Breaking News

ମାୟା ସିରିଏଲ ରୁଦ୍ରୀ ଙ୍କ କିଛି ଖାସ କଥା ଯାହା ପୂର୍ବରୁ କେହି ଜାଣି ନାହାନ୍ତି

ଦର୍ଶକ ବନ୍ଧୁ ଆଜି ଆମେ ଜାଣିବା ମାୟା ଧାରାବାହିକ ରେ ଅଭିନୟ କରୁଥିବା ରୁଦ୍ରି ଙ୍କ ଜୀବନ ଶୈଳୀ ବିଷୟ ରେ । ହଁ ବନ୍ଧୁ ଆପଣ ମାନେ ଦେଖିଥିବେ ଓଡ଼ିଆ ଚ୍ୟାନେଲ ତରଙ୍ଗ ରେ ପ୍ରସାରିତ ହେଉଥିବା ମେଘା ଧାରା ବାହୀକ ମାୟା ଯେଉଁ ସିରୀଏଲ୍ କି ଲୋକ ମାନ ଙ୍କୁ ପସନ୍ଦ ଆସିଛି । ହଁ ବନ୍ଧୁ ଆପଣ ମାନେ ଜାଣିଥିବେ ମାୟା ଶିରିଏଲ ରେ ହିରୋଇନ୍ ଭାବେ ଅଭିନୟ କରୁଥିବା ରୁଦ୍ରି ଙ୍କୁ ।

ଯାହାଙ୍କୁ ଆପଣ ସବୁଦିନ ମାୟା ଧାରା ଵାହିକ ରେ ଦେଖୁଛନ୍ତି ଯାହାଙ୍କର ଜବରଦସ୍ତ ଅଭିନୟ ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି ଏବଂ ତାଙ୍କ ଅଭିନୟ ଯାଦୁ ରେ ସେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ରୁଦ୍ରୀ ମାୟା ଶୀରିଏଲ କରିବା ପୂର୍ବ ରୁ ସେ ସରଗମ ସିରୀଏଲ ରେ ଜବରଦସ୍ତ ଅଭିନୟ କରିଥିଲେ ଏବଂ ଲୋକ ମାନ ଙ୍କ ପାଖ ରେ ଅତି ପ୍ରିୟ ହୋଇ ଯାଇଥିଲେ । ରୁଦ୍ରୀ ଙ୍କ ପ୍ରକୃତ ନାମ ହେଉଛି ଜାସ୍ମିନି ରଥ ସେ ଯେମିତି ଚୂଲ୍ ବୁଲି ତା ଠାରୁ ସେ ରିଅଲ ଲାଇଫ ରେ ଅଧିକ ଚୁଲ୍ ବୁଲି ।

ସେ ଅଭିନୟ ଅପେକ୍ଷା ନାଚ କୁ ବହୁତ୍ ପସନ୍ଦ କରିଥାଆନ୍ତି । ଦର୍ଶକ ବନ୍ଧୁ ସେ ବର୍ତ୍ତମାନ ପାଠ ପଢୁଛନ୍ତି +୩ ଫାଷ୍ଟ ୟିଅର୍ ଆଉ ତାଙ୍କ ଷ୍ଟ୍ରିମ୍ ହେଉଛି ସାଇନ୍ସ । ସେ ପ୍ରଥମେ ଜି ସାର୍ଥକ ର ସରଗମ୍ ଧାରାବାହିକ ରେ ସାନ ଭଉଣୀ ଚରିତ୍ର ରେ ଅଭିନୟ କରିଥିଲେ କିନ୍ତୁ ତାଙ୍କ ଇଚ୍ଛା ଥିଲା ସେ ଲିଡ ରେ ଅଭିନୟ କରିବା ପାଇଁ ସେଥିପାଇଁ ତାଙ୍କ ମନ୍ ଦୁଃଖ ଥିଲା । ତାଙ୍କର ଇଚ୍ଛା ଥିଲା ସେ ନାଗିନୀ ଭଳି ଧାରାବାହିକ ରେ ଅଭିନୟ କରିବାକୁ କିନ୍ତୁ ଓଡ଼ିଆ ରେ ନାଗୀନି ଧାରାବାହିକ ନଥିବା ରୁ ସେ ଅଭିନୟ ରେ ଏତେ ମନ୍ ଦେଉନଥିଲେ ।

ତରଙ୍ଗ ଟିଭି ରେ ଯେତେବେଳେ ମାୟା ଧାରାବାହିକ ପାଇଁ ଅଡିସନ ଦେଇଥିଲେ ସେ ଭାବି ନ ଥିଲେ ଯେ ଚାଂଶ ପାଇବେ ବୋଲି କିନ୍ତୁ ପରବର୍ତ୍ତୀ ସମୟରେ ସେ ସିଲେକ୍ଟ ହୋଇଥିଲେ । ଋଦ୍ରୀ ଙ୍କ ପରିବାର ରେ ତାଙ୍କର ଦୁଇ ଜଣ ଭାଇ ଓ ମାମୁଁ ଘରେ ମଧ୍ୟ ଦୁଇ ଭାଇ କେହି ଭଉଣୀ ନଥିବା ରୁ ସେ ସଭିଙ୍କ ର ଗେହ୍ଲା । ରୁଦ୍ର ସୁଟିଂ ସେଟ୍ କୁ ରୁଟି ଓ ଚିଲିକୋବି ନେଇଥାନ୍ତି ଆଉ ସମସ୍ତ ଙ୍କୁ ମଧ୍ୟ ଖୁଆଇଥାନ୍ତି ।।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସିଛି ପୁରୀ ବେଳା ଭୂମିରେ ମଦ ପିଇ ସୋଇଛନ୍ତି ସବ୍ୟସାଚୀ, କଣ ପାଇଁ କଲେ ଏମିତି ସବ୍ୟସାଚୀ ଦେଖନ୍ତୁ ପୁରା ଖବର !

ବର୍ତମାନ ସମୟରେ ବଡ଼ ଖବର ସାମ୍ନାକୁ ଆସଛି ଓଲିଉର ଜବରଦସ୍ତ ଆକ୍ଟର ସବ୍ୟସାଚୀ ଙ୍କର ଏମିତି କଣ ହୋଇଥିଲା ଆପଣ …

Leave a Reply

Your email address will not be published.