହିବ ଓ ସବୁଠୁ ବଡ କଥା ହେଲା ଯେ ଦୁଇ ଥର ରାଜ୍ୟ ସଭା ଆସନ ଆସିଥିଲେ ମଧ୍ୟ ଶୋନୁ ଦୁଇ ଥର ଯାକ ପ୍ରତ୍ୟାଖାନ କରି ଦେଇଛନ୍ତି ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ