Breaking News

ଦେଖନ୍ତୁ , ମାୟା ସିରିଏଲ ନାଗୁଣୀ ହୋଇଥିବା ମଞ୍ଜରିଙ୍କ ପରିବାର

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ମାୟା ଧାରାବାହିକ ଦେଖିଥିବେ । ସେଥିରେ ଅଭିନୟ କରିଥିବା ମଞ୍ଜରୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣି ଥିବେ ନାଗୁଣୀ ଚରିତ୍ର ରେ । ହଁ ନାଗୁଣୀ ଭୂମିକା ରେ ବେଶ୍ ଆକର୍ଷିତ ଅଭିନୟ କରୁଛନ୍ତି ମଞ୍ଜରୀ । ମଞ୍ଜରୀ ଙ୍କ ପ ପ୍ରକୃତ ନାମ ହେଲା ଅମ୍ବିକା ଏବଂ ବେଳେ ବେଳେ ଘର ଲୋକେ ଶ୍ରଦ୍ଧା ରେ ତ୍ଵୀଙ୍କଲି ଡାକନ୍ତି। ମଞ୍ଜରୀ କଟକ ରେ ରୁହନ୍ତି ତାଙ୍କ ପରିବାର ଲୋକ ସହ। ଛୋଟ ବେଳୁ ନାଚ ଓ ଅଭିନୟ ରେ ନିଜର ଦକ୍ଷତା ଦେଖେଇବେ ବୋଲି ଆଗକୁ ଆସିଛନ୍ତି ଏବଂ ବାପା ମା ଙ୍କ ଗୋଟେ ଝିଅ ବୋଲି ମଞ୍ଜରୀ ଖୁବ୍ ଶୀଘ୍ର ଲୋକ ପରିଚିତ ହୋଇଗଲେ ।

ଅମ୍ବିକା ଙ୍କ ସ୍ଵପ୍ନ ଥିଲା ଯେ ସେ ବଡ଼ ପରଦା ରେ କାମ କରିବେ ବୋଲି ଯାହା ତାଙ୍କ ସ୍ଵପ୍ନ ଆଜି ପୂରଣ ହୋଇଗଲା । ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ମାୟା ଧାରାବାହିକ ରେ । ସେ ମାୟା ଧାରାବାହିକ ରେ ଜବରଦସ୍ତ ଅଭିନୟ କରି ବର୍ତ୍ତମାନ ବେଶ୍ ପରିଚିତ । ତାଙ୍କର ଜବରଦସ୍ତ ଅଭିନୟ ପାଇଁ ଆଜି ମାୟା ଧାରାବାହିକ ଟି ଓଡ଼ିଶା ର ନମ୍ବର ୱାନ ଧାରାବାହିକ ହୋଇପାରିଛି । ମଞ୍ଜରୀ ତାଙ୍କ ଅଭିନୟ ଫଳ ରେ ଲୋକ ମାନ ଙ୍କୁ ବାନ୍ଧି ରଖିଛନ୍ତି । ମଞ୍ଜରୀ ଆଗରୁ ବହୁ ଧାରାବାହିକ ରେ ଅଭିନୟ କରିବା ପାଇଁ ଅଡ଼ିସନ୍ ଦେଇଥିଲେ କିନ୍ତୁ ସଫଳ ହୋଇ ନଥିଲେ । ସେ ବହୁ ଅଡ଼ିସନ୍ ଦବା ପରେ ମାୟା ଧାରାବାହିକ ରେ ଅଭିନୟ କରିବା ପାଇଁ ଅଡିସନ୍ ଦେଇଥିଲେ ଓ ସଫଳ ମଧ୍ୟ ହେଇଥିଲେ

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ବାଡିରୁ ବର କୋଳି ଚୋରି କରି ଖାଇଲେ ଓଡିଆ ଅଭିନେତ୍ରୀ ତମନ୍ନା (Tamanna) ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି , ତେବେ ଅଭିନେତ୍ରୀ ମାନ ଙ୍କ …

Leave a Reply

Your email address will not be published. Required fields are marked *