Breaking News

ମିଡିଆ ସାମ୍ନାକୁ ଆସିଲେ ସୋନୁ (Sonu Sood), IT ରେଡ ଉପରେ ଯାହା କହିଲେ ସମସ୍ତଙ୍କ ହୃଦୟ ଜିତିନେଲେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ଆମ ଦେଶ ର ନମ୍ବର ୱାନ ରିଅଲ ହିରୋ ଶୋନୁ ସୂଦ ଙ୍କ ଘରେ ଆୟକର ବିଭାଗ ତାଙ୍କ ବାସ ଭବନ ସହିତ 6 ଟି ସ୍ଥାନ ରେ ରେଡ କରିଥିଲେ ଶୋନୁ ତାଙ୍କ ସାହାର୍ଯ୍ୟ ସେହିଭଳି ଜାରି ରଖିବେ ବୋଲି କହୁଛନ୍ତି । ହଁ ବନ୍ଧୁ ଆୟକ ର ବିଭାଗ ରେଡ କରି ସାରିବା ପରେ ଶୋନୁ ଗଣମାଧ୍ୟମ ନିକଟ ରେ କହିଛନ୍ତି ଆଗରୁ ଯେମିତି ତାଙ୍କ ସାହାର୍ଯ୍ୟ ଥିଲା ସେହିଭଳି ଜାରି ରହିବ । ତେବେ ସେ ଆଉ କଣ କହିଛନ୍ତି ଆସନ୍ତୁ ଜାଣିବା ,

ତେବେ ବନ୍ଧୁଗଣ ଏହି ବଲିଉଡ ଷ୍ଟାର ବର୍ତ୍ତମାନ ସମୟ ରେ ସାରା ଭାରତ ରେ ବେସ ପରିଚିତ ଓ ରିଅଲ ହିରୋ କହିଲେ ମଧ୍ୟ କମ ହବ । ତେବେ ବନ୍ଧୁଗଣ କରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିବା ବେସ ଆଗରେ ଥିଲେ ଶୋନୁ ସୂଦ । କରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ହୋଇ ପାରିଥିବା ଶୋନୁ ସୂଦ ଙ୍କ ଘରେ ବର୍ତ୍ତମାନ ସମୟ ରେ ଆୟକ ର ବିଭାଗ ଶୋନୁଙ୍କ ବାସ ଭବନ ଓ 6 ଟି ସ୍ଥାନ ରେ ରେଡ କରିବା ପରେ ଗଣ ମାଧ୍ୟମ ନିକଟ ରେ ଶୋନୁ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି ଯେ – ମୁଁ ଆଗରୁ ଯେଉଁ ଭଳି ଭାବେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରୁଥିଲି ଠିକ ସେହିଭଳି ଆଗାମୀ ଦିନ ମାନ ଙ୍କ ଯାଏ କରୁଥିବି ।

ଆଜି ବି ମଧ୍ୟ ଶୋନୁ ଙ୍କ ଘର କୁ ବହୁତ ବ୍ୟକ୍ତି ଯାଉଛନ୍ତି ସାହାର୍ଯ୍ୟ ପାଇଁ । ତେବେ ସମସ୍ତ ଜନତା ଙ୍କ ଆର୍ଶୀବାଦ ତାଙ୍କ ପାଖ ରେ ଆର୍ଶୀବାଦ ରହିଛି ଓ ଆଗ କୁ ମଧ୍ୟ ରହିବ ଓ ସବୁଠୁ ବଡ କଥା ହେଲା ଯେ ଦୁଇ ଥର ରାଜ୍ୟ ସଭା ଆସନ ଆସିଥିଲେ ମଧ୍ୟ ଶୋନୁ ଦୁଇ ଥର ଯାକ ପ୍ରତ୍ୟାଖାନ କରି ଦେଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !

ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …

Leave a Reply

Your email address will not be published.